ଆମ ଜିଲା ଖବର

ଅତୀତର ସ୍ମୃତି ସାଉଁଟି ମାଟି ମା’ ଦେଇଥିବା ପରିଚୟକୁ ପ୍ରଶଂସା

ଭଞ୍ଜନଗର,୧୯ା୫(ବାବୁଲା ପ୍ରଧାନ): ଭଞ୍ଜନଗର ବାର୍‌ ଆସୋସିଏଶନ ପାଠାଗାର ପରିସରରେ ରବିବାର ସମର୍ପିତ ସେବାର ପୁଣ୍ୟଭୂମି ଘୁମୁସର ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋଚନାଚକ୍ରକୁ ଉଦ୍‌ଘାଟନ…

ଦେଶ ସ୍ବାଧୀନତାର ସ୍ବାଦ ଚାଖିନାହାନ୍ତି ଗପଦର ଗ୍ରାମବାସୀ, ଏବେ ବି ଅନେକ ଶିଶୁ ପୁସ୍ତକ ଦେଖିନାହାନ୍ତି, ବିଧାୟକଙ୍କ ସାମ୍ନାରେ…

ଭଞ୍ଜନଗର,୧୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କଦଳିଆ ନାଳ ଓ ତତ୍‌ ସଲଗ୍ନ ଶାଖା ନାଳଗୁଡ଼ିକର ଜଳ ନିଷ୍କାସନ ନିମନ୍ତେ ଉକ୍ତ ନାଳର ପୁନରୁଦ୍ଧାର ପାଇଁ ରବିବାର ଶିଳାନ୍ୟାସ କରାଯାଇଥିଲା। ଏନେଇ ଭଞ୍ଜନଗର ବ୍ଲକ ଗୋଲାପଡ଼ା ପଞ୍ଚାୟତରେ ଶିଳାନ୍ୟାସ…

ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼

ପିପିଲି,୧୯ା୫ (ଦୁର୍ଗାମାଧବ ମିଶ୍ର/ପ୍ରଭାତ କୁମାର ମହାପାତ୍ର): ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ମାସର ଶିଶୁକୁ ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦେବା ଦ୍ୱାରା ଉକ୍ତ ଶିଶୁର ଡାହାଣ ଗୋଡ଼ ଏବେ ଅକର୍ମଣ୍ୟ ହୋଇଯାଇଛି। ଶିଶୁଟି ଗୋଡ଼ ସଳଖ ପକାଇପାରୁନାହିଁ। ଏଭଳି ଘଟଣା ଘଟିଛି…

ଅଜଣା ରୋଗରେ ୨ ଶହ ପରିବାର ଆକ୍ରାନ୍ତ

ପଡ଼ିଆ, ୧୯ା୫(ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା…

କାଠଯୋଡ଼ିରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ

କଟକ,୧୯ା୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ…

ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

କୋକସରା,୧୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ସୁନାମାଲ ଭାଲୁପଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ଗ୍ରାମର ବୈଜୟନ୍ତି ମୁଣ୍ଡା(୨୦)। ମହିଳା ପିନ୍ଧିଥିବା ଶାଢିରେ ବେକରେ ଫାଶ…

ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଅଘଟଣ: ମଝିଆ ଭଉଣୀଙ୍କୁ ଛୁରି ଭୂଷି ହତ୍ୟା କଲେ ଭଉଣୀଭାଇ

କୁଚିଣ୍ଡା,୧୮ା୫(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝାପଡା ଗୁଣ୍ଡିଚାମନ୍ଦିର ସମ୍ମୁଖରେ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଜମିବାଡି ବିବାଦକୁ ନେଇ ବଡ଼ ଭଉଣୀ ଓ ସାନ ଭାଇ ମିଶି ମଝିଆଁ ଭଉଣୀଙ୍କୁ ଛୁରି ଭୂସି ହତ୍ୟା…

ପ୍ରିମିୟର ଲିଗ୍‌, ଫ୍ରେଣ୍ଡସ ଇଲେଭେନ ଚାମ୍ପିୟନ

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍‌ ଶ୍ରୀକୃଷ୍ଣ ଶରଣପୁର ଲୋଙ୍ଘର ଗ୍ରାମରେ ଲୋଙ୍ଘର ପ୍ରିମୀୟର ଲିଗ ଅନୁଷ୍ଠିତ ହୋଇଛି। ଏଥିରେ ୪ଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଫ୍ରେଣ୍ଡସ ୧୧ ଏବଂ ଏମ୍‌ସି ଓଆରିଆର ଟିମ୍‌ ମଧ୍ୟରେ କଡ଼ା…

ମନ୍ଦିର ପ୍ରାଙ୍ଗଣରେ ନେଇଥିଲେ ବିଶ୍ରାମ, ଆଉ ତାପରେ…

ଦିଗପହଣ୍ଡି,୧୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗୌଡ଼ ପ୍ରଧାନ ବିଶ୍ରାମ ନେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ଏସ.ସୂର୍ଯ୍ୟ ରେଡ୍ଡୀ ଏକ ବିୟର ବୋତଲରେ ତାଙ୍କ ମୁଣ୍ଡକୁ ଆକ୍ରମଣ…

ସହରରେ ବୁଲିଲା ୧୦୦ ମିଟର ଲମ୍ବ ତ୍ରିରଙ୍ଗା

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ)-‘ଅପରେଶନ ସିନ୍ଦୁର’ର ସଫଳତାକୁ ନେଇ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି। ରବିବାର ଭଞ୍ଜନଗର ସହରରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର…

ସରକାରଙ୍କ ବଡ଼ ଘୋଷଣା: ଖୋଲିବ NIA ଶାଖା

ଭୁବନେଶ୍ୱର,୧୮।୫: ରାଜ୍ୟ ସରକାର ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ବରରେ ଏକ NIA ଶାଖା ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱରର ଭିଏସ୍‌ଏସ୍‌ନଗରରେ ପ୍ରାରମ୍ଭିକ ଭାବେ NIAର…

ପାହାଡ଼ରୁ ଧସିଲା ମାଟି ଅତଡ଼ା, ରାସ୍ତା ଜାମ, ବଜ୍ରପାତରେ ୨୦ ଛେଳି ମୃତ

କୋରାପୁଟ/ନାରାୟଣପାଟଣା,୧୮ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍‌ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା ଜଣାପଡିଛି। ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭିତରପଡ଼ା ପାହାଡ଼ରୁ ମାଟି ଅତଡ଼ା ଧସେଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?