ଆମ ଜିଲା ଖବର

ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ଓ୍ବାଲ୍‌

ଦାରିଙ୍ଗବାଡ଼ି,୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସର୍ବ ପୁରାତନ ପୋଖରୀରେ ନିର୍ମାଣାଧୀନ କାର୍ଯ୍ୟ ଭୁଶୁଡ଼ି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବରୁ ଭୁଶୁଡ଼ି ଯାଇଥିବା ଗ୍ରାମର ଓକିଲ ପ୍ରଦୀପ ସାହୁ ଅଭିଯୋଗ କରିଛନ୍ତ। ସେ କହିଛନ୍ତି, ପୂର୍ବରୁ ଏନେଇ ପ୍ରଶାସନଙ୍କୁ ଅବଗତ...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ

ଭବାନୀପାଟଣା,୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡ଼ିଦର ପଞ୍ଚାୟତ ତେନ୍ତୁଳିପଡ଼ାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬...

ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା

ଭଞ୍ଜନଗର,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସି ରେଞ୍ଜ କ୍ଷେତମୁଣ୍ଡାଳି ଗ୍ରାମର ଚାଷୀ ପବିତ୍ର ପାତ୍ର (୪୦)ଙ୍କୁ ଶନିବାର ରାତିରେ ଏକ ହାତୀ ଆକ୍ରମଣ କରିଥିଲା। ଫଳରେ ପବିତ୍ର ଗୁରୁତର ହୋଇଥିଲେ। ଖବର ପାଇ ବନବିଭାଗ...

ଜେଜେମା’ଙ୍କ କାନ୍ଧରେ ୨ ନାତିଙ୍କ ଭବିଷ୍ୟତ

କୋରାପୁଟ,୯।୧୦(ସ୍ବ.ପ୍ର.): ଦୁଇ ନାତିଙ୍କ ଭବିଷ୍ୟତ ପାଇଁ ଦିନ ରାତି ଏକକରି ରାସ୍ତାକଡରେ ମକା ବିକ୍ରିକରି ପରିବାର ଚଳାଉଛନ୍ତି ଜେଜେମା’। ସେଥିରୁ ଯାହା ରୋଜଗାର ହେଉଛି ଦୁଇ ନାତିଙ୍କ ସମେତ ସେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିଲେ ମଧ୍ୟ...

ସ୍ବପ୍ନ, ପରିଶ୍ରମ ଆଣିଛି ସଫଳତା

ବରଗଡ଼ ଅଫିସ୍‌,୯।୧୦ : ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ପରୀକ୍ଷାର୍ଥୀ ମଧ୍ୟ ସଫଳତା ଅର୍ଜନ କରିଛନ୍ତି। ସଫଳତା ପରେ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ ମଧ୍ୟରେ ଖୁସି ଦେଖାଯାଇଛି। କିଛି ସଫଳ...

ଅଧ୍ୟବସାୟ ଆଗରେ ହାରିଲା ଅନଟନ

ପରଜଙ୍ଗ, ୯।୧୦(ଡି.ଏନ୍‌.ଏ.): ବାପା ଦିନ ମଜୁରିଆ। ସାରା ଦିନ କଟେ ହାଡ଼ଭଙ୍ଗା ପରିଶ୍ରମରେ। ସଂସାର ରଥକୁ ଚଳାଇ ନେବାକୁ ମା’ଙ୍କର ଅବଦାନ ବି କମ୍‌ ନୁହେଁ। ରାତି ପାହିଲେ ସଫା କରନ୍ତି ଗଁା ଲୋକଙ୍କ କୁଢ଼କୁଢ଼ ମଇଳା ଲୁଗାପଟା। ଅଭାବୀ...

ଆଜି ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ, ୯।୧୦: ମଣ୍ଡପରେ ସରିଛି ସାଜସଜ୍ଜା। ଶେଷସ୍ପର୍ଶ ପରେ ଦାଉଦାଉ ହୋଇ ଝଟକୁଛନ୍ତି ମା’ ପଦ୍ମାଳୟାଙ୍କ ମୃଣ୍ମୟୀ ପ୍ରତିମା। ପାରମ୍ପରିକ ନୀତି ଅନୁଯାୟୀ ଜୀବନ୍ୟାସ ପରେ ଧରାବତରଣ କରିବେ ଧନଦାତ୍ରୀ। ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା କୁ ଆଉ ମାତ୍ର...

ଜରିପାଲ ଭରସାରେ ଗରିବ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୯।୧୦:ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗ୍ରାମପଞ୍ଚାୟତ କଣ୍ଣାବଣିଆ ଗ୍ରାମର ଅସହାୟ ପରିବାର ମିନତି ମଳିକଙ୍କୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି। ଧରିତ୍ରୀରେ ୨୫ା୯ା୨୦୨୨ରେ ‘ଅବହେଳାର ଶିକାର ୨ ଅସହାୟ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା...

ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୯।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ ଆନନ୍ଦପୁର ଏବଂ କାନପୁରଠାରେ ୨ଟି ସମନ୍ବିତ ଜଳ ସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି।...

ହାତୀ ମୃତ୍ୟୁ ରୋକିବ ସୌର ତାରବାଡ଼

    ଯୋଡ଼ା,୯।୧୦(ଡି.ଏନ୍‌.ଏ.):କେନ୍ଦୁଝର ବନଖଣ୍ଡର ଚମ୍ପୁଆ ରେଞ୍ଜ ଅଧୀନ ତଥା ଯୋଡ଼ା ବନପାଳ ଅନ୍ତର୍ଗତ ଯୁରୁଡ଼ି କ୍ରେଚ୍‌ ହଟିଂ ରେଲ୍‌ୱେ କ୍ରସିଂ ନିକଟରେ ହାତୀଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ଏକ ଝୁଲନ୍ତା ସୌର ତାରବାଡ଼ (ହ୍ୟାଙ୍ଗି ସୋଲାର ଫେନ୍ସିଂ) ବ୍ୟବସ୍ଥା କରାଯାଇଛି।...

ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏହି ଆସନକୁ ନିଜ ଅକ୍ତିଆରକୁ ନେବାକୁ ପୂରା...

ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ବହିଷ୍କୃତ

ଜଗତ୍‌ସିଂହପୁର ଅଫିସ, ୯।୧୦: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସିଆର୍‌ପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ)ରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତିି ପାଇଥିବା ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତି ଚାକିରିରୁ ବହିଷ୍କୃତ ହୋଇଛନ୍ତି। ସେ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବେଗୁନିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri