ଆମ ଜିଲା ଖବର

ଜାତୀୟ କ୍ରୀଡ଼ା ଦିବସରେ ପୋଲିସ ଡିଜିପିଙ୍କଠାରୁ ସମ୍ମାନିତ ହେଲେ ବଲାଲ ଖାନ

ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର…

ଚାଷ ଜମିରୁ ମିଳିଲା ଆରପିଏଫ କର୍ମଚାରୀଙ୍କ ମୃତଦେହ, ନୂଆଖାଇ ପାଳନ କରି ଫେରୁଥିବାବେଳେ…

ବଲାଙ୍ଗୀର , ଟିଟିଲାଗଡ,୨୯।୮ , (ସୁନିଲ ମହାନ୍ତି, ଶରତ ମିଶ୍ର) : ଟିଟିଲାଗଡ ରେଲୱେ ପୋଲିସ କର୍ମଚାରୀଙ୍କ ମୃତଦେହ ଜଗୁଆ ଗାଁର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭକ୍ତ କର । ସେ…

କ୍ରୀଡ଼ା ଦିବସରେ ମନେ ପଡ଼ନ୍ତି ହକି ଯାଦୁଗର ମେଜର ଧ୍ୟାନଚାନ୍ଦ

ପାଟଣା,୨୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣାରେ ଶୁକ୍ରବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ…

ଯୁବକଙ୍କ ଉପରେ ମାଡିଯାଇ ୨ ଟି ଘରେ ଚଢିଗଲା ଗ୍ୟାସ ବୋଝେଇ ଟ୍ରକ, ଗାଡି ଧରି ଚମ୍ପଟ ମାରୁଥିବାବେଳେ…

ଧରାକୋଟ,୨୯।୮: ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଛକରେ ସିରିଜ ଦୁର୍ଘଟଣା। ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ ସହ ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ…

ବିଶାଖାପାଟଣା-କୋତବଲସା ମଝିରେ ୬ ବଗି ଲାଇନ୍‌ଚ୍ୟୁତ, ବହୁ ଯାତ୍ରୀବାହୀ ଟ୍ରେନ୍‌ ପ୍ରଭାବିତ

କୋରାପୁଟ,୨୯ା୮(ଅମିତାଭ ବେହେରା): ଶୁକ୍ରବାର ବିଜୟନଗରମ କୋତବଲସା ମଝିରେ ଏକ ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଯାହାଫଳରେ ବହୁ ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତ ପ୍ରଭାବିତ ହୋଇଛି। ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ୍‌, ପ୍ରଶାନ୍ତି ଏକ୍ସପ୍ରେସ୍‌, ସାଲିମାର-ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା…

୪ ଦିନ ହେଲା ମିଳୁ ନ ଥିଲା ବୃଦ୍ଧାଙ୍କ ଖୋଜଖବର, ଆଜି ମୃତଦେହ ଦେଖି…

ଦେବଗଡ଼,୨୯ା୮(ଶଶାଙ୍କ ଶେଖର ଝାଙ୍କର): ୪ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଶୁକ୍ରବାର ଟିକିରା ନଦୀରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବୃଦ୍ଧା କୁଣ୍ଢେଇଗୋଳା ଥାନା କୁରଡ଼ପୋଶି ଗ୍ରାମର ସ୍ବର୍ଗତଃ କୁଞ୍ଜ ବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗବତୀ(୭୦)…

ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ, କହିଲେ ସାର୍‌ ଆମକୁ…

ବଣାଇଁ,୨୯ା୮: ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ୭ ଛାତ୍ରୀ। ତେବେ ଶିକ୍ଷକ ଜଣକ କୁଆଡ଼େ ଏହି ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀମାନେ କହିଛନ୍ତି, ସାର ଆମକୁ ସବୁବେଳେ ଅସଦାଚରଣ କରନ୍ତି। ଏନେଇ ଛାତ୍ରୀମାନେ…

କଳାହାଣ୍ଡିରେ ନୂଆଁଖାଇ: ଖିରି, ପିଠାରେ ମହକିଲା ଘର; ପରମ୍ପରାକୁ ନ ଭୁଲି …

ଭବାନୀପାଟଣା,୨୮ା୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୁରୁବାର କଳାହାଣ୍ଡି ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୫୦ରେ ନବାନ୍ନ ଲାଗିଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ…

ବଡ଼ ଅଘଟଣ: ଏହି ମନ୍ଦିରରେ ନିଆଁ ପୋଡିଗଲେ ୩ ବିଗ୍ରହ

ବ୍ରହ୍ମଗିରି,୨୮।୮: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଣ୍ଡଗୋଦା ଗାଁର ଏକ ମନ୍ଦିରରେ ଅଗ୍ନିକାଣ୍ଡ ଘଟି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅସାବଧାନତା କାରଣରୁ ମନ୍ଦିର ଭିତରେ ଜଳୁଥିବା ଦୀପରୁ…

ନୂଆଖାଇ ଭେଟଘାଟ: ଦର୍ଶକଙ୍କ ମନ ମୋହିଲା ସମ୍ବଲପୁରୀ ଦଳଗତ ନୃତ୍ୟ

ନୂଆପଡା, ୨୮।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାମୁହିକ ନୂଆଖାଇ ପାଳିତ ହୋଇଛି। ନୂଆଖାଇ ଭେଟଘାଟ ଉତ୍ସବରେ ସମ୍ବଲପୁରୀ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଂସ୍କୃତିକ ଅନୁଷ୍ଠାନର ସାମୁହିକ…

ନଦୀ ପାର୍‌ ପାଇଁ ସାହାରା ପାଲଟିଛି ଦୌଡି: ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଗ୍ରାମବାସୀ

ମୋହନା, ୨୮।୮( ମନ୍ମଥ ମିଶ୍ର ): ନଦୀ ପାର ପାଇଁ ଦୌଡି ହିଁ ପାଲଟିଛି ଗ୍ରାମବାସୀଙ୍କ ସାହା ଭରସା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ବାଙ୍କୀଝୋଳା ଗାଁରେ। କିଛିଦିନ ହେବ…

ପାଣି ଟାଙ୍କି ଉପକୁ ଚଢିଗଲା ଷଣ୍ଢ, ତଳକୁ ଆଣିବାକୁ ପ୍ରଶାସନର ଅକଲ ଗୁଡୁମ୍‌

ଭଦ୍ରକ,୨୮।୮: ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଁର ପ୍ରାୟ ୫୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ପାଣି ଟାଙ୍କିର ଉପରେ ଗୋଟିଏ ଷଣ୍ଢ ଫସିଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?