ଆମ ଜିଲା ଖବର

ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଖ୍ୟାତନାମା ଶୈବପୀଠ ଆରଡ଼ି ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ହୋଇଉଠିଛି। ଭକ୍ତମାନେ ସକାଳୁ ପୀଠରେ ଭିଡ଼ ଜମାଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶନିବାର ଭୋର ସାଢ଼େ ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି...

ପ୍ରତିଷ୍ଠା ଦିବସରେ ପତିଆରା ରାଜନୀତି

ଅନୁଗୋଳ ଅଫିସ, ୧୪ା୧: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସଭାଘରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ବହୁ ବରିଷ୍ଠ କର୍ମୀଙ୍କୁ...

ଅଗ୍ନିକାଣ୍ଡରେ ଜଳିଗଲା ଔଷଧ

ବଇଣ୍ଡା,୧୪।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରଗ୍‌ ହାଉସରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ସମେତ ବହୁ ଜରୁରୀ କାଗଜପତ୍ର ଜଳିଯାଇଛି। ନିଆଁ କେମିତି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ଶର୍ଟସର୍କିଟରୁ...

ଆଖି ଝଲସାଇଲା ‘ଆଗ୍ନେୟ’

ଢେଙ୍କାନାଳ ଅଫିସ୍‌, ୧୪।୧: ଢେଙ୍କାନାଳର ବଜରଙ୍ଗ କ୍ଲବର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ରୌପ୍ୟଜୟନ୍ତୀ ସମାରୋହ ଆଗ୍ନେୟ-୨୦୨୩। ସ୍ବୟମ୍‌ ପାଢ଼ୀ, ଅସୀମା ପଣ୍ଡାଙ୍କ ମନଛୁଅଁା ଗୀତ, ପପୁ ପମ୍‌ପମ୍‌ଙ୍କ ହାସ୍ୟାଭିନୟ ସାଙ୍ଗକୁ...

ଆକର୍ଷଣ ସାଜିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ, ୧୪।୧(ସ୍ବ.ପ୍ର.): ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବ, ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଶୁକ୍ରବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ଆୟୋଜିତ ସଭାରେ ଜିଲା ସଂସ୍କୃତି ପରିଷଦର...

ସୋସାଇଟି-ମିଲର ଅସାଧୁ ମେଣ୍ଟ, ରାସ୍ତାକୁ ଓହ୍ଲାଇବେ ଚାଷୀ

ଭଞ୍ଜନଗର୧୪।୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସ୍ଥାନରେ କାଗଜ କଲମରେ ମଣ୍ଡି ଖୋଲିଛି। ସୋସାଇଟି ଏବଂ ମିଲର ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚିହ୍ନଟ ହୋଇଥିବା ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ। ତେଣୁ ବାଧ୍ୟ ହୋଇ ଚାଷୀମାନେ ମିଲ୍‌ରେ ସିଧା ଧାନ ବିକ୍ରି...

ଆଞ୍ଚଳିକ କୃଷି ମହୋତ୍ସବ, କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୧୪ା୧: ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ଶୁକ୍ରବାର ଆଞ୍ଚଳିକ କୃଷି ମହୋତ୍ସବ ଓ ଗଞ୍ଜାମ ଜିଲା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଛି। ଆସନ୍ତା ୧୭ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ୧୦୦ଟି ଷ୍ଟଲ ରହିଛି।...

ଫିଲ୍ଡ ହକି ଲୋଗୋ ଉନ୍ମୋଚିତ

ବ୍ରହ୍ମପୁର ଅଫିସ୍‌,୧୪ା୧: ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ବ୍ରହ୍ମପୁର ଶିଳ୍ପ ତାଲିମ ବୈଷୟିକ ଅନୁଷ୍ଠାନ (ଆଇଟିଆଇ) ପକ୍ଷରୁ ସର୍ବ ବୃହତ ଫିଲ୍ଡ ହକି ଲୋଗୋ ଶୁକ୍ରବାର ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ରୂପେ ଗୃହ ଓ ନଗର ଉନ୍ନୟନ...

ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗହମ

ଚଣ୍ଡିଖୋଲ,୧୪ା୧(ଡି.ଏନ୍‌.ଏ.): ଚାଉଳକୁ ନେଇ ରାଜନୀତିକରଣ କରାଯାଉଛି। ଭାଜପା ଓ ବିଜେଡି ଚାଉଳ କାହାର, କିଏ ଦଉଛି ସେଥିନେଇ କଳି ଲାଗିବାରେ ବ୍ୟସ୍ତ। ଏପଟେ ପ୍ରକୃତ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ପାଉଛନ୍ତି କି ନାହିଁ ସେଥିପ୍ରତି...

ଉପକୂଳ ରାଜପଥ ନିର୍ମାଣରେ କେନ୍ଦ୍ର ବାଧକ

ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜାମ ଜିଲାର ଗୋପାଳପୁର ଓ ପୁରୀ ଜିଲା ବ୍ରହ୍ମଗିରି ମଧ୍ୟରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ। ଫଳରେ ଜହ୍ନିକୁଦା ଓ ସାତପଡ଼ା ମଧ୍ୟରେ ୫ କି.ମି.ସେତୁ ନିର୍ମାଣ ହୋଇପାରୁନାହିଁ। ବିଧାନସଭାର...

ଆରମ୍ଭ ହେଲା ସିଲ୍କସିଟି ଫେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୧: ପୁରୁଷ ହକି ବିଶ୍ୱକପ ଅବସରରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଜିଲା ପ୍ରଶାସନର ମିଳିତ ସହଯୋଗରେ ଶୁକ୍ରବାରଠାରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ୫ଦିନିଆ ସିଲ୍କସିଟି ଫେଷ୍ଟ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଏଥିରେ ଗୃହ ଓ...

ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର/ପୁରୀ ଅଫିସ ୧୪।୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ମକର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ସହ ଉତ୍ତରାୟଣ ଗତି ଆରମ୍ଭ ହୁଏ। ଆଜିଠୁ ଶୀତ ମଧ୍ୟ କମ୍‌ ହୋଇଥାଏ । ତେବେ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri