ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍କୋର ମାଓବାଦୀ
ମାଲକାନଗିରି,୧୩।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି…
ହଳ କରୁଥିବା ସମୟରେ ପାଓ୍ବାରଟିଲରରେ ପଶିଗଲା ଗୋଡ଼, ଆଉ ତା’ ପରେ…
ପାଟଣା,୧୩ା୬(ବୀରକିଶୋର ଦାଶ): ପାଓ୍ବାରଟିଲର ସାହାଯ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଲରେ ହଳ କରିଥିବା ସମୟରେ ଅଘଟଣ ଘଟି ହଳ କରୁଥିବା ଯୁବକଙ୍କ ଡାହାଣ ଗୋଡ଼ରେ ଲଙ୍ଗଳ ଫାଳ ପଶି ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ…
+୩ ନାମଲେଖା ଆରମ୍ଭ, ଆଜି ପ୍ରଥମ ଦିନରେ ଛାତ୍ରୀଛାତ୍ର…
ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଶୁକ୍ରବାରଠାରୁ