ଆମ ଜିଲା ଖବର

ଭାରତୀୟ ସେନାର ପରାକ୍ରମ ପ୍ରଶଂସନୀୟ

କର୍ଲାମୁଣ୍ଡା:୧୯।୫(ପ୍ରଦୀପ କୁମାର ସାହୁ): ଭାରତୀୟ ସେନାର ପରାକ୍ରମ ପ୍ରତି ସମ୍ମାନ ଜଣାଇ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରେ ‘ତ୍ରିରଙ୍ଗା ଯାତ୍ରା’ ସୋମବାର ଅନୁଷ୍ଠିତ ହୋଇଯାଇଛିରେ । କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣୀ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ଟି…

ମଲ୍‌ରେ ବଡ଼ ଧରଣର ରେଡ୍‌: ୧ ଲକ୍ଷ ଜରିମାନା

ଗୁଣୁପୁର,୧୯।୫: ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍‌ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍‌ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ଯାଞ୍ଚ…

ଅପରେଶନ ସିନ୍ଦୂରର ସଫଳତା: ଭାରତୀୟ ସେନାର ସାହସକୁ ସମ୍ମାନ

ରାଇକିଆ,୧୯।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ଅପରେଶନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ…

ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ଲୁଟେରା ଗିରଫ

ଗଜପତି,୧୯।୫(ଗିରିଧାରୀ ପରିଛା): ଗଜପତି ପୋଲିସକୁ ମିଳିଛି ବଡଧରଣର ସଫଳତା। ଜଣେ ଆନ୍ତଃରାଜ୍ୟ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଗିରଫ ଲୁଟେରା ଜଣକ ହେଉଛି ୟୁ ନବୀନ କୁମାର। ସେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ମାନ୍ଦାସା ମଣ୍ଡଳର ସୋଣ୍ଡିପୋଡି ଗ୍ରାମର ବୋଲି…

ବିୟର ବୋତଲରେ ଆକ୍ରମଣ ଘଟଣା: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଗୌଡ଼ ପ୍ରଧାନ ବିଶ୍ରାମ ନେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଏସ.ସୂର୍ଯ୍ୟ ରେଡ୍ଡୀ ଶନିବାର…

ବୋହୂଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରୁଥିଲେ ଶ୍ୱଶୁର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ଆନନ୍ଦ ଗୌଡ଼ଙ୍କୁ ରବିବାର ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ସଦର କୋର୍ଟଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୭୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ…

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ଓଡ଼ିଶାରେ ରହିବେ ନାହିଁ ଅଣ ନାଗରିକ

ଭୁବନେଶ୍ୱର,୧୯।୫: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ଓଡ଼ିଶାରୁ ବାଂଲାଦେଶୀଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଇଞ୍ଜିନିୟରିଂ ବିଭାଗଗୁଡ଼ିକ ସହ ଆଲୋଚନା ହୋଇଛି। ଏପରିକି ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ…

କେସିଙ୍ଗା ଏନଏସିରୁ ମ୍ୟୁନିସିପାଲଟି ଗଠନକୁ ଦୃଢ଼ ବିରୋଧ:ଗର୍ଜିଲେ ପଞ୍ଚାୟତବାସୀ

କେସିଙ୍ଗା,୧୯।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର କୁର୍ଲୁପଡା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ୱାର୍ଡ ସଭ୍ୟ ଯୋଗେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ପଲ୍ଲିସଭା ସୋମବାର ଅନୁଷ୍ଠିତ ହୋଇଥିଲା। ୱାର୍ଡ ନମ୍ବର ୧୨ସ୍ଥିତ ନୂଆପଡା ଓ…

ବାୟୁ ପ୍ରଦୂଷଣ ବଳୟରେ ପଟ୍ଟାମୁଣ୍ଡାଇ ସହର: ଗଛରୁ କମୁଛି ନଡ଼ିଆ

ପଟ୍ଟାମୁଣ୍ଡାଇ,୧୯ା୫ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ସହରରେ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ବଜାରର ଜଳଖିଆ ଦୋକାନ ଆଞ୍ଚ ଧୂଆଁ ସହ ଚଳାଚଳ କରୁଥିବା ପୁରୁଣା…

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଗୋୟଲଙ୍କ ସମେତ ପଦ୍ମପୁର ଅତିରିକ୍ତ ଜିଲାପାଳ କୃଣାଲ ମୋତିରାମ ଚୌହାନ, ଜିଲା ପରିଷଦ…

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ୍‌

ବରଗଡ଼,୧୯ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୦ରେ ସଂଘଟିତ ଏକ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ।…

ହାଇକୋର୍ଟର ସବୁ ବିଚାରପତି ପାଇବେ ପୂର୍ଣ୍ଣ ପେନ୍‌ସନ୍‌

କଟକ,୧୯ା୫: ଏଣିକି ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ। ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍‌ସନ୍‌ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?