ଆମ ଜିଲା ଖବର

ଯାଜପୁରରେ କଲେରା ଆକ୍ରାନ୍ତ ଚିହ୍ନଟ: ୮ ଜଣଙ୍କ ରିପୋର୍ଟ ପଜିଟିଭ୍

ଯାଜପୁର, ୧୩।୬: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ…

ଭଞ୍ଜନଗର-ଆସିକାରେ ମେଡିକାଲ କଲେଜ ପାଇଁ ଦାବି: ଏକାଠି ହେଲେ…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ)-ଗଞ୍ଜାମ ଏବଂ କନ୍ଧମାଳ ଜିଲାର ଅନେକ ଉନ୍ନତି ସହ ରେଳ ଲାଇନ କ୍ଷେତ୍ରରେ ଦକ୍ଷୀଣ ଓଡ଼ିଶାରେ ବିକାଶ ପାଇଁ ଆଜକୁ ବହୁବର୍ଷ ହେବ ଦାବି ହେଉଛି। କିନ୍ତୁ ବିକାଶ ହେବାକୁ ନାହିଁ। ଇତିମଧ୍ୟରେ ଦକ୍ଷିଣ ଓଡ଼ିଶା ରେଳପଥ ଓ ସାମୁହିକ…

ଡାକ୍ତରଖାନା କର୍ମଚାରୀଙ୍କୁ ଆକ୍ରମଣ, ମହେନ୍ଦ୍ରଙ୍କୁ ଅଟକ ରଖିଛି ରିଷିଡ଼ା ପୋଲିସ

ରିଷିଡା ୧୩।୬(ସୁଶାନ୍ତ ମଲ୍ଲିକ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ନଳକୂଅ ଖୋଳିବା ପାଇଁ ଆସିଥିବା ଟିମ୍‌ର ଜଣେ ସଦସ୍ୟ ଡାକ୍ତରଖାନାର କର୍ମଚାରୀ ସମୀର କୁମାର ମିଶ୍ରଙ୍କୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହି ମାମଲାରେ…

ନୀଳକଣ୍ଠେଶ୍ୱର ଶୈବପୀଠକୁ ସଫେଇ କଲା ଗୃରୁକୃପା ସେବା ସମିତି

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁରୁକୃପା ସେବା ସମିତି ପକ୍ଷରୁ ସ୍ଥାନୀୟ କମା ପଡ଼ିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠକୁ ସଫେଇ କରାଯାଇଛି। ଶୈବପୀଠ ପରିସରରେ ଥିବା ଅଳିଆ ଆବର୍ଜ୍ଜନା ଏବଂ ମନ୍ଦିର ଗର୍ଭ ଗୃହ ସଫେଇ କରାଯାଇଛି।…

ନାବାଳିକା ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ରଖିଥିଲେ ୨ ଟ୍ୟୁସନ ସାର: ପରେ ବ୍ଲାକ ମେଲିଂ କରି…

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଜୁନିୟର କଲେଜରେଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଏସ.ସନାତନ ରେଡ୍ଡୀଙ୍କୁ ଶୁକ୍ରବାର ଦିଗପହଣ୍ଡି ଥାନା ଏସ.ଆଇ…

ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଲା ଅଧାପନ୍ତରିଆ ରାସ୍ତାକାମ

ରିଷିଡ଼ା,୧୩ା୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁରରୁ ରିଷିଡା ଦେଇ କର୍ଲାମୁଣ୍ଡା ଯାଇଥିବା ପୂର୍ତ୍ତ ରାସ୍ତା କାମ ଗତବର୍ଷ ଆରମ୍ଭ ହୋଇଥିଲା। ହେଲେ ରିଷିଡା ହାଇସ୍କୁଲ ଛକଠାରୁ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କାମ ନ କରି ଛାଡି ଦିଆଯାଇଥିଲା। ଫଳରେ…

ପୁଅକୁ ନେଇ ଯାଇଥିଲେ କୁକୁଡ଼ା ଫାର୍ମ: ଘଟିଲା ଅଘଟଣ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ବଡ଼ଦାଣ୍ଡ ସାହିର ରଞ୍ଜନ ବିଷୋୟୀଙ୍କ ବଡ଼ ପୁଅ ଚନ୍ଦନ(୭) ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସକାଳେ ରଞ୍ଜନ ପୁଅକୁ ସାଙ୍ଗରେ…

ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ

ଯାଜପୁର,୧୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ…

ମଝି ଚିଲିକାରେ ଫସିଲା ଡଙ୍ଗା: ସେଥିରେ ଥିଲେ…

କୃଷ୍ଣପ୍ରସାଦ,୧୩।୬: ପୁରୀ ଜିଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା…

ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା…

ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆର୍‌ଡିସି

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଶନ ସାହୁ ବୁଗୁଡା ଗସ୍ତରେ ଆସିଥିଲେ। ଆରଡିସିଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ସାମିଲ ଥିବାବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ।…

ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ

ମାଲକାନଗିରି,୧୩।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍‌କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri