ଆମ ଜିଲା ଖବର

୧୦୨ ମଣ୍ଡିରେ ଧାନ ବିକିବେ ୬୪, ୩୨୬ ଚାଷୀ

ବାରିପଦା ଅଫିସ,୧୧ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୨୦ରୁ ଚାଷୀଙ୍କଠାରୁ ଖରିଫ ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର...

ଉଜୁଡ଼ିଯାଉଛି ଚନ୍ଦିର ବଣ

ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଶିଆଳ ହେଟା ଭଳି ଜୀବଜନ୍ତୁ ବାସ କରୁଥିବା ଏହି ଜଙ୍ଗଲରେ ପଶିବାକୁ ଗ୍ରାମବାସୀ...

ହୋଇପାରୁନାହିଁ ଆଇଆଇସି ନିଯୁକ୍ତି

କଟକ ଅଫିସ,୧୧ା୧୧: କମିଶନରେଟ୍‌ ପୋଲିସ ଅଧୀନ କଟକ ପୂର୍ବାଞ୍ଚଳର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ଥାନା ଉଦ୍‌ଘାଟନ ହେବାର ୨ ମାସ ବିତିଲାଣି। ହେଲେ ଏଠାରେ ଅଦ୍ୟାବଧି ଆଇଆଇସି ନିଯୁକ୍ତି ହୋଇନାହାନ୍ତି। ପୂର୍ବରୁ ଫାଣ୍ଡି ଥିବାବେଳେ ଯେପରି ଚାଉଳିଆଗଞ୍ଜ ଥାନା...

ରାଷ୍ଟ୍ରପତିଙ୍କୁ ଭେଟିବେ ସିଲ୍‌ଭର ଗାନ୍ଧୀ

ସାକ୍ଷୀଗୋପାଳ,୧୧ ।୧୧ (ଡି.ଏନ୍‌.ଏ/ସ୍ବ.ପ୍ର.): ଶାନ୍ତି, ମୈତ୍ରୀ, ଏକତା ଓ ସ୍ବଚ୍ଛତା ବାର୍ତ୍ତା ନେଇ ସଚେତନତା ଅଭିଯାନ ଚଳାଇଥିବା ପୁରୀ ଜିଲା ଡେଲାଙ୍ଗ ଗାନ୍ଧୀପୀଠ ରେବୋଇ ଗ୍ରାମର ମୋହନ ମହାପାତ୍ର ଓରଫ ସାଇରାମ ବାବା ସିଲଭର ଗାନ୍ଧୀ ଭାବେ ପରିଚିତ। ସେ...

ଖରିଫ ଧାନ ଫସଲ ଖାଇଗଲେ ଚକଡ଼ା ପୋକ

ଡେଲାଙ୍ଗ,୧୧ା୧୧(ଡି.ଏନ୍‌.ଏ.): ଫସଲରେ ଚକଡା ପୋକ ଯୋଗୁ ଏବେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ପରିବାର ପ୍ରତିପୋଷଣ କରିବା ପାଇଁ ଧାର କରଜ କରି ଧାନ ଫସଲ କରିଥିବା ଚାଷୀ ଏବେ ଚକଡା ପୋକ ଯୋଗୁ ହିନସ୍ତା ଭୋଗୁଛନ୍ତି। ଧାନ ଫସଲକୁ...

ବିଲରେ ବିଦେଶାଗତ ପକ୍ଷୀ

ନିରାକାରପୁର,୧୧ା୧୧(ଡି.ଏନ୍‌.ଏ.): ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଖୋର୍ଦ୍ଧା ଜିଲା ଡିଆ ଏବଂ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳର ବିଲ ଗହିରରେ ବୁଲୁଥିବା ଦେଖିବାକୁ ମିଳିଛି। ପକ୍ଷୀଙ୍କୁ ଦେଖିବା...

