ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ
ଭୁବନେଶ୍ୱର,୧୫।୩: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମିଳିଥିବା…
ଶାବର ଶ୍ରୀକ୍ଷେତ୍ରରେ ହୋଲି, ରଙ୍ଗରେ ରଙ୍ଗେଇ ହେଲେ ଜିଲାପାଳ
କୋରାପୁଟ,୧୫ା୩(ଅମିତାଭ ବେହେରା): କୋରାପୁଟରେ ଶନିବାର ରଙ୍ଗର ପର୍ବ ହୋଲି ଧୂମ୍ଧାମରେ ପାଳିତ ହୋଇଯାଇଛି। କୋରାପୁଟ ଜିଲାପାଳଙ୍କ ବାସଭବନଠାରେ ହୋଲି ଉତ୍ସବ ପାଳନ କରାଯାଇଥିଲା। ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ବାସଭବନକୁ ଯାଇ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସହ…
ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି
ପାଟଣା,୧୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସାରସକେଲା ପଞ୍ଚାୟତ ତୁଳସୀପୁରଠାରେ ପାଟଣା ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏକ ସୁରମ୍ୟ ଜଙ୍ଗଲ ପରି ବେଷ୍ଟିତ ଅଞ୍ଚଳରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍ବ ପରିମିତ ଜମିରେ ହରିହରାନନ୍ଦ ଅରଣ୍ୟା…
ଦୁଇଦିନ ପରେ ଚୈତ୍ର ମଙ୍ଗଳବାର, ଚଳଚଞ୍ଚଳ ମା’ ତାରାତାରିଣୀଙ୍କ ପୀଠ
ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ପାଖେଇ ଆସିଲାଣି ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ରତ୍ନଗିରି ପାହାଡ଼ ପାରିପାଶର୍ବ। ମା’ଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ଓ ମନ୍ଦିର…
ମାଟି ବୋହି ଚର୍ଚ୍ଚାରେ ନୂଆପଡା ଜିଲାପାଳ, ଶ୍ରମିକଙ୍କୁ କଲେ ଉତ୍ସାହିତ
ନୂଆପଡା,୧୫।୩: (ମକାରୁ ବେମାଲ)ମନରେଗା ଯୋଜନାରେ ଦୈନିକ ୬0,000 ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲା…
ଏସପିଙ୍କ ଘରେ ଦୋଳି ଖେଳିଲେ ରାଧାକୃଷ୍ଣ
ଫୁଲବାଣୀ, ୧୫।୩(ରାକେଶ କୁମାର ରାଉତ): ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର…
ଦିଗପହଣ୍ଡି ଅଞ୍ଚଳରେ ଦୋଳ ଉତ୍ସବରେ ହୋଲି ଖେଳ
ଦିଗପହଣ୍ଡି,୧୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ପବିତ୍ର ଚୈତ୍ର ପ୍ରତିପଦା ତିଥି ଦୋଳ ଉତ୍ସବ ଅବସରରେ ଯୁବକ ଗୋଷ୍ଠୀ ପକ୍ଷରୁ ହୋଲି ଖେଳ ରବିବାର ଅନୁଷ୍ଠିତ ହୋଇଯାଇଛି। ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଯୁବକ ମାନେ ସଂଘବଦ୍ଧ…
ଦୁଇ ବାଇକ୍ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ
ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ମୟୂରଭଞ୍ଜ…
ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ: ସମୁଦ୍ରରେ ବୁଡି ଜଣେ ଛାତ୍ର ମୃତ
ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳୁ ସମସ୍ତ ଗାଁ ଓ ସହରରେ ଯେମିତି ହୋଲି ଖେଳକୁ ନ଼େଇ ଚଳଚଞ୍ଚଳ ଥିଲା ସେମିତି ପୋଡ଼ମପେଟା ଗ୍ରାମରେ ଛୋଟ…
ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ହୋଲି ଉତ୍ସବରେ କର୍ମୀଙ୍କୁ କରାଇଲେ ଶପଥ ପାଠ, ରାଲିରେ ପ୍ରକମ୍ପିତ ହେଲା ଜାତୀୟ ରାଜପଥ
କେସିଙ୍ଗା,୧୫.୩(ତୁମେଶର ସାହୁ): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭୁବନେଶ୍ୱରରୁ ଏକ ଏରୋପ୍ଲେନରେ ଆସି କେସିଙ୍ଗା ବ୍ଲକ ଉତକେଲା ସ୍ଥିତ ଏରୋପ୍ଲେନ ପଡିଆରେ ଶନିବାର ଅବତରଣ କରିଛନ୍ତି।…
ସମୁଦ୍ର, ନଦୀ, ହ୍ରଦ ଉପରେ ଅଗ୍ନିଶମ ଟିମର ନଜର; ହୋଲି ଖେଳ ପରେ ଗାଧୋଇବେ ଲୋକେ
ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ହୋଲି ଖେଳ ପରେ ଗଞ୍ଜାମ ଜ଼ିଲ୍ଲାରେ ଥିବା ସମୁଦ୍ର, ଋଷିକୂଲ୍ୟା ନଦୀ ଏବଂ ତାମ୍ପରା ହ୍ରଦରେ ଲୋକେ ଗାଧୋଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ବିଭିନ୍ନ ସମୟରେ ଋଷିକୂଲ୍ୟା, ସମୁଦ୍ର ଓ ତାମ୍ପରାରେ ବହୁ ଲୋକେ ବୁଡ଼ିଯାଇ…
ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ
ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ ଶାନ୍ତିଶୃଙ୍ଖଳାରେ ଭାଇଚାରା ସହକାରେ ମିଳିମିଶି ରହିବେ। ପୋଲିସ ଆଉ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱଭାବ ଜାଗ୍ରତହେବ…
Archives


