ଆମ ଜିଲା ଖବର

କୋର୍ଟରେ ସ୍ବାମୀ କରୁଥିଲେ ଦ୍ବିତୀୟ ବିବାହ: ହଠାତ୍‌ ପହଞ୍ଚିଗଲେ ସ୍ତ୍ରୀ, ଆଉ ପରେ..

ପଟ୍ଟାମୁଣ୍ଡାଇ,୧୯।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ SDJM କୋର୍ଟ ପରିସରରେ ମଙ୍ଗଳବାର ଏକ ହାଇ ଭୋଲଟେଜ୍‌ ହଙ୍ଗାମା ଦେଖିବାକୁ ମିଳିଛି। ଲୁଚି ଛପି ଦ୍ବିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ଧରି ନିସ୍ତୁକ ମାଡ଼ମାରିଛନ୍ତି ତାଙ୍କ ସ୍ତ୍ରୀ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ବୋହୂଙ୍କ ଶୁଦ୍ଧି କ୍ରିୟା ପାଇଁ ସହାୟତାର ହାତ ବଢାଇଲେ ସ୍ଥାନୀୟ ସରପଞ୍ଚ

କର୍ଲାମୁଣ୍ଡା,୧୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଜୈନେକ ୮୦ ବର୍ଷିଆ ବୃଦ୍ଧାଙ୍କ ବୋହୂଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ବୃଦ୍ଧା ମହିଳାଙ୍କ ପାଇଁ ଅର୍ଥ ସମସ୍ୟା ଦେଖା ଦେଇଥିଲା। ଏନେଇ…

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି: ଏସ୍‌ପି

କେନ୍ଦ୍ରାପଡ଼ା,୧୯।୮: ପୋଡ଼ିଯିବା କାରଣରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ଘଟଣା ଦିନ ସାଢ଼େ ୮…

ବିଧାୟକ ପ୍ରତିନିଧି ଭାବେ ମନୋନୀତ ହେବା ପରେ କଲେ ବଡ଼ ଘୋଷଣା

ଗଞ୍ଜାମ, ୧୯।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଗଞ୍ଜାମ ଏନଏସି ପ୍ରତିନିଧି ହୋଇଛନ୍ତି ଭାଜପା ଯୁବ ଛାତ୍ର ନେତା ରାନୁ ବୈଠାରୁ। ବିଧାୟକଙ୍କ ପ୍ରତିନିଧି ମନୋନୀତ ହେବା ପରେ ଗଞ୍ଜାମ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟିଥିଲେ।ଏନେଇ…

ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ରାଗିଂ ବିରୋଧୀ…

ବଲାଙ୍ଗିର,୧୯।୮ : (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଡ଼ା ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଗିଂ ବିରୋଧୀ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ଜାତୀୟ ରାଗିଂ ବିରୋଧୀ ସପ୍ତାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଗାଁକୁ ଯାଇ ତଦନ୍ତ କଲେ…

କର୍ଲାମୁଣ୍ଡା,୧୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୨୪ଟି ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର କମ ଛାତ୍ରୀଛାତ୍ର ଥିବା କାରଣରୁ ୨୦୨୦ ମସିହାରେ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ରମାନେ ଦୂର ଦୁରାନ୍ତକୁ ଯାଇ ପାଠ…

ଏକମାଣିଆ ମଇଁଷି ମୃତ୍ୟୁ: ମିଳିବ କ୍ଷତି ପୂରଣ

କେନ୍ଦ୍ରାପଡ଼ା,୧୯।୮: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା…

ତୁହାକୁ ତୁହା ବର୍ଷା: ଘାଟିରେ ଖସିଲା ଅତଡ଼ା, ରାସ୍ତା ଅବରୋଧ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହୁଛି ଫଳରେ ଅଞ୍ଚଳ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଉକ୍ତ ଅଞ୍ଚଳର ପାଙ୍ଗାଲି ଘାଟିରେ ମାଟି ଅତଡ଼ା ସହ ଗଛ ଗୁଡିକ…

ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ ନା: ପରିବେଶ ଶିକ୍ଷା କେନ୍ଦ୍ର ପକ୍ଷରୁ ଅଭିନବ ପ୍ରୟାସ

କାଲିମେଳା, ୧୯।୮(ଜୀବନ କୃଷ୍ଣ ଦାସ):ମାଲକାନାଗିରି ଜିଲା କାଲିମେଳା ବ୍ଲକ ସଦର ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ରାଲି କରିବା ସହ ବିଭିନ୍ନ ନାରା ଦେଇଥିଲେ l ଆମର ପରିବେଶ ସୁରକ୍ଷା…

ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ୍‌: କାର୍‌ରେ ଯାଉଥିବାବେଳେ ମାଡ଼ିବସିଲା ପୋଲିସ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଲରୁ ଏକ ଡକାୟତ ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଧରିବା ସହ ୩ଟି ଖରଣ୍ଡା ଜବତ କରିଛି। ପୋଲିସ ଗାଙ୍ଗପୁର ଥାନା ଗୋବରା ଅଞ୍ଚଳରୁ ଏହି ଚୋରଙ୍କୁ ଧରିଛି। ଡକାୟତି…

ଭଞ୍ଜନଗର ଏନଏସି ପକ୍ଷରୁ ଫୁଟବଲ ଟୁର୍ନାମେଣ୍ଟ: କେ ଏସୟୁବି କଲେଜକୁ ହରାଇ ବିପଦର ବନ୍ଧୁ ଚାମ୍ପିୟନ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସି ଆସନ୍ତା ୩୧ ତାରିଖରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ । ଚଳିତ ବର୍ଷ ଏନଏସି ପକ୍ଷରୁ ବଡ ଧରଣର ଉତ୍ସବ ଆୟୋଜନ କରାଯାଇଛି । ତେଣୁ ଅଧ୍ୟକ୍ଷ ଗୋପବନ୍ଧୁ…

ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରେ ଶତାଧିକ ମହିଳା, ରାସ୍ତାରୋକୋ ଯୋଗୁ ଯାତାୟାତ ବାଧାପ୍ରାପ୍ତ

କଲ୍ୟାଣସିଂହପୁର, ୧୯।୮( ଦୀପକ କୁମାର ପରିଡ଼ା): ପାନୀୟ ଜଳ ସମସ୍ୟାକୁ ନେଇ ହାଣ୍ଡି, ଗରା ଆଦି ଧରି ରାଜ ରାସ୍ତାରେ ଶତାଧିକ ମହିଳା। ଏଭଳି ଦେଖିବାକୁ ମିଳିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକାରପାଇ ସାହି ନିକଟରେ। ପିଇବା ପାଣିର ସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?