ପୁଣି ଦବିଲା ଲୁଣା ନଦୀବନ୍ଧ, ୭ ଗାଁରେ ଆତଙ୍କ

ଡେରାବିଶ,୧୧ା୧୧(ସ୍ବ.ପ୍ର.): ଲୁଣା-ଚିତ୍ରୋପତ୍ଳା ଦ୍ୱିପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତ ପକ୍ଷୋଟଠାରେ ଗତ ଶୁକ୍ରବାର ରାତିରେ ଲୁଣା ନଦୀବନ୍ଧର ଦକ୍ଷିଣ ପାର୍ଶ୍ୱରେ ୪୦ ଫୁଟ ନଦୀବନ୍ଧ ଦବି ଯାଇଥିଲା। ଗୁରୁବାର ଏହି ନଦୀବନ୍ଧ ଆହୁରି ୨ ଫୁଟ ଦବି...

ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍‌ ପ୍ଲାଜା

ଯାଜପୁର ଅଫିସ,୧୧ା୧୧: ଏନଏଚ୍‌ଏଆଇ (ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ.ଜାତୀୟ ରାଜପଥର ପାଣିକୋଇଲି ଟୋଲ ପ୍ଲାଜା ସ୍ଥାନାନ୍ତର ହୋଇଛି। ବୁଧବାର ପୂର୍ବାହ୍ନ ୮ଟାରୁ ଭଦ୍ରକ-ଯାଜପୁର...

ଗ୍ରୀନ୍‌, ୟେଲୋକୁ ଟପି ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୧୧: କେନ୍ଦ୍ରାପଡ଼ା ଜିଲାରେ ଦିନକୁଦିନ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ବାୟୁ ଗୁଣବତ୍ତା ସୂଚୀର ୨୨୫କୁ ଛୁଇଁ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା...

ମାଟିଆଗୁଣ୍ଡି ପୋକ ଆତଙ୍କ

ଯାଜପୁର ଅଫିସ,୧୧ା୧୧: ଲଗାତର ବନ୍ୟା ଓ ମରୁଡ଼ି ଜିଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହାସହ ଚଳିତବର୍ଷ ଧାନ ଅମଳ ଆରମ୍ଭ ହେବା ବେଳକୁ ଯାଜପୁର ଜିଲାର କୋରେଇ ବ୍ଲକ ୩ ପଞ୍ଚାୟତର ପ୍ରାୟ ୫ ଖଣ୍ଡ ଗାଁରେ ମାଟିଆଗୁଣ୍ଡି...

ଝାରତରଭାକୁ ପରୀକ୍ଷାମୂଳକ ଭାବେ ରେଳ ଚାଲିଲା

ସୋନପୁର/ତରଭା,୧୧।୧୧(ନି.ପ୍ର./ଡି.ଏନ.ଏ.): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ବିଛୁପାଲିରୁ ଝାରତରଭା ଷ୍ଟେଶନ ମଧ୍ୟରେ ୧୦ କିଲୋମିଟର ନୂଆ ରେଳ ଲାଇନର ଗୁରୁବାର ସିଆର୍‌ଏସ୍‌ ଯାଞ୍ଚ ହୋଇଛି। ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା ଆୟୁକ୍ତ(ସିଆର୍‌ଏସ୍‌) ଏ.ଏମ୍‌.ଚୌଧୁରୀ ଅପରାହ୍ନରେ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ...

ବନ କର୍ମଚାରୀଙ୍କ ମାଡ଼ରେ ଡ୍ରାଇଭର ଲହୁଲୁହାଣ

ନୂଆଗାଁ,୧୧।୧୧(ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନ କର୍ମଚାରୀଙ୍କ ମାଡ଼ରେ ଜଣେ ଡ୍ରାଇଭର ଲହୁଲୁହାଣ ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ସିଙ୍ଗାରପଲି ପଞ୍ଚାୟତ ଶୁଣ୍ଢିଝୋଲା ନୂଆସାହିର ଅମୂଲ୍ୟ ବେହେରା ଓ ତାଙ୍କ ସ୍ତ୍ରୀ ମିତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri