ଆମ ଜିଲା ଖବର

ଡକାୟତି ଉଦ୍ୟମ ବେଳେ ମହାକାଳ ଗ୍ୟାଙ୍ଗର ୯ ଗିରଫ, ୫ ପିସ୍ତଲ ସହ ମାରଣାସ୍ତ୍ର ଜବତ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଂଚଳରେ ଡକାୟତି ଉଦ୍ୟମ ବେଳେ କେନ୍ଦୁଝର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏସପି ନିତିନ କୁଶଲକର ଏକ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି।…

ଡିପ ବୋରୱେଲ ଖୋଲିବା ପାଇଁ ବ୍ୟାଙ୍କରେ ଡିପୋଜିଟ କରି ଚାଷୀ ହନ୍ତସନ୍ତ, ଧାରଣା ଦେବାକୁ ଚେତାବନୀ

କେସିଙ୍ଗା,୧୦।୧୦(ତୁମେଶ୍ବର ସାହୁ): କୃଷକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଅନେକ ଯୋଜନା କେବଳ କାଗଜ ପତ୍ରରେ ରହି ଯାଉଥିବା ବେଳେ ଆଉ କିଛି ଯୋଜନା ଦଲାଲମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରୁଛି ।…

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି ଟେକ୍‌ ପଢୁଥିଲେ ଯୁବକ, ବେକରେ ଗାମୁଛା ବାନ୍ଧି ଝୁଲିପଡିଲେ, ପୋଲିସ କହିଲା…

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ ବାସିନ୍ଦା ବିଜୟ କୁମାର ମାଦଳାଙ୍କ ପୁଅ ସୁଧାକର ମାଦଳା(୨୦)ଙ୍କ ମୃତଦେହକୁ ଗୁରୁବାର ଅପରାହ୍ନରେ ପୋଲିସ ଜବତ କରିଥିଲା। ଏନେଇ ଏତଲା ହେବା ପରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା…

ଡକାୟତି ଉଦ୍ୟମ ପଣ୍ଡ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ସୋହେଲା,୧୦ା୧୦(ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ସୋହେଲା ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗିରଫ…

ଢୋଲକିଆ ଯିବେ କୁଆଡ଼େ: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର,୧୦ା୧୦(ସୁନିତ୍‌ ମିଶ୍ର):ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ…

ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ: କରିଥିଲେ ଏମିତି କାମ

ଭଦ୍ରକ, ୧୦/୧୦(ସନାତନ ରାଉତ)- ଭଦ୍ରକ ଗ୍ରାମାଞ୍ଚଳ ଥାନା SIଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଭଦ୍ରକ ଏସପି ମନୋଜ ରାଉତ l ଏକ ମାମଲାର ତଦନ୍ତ ପାଇଁ ଅନ୍ୟ ଜଣେ ଯୁବକଙ୍କୁ ପଠାଇଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି l ସୂଚନା ମୁତାବକ,…

ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ

ବ୍ରହ୍ମପୁର,୧୦।୧୦: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଏମାନଙ୍କଠାରୁ ହତ୍ୟାକାଣଡର କିଛି ସୁରାଗ ମିଳିବ…

କଂଗ୍ରେସର ମିଶ୍ରଣ ପର୍ବ: ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ

ନୂଆପଡ଼ା,୧୦ା୧୦ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡିଆଠାରେ ଗୁରୁବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ତେଲିପଡା ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୋଲିସ ପଡିଆ ସଭାସ୍ଥଳଠାରେ ପହଞ୍ଚତ୍ଥିଲା। ବିଧାୟକ ପ୍ରାର୍ଥୀ ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ପୀତବାସ ପଣ୍ଡାଙ୍କ ହତ୍ୟାକୁ ଭାଜପା କର୍ମୀଙ୍କ ନିନ୍ଦା: ବାହାରିଲା କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୧୦/୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ବରିଷ୍ଟ ଓକିଲ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି ପୁରୁଷୋତ୍ତମପୁର ଭାଜପା କର୍ମୀ। ଯୁବନେତା…

ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୦ା୧୦ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ତଳଆମ୍ବ ପଦର ପଞ୍ଚାୟତ ଅନ୍ତର୍ଗତ ନୁନରେଶ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଗ୍ରାମବାସୀ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ…

ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅମରପାଲି,୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସଗାଯୋରୀ ଛକରେ କେତେଜଣ ଦୃବୁର୍ତ୍ତ ବୁଧବାର ରାତିରେ ଏକ ଦୋକାନ ଗୃହ ଭାଙ୍ଗି ଦେବା ସହିତ ୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗୁଲେଖ ସାହୁ…

ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା: ଭାଗନେବେ ବୀରମହାରାଜପୁରର ୨ ପ୍ରତିଯୋଗୀ

ଅମରପାଲି, ୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?