ଆମ ଜିଲା ଖବର

ବିଶ୍ୱ ହାତଧୂଆ ଦିବସ: ଗାଁ ଗାଁରେ ପହଞ୍ଚିଲା ବେଦାନ୍ତର ଭ୍ରାମ୍ୟମାଣ ହେଲଥ୍‌ ୟୁନିଟ୍‌

ଝାରସୁଗୁଡ଼ା ଅଫିସ,୧୧।୧୧: ବେଦାନ୍ତ ଆଲୁମିନିୟମ୍‌ ଉତ୍ପାଦକ କମ୍ପାନୀ ଝାରସୁଗୁଡ଼ା ପକ୍ଷରୁ ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଇଛି। ଏହା ସହ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଲୋକମାନଙ୍କୁ ହାତ ଧୋଇବା ଓ ସ୍ବଚ୍ଛ ରହିବା ଉପରେ ଏକ ସପ୍ତାହବ୍ୟାପୀ ସଚେତନ...

ବଢୁଛି ହଳଦୀପତ୍ରର ଚାହିଦା, ମିଳୁନି ସଠିକ୍‌ ଦର

ଦାରିଙ୍ଗବାଡ଼ି,୧୧ା୧୧(ଡି.ଏନ୍‌.ଏ.): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା...

ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଫଳରେ ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହନ ଯାଇ ନ ପାରି ଅଟକି ରହିଛି। ଧାରଣାସ୍ଥଳରେ...

ଫସଲ କିଆରିରେ ମୃତ୍ୟୁଫାଶ, ବଳି ପଡୁଛନ୍ତିି ବନ୍ୟଜନ୍ତୁ

ବୈପାରିଗୁଡା,୧୧ା୧୧ (ଡି.ଏନ୍‌.ଏ. ): ଧାନ ଓ ମକା ଫସଲର ଅମଳ ସମୟ ହେଉଛି ଶୀତ ଦିନ ା ଏହାକୁ ଖାଇବା ଲାଗି ବନ୍ୟଜନ୍ତୁ କ୍ଷେତକୁ ଚାଲି ଆସନ୍ତି। ତେବେ ସେମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଛକି ବସିଥାନ୍ତି।...

ମହିଳାଙ୍କୁ ଆର୍ଥିକ ସ୍ବଚ୍ଛଳ କରୁଛି ମକାଚାଷ, ବିକ୍ରି

ନବରଙ୍ଗପୁର,୧୧।୧୧(ବି.ପ୍ର.):ମକା କିଣି ମହିଳା ଚାଷୀ ହୋଇଛନ୍ତି ସ୍ବାବଲମ୍ବୀ। ଲାଭାଂଶର ୨୫ ପ୍ରତିଶତ ସେମାନଙ୍କ ଭବିଷ୍ୟତକୁ ଆର୍ଥୀକ ସ୍ବଚ୍ଛଳ କରିଛି। ଜିଲାର ମିଶନ ଶକ୍ତି ଓ ଓରମାସ ଏଥିପ୍ରତି ଗୁରୁତ୍ୱ ଦେଇ ମହିଳାଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ଚେଷ୍ଟା...

ଭୋଟ ବର୍ଜନ ନିଷ୍ପତ୍ତି ପରେ ତତ୍ପରତା

ପଦ୍ମପୁର,୧୧।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ବଇଦପାଲି ଗ୍ରାମବାସୀ ରାସ୍ତା ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ କରିବାକୁ ଚେତାବନୀ ଦେବା ପରେ ପ୍ରଶାସନ ତତ୍ପର ହୋଇପଡିଛି। ଗୁରୁବାର ରାଜବୋଡାସମ୍ବର ବିଡ଼ିଓ ବିଶ୍ୱନାଥ ସାହୁ ବଇଦପାଲିରେ ପହଞ୍ଚତ୍ ରାସ୍ତା ନିରୀକ୍ଷଣ...

ଝାରସୁଗୁଡ଼ା ଜିଲାରେ ୫ରୁ ଧାନ କିଣା

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲାରେ ଧାନ କିଣା ସକାଶେ ଚଳିତ ଖରିଫ ଋତୁର ପ୍ରଥମ ଜିଲାସ୍ତରୀୟ ଧାନ କିଣା (ଡିଏଲ୍‌ପିସି) ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଜିଲା...

ସରକାରୀ ଜାଗାବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୧ା୧୧: ଖୋର୍ଦ୍ଧା ସଦର ଥାନା ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡ଼ିକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ।...

ଦିନରେ ତଦନ୍ତ, ରାତିରେ କାମ

ସମ୍ବଲପୁର,୧୧ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା । ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ...

୪୩ କୋଟିରେ ଚାଲିଛି ୭ ଇନ୍‌ଡୋର ଷ୍ଟାଡିୟମ କାର୍ଯ୍ୟ

ଭଞ୍ଜନଗର,୧୧ା୧୧(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଅନେକ ପ୍ରକଳ୍ପର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ବଡ଼ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବାରମ୍ବାର ସମୀକ୍ଷା ହେଉଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଧୀନରେ ୯ଟି...

ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା ବାହାନା ଦେଖାଇ ଲୋକଙ୍କଠାରୁ ଟଙ୍କା, ସୁନା ଆଦି ଲୁଟି ନେଉଛନ୍ତି। ସୁଯୋଗ ପାଇବା...

ଆତଙ୍କ ରୋକିପାରୁନି ‘ଐରାବତ’

ଢେଙ୍କାନାଳ ଅଫିସ, ୧୧।୧୧: ଚିନ୍ତା ବଢ଼ାଇଥିଲେ ହାତୀପଲ। ଏବେ ସେଥିରେ ସାମିଲ ହୋଇଛନ୍ତି ବାର୍‌ହା। ରାତିଅଧିଆ ଦଳବଦ୍ଧ ହୋଇ ସେମାନେ ଖାଇଯାଉଛନ୍ତି ଏକର ଏକର ଜମିର ଫସଲ। ଯେତିକି ଖାଉନାହାନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଦଳିଚକଟି ନଷ୍ଟ କରି ପକାଉଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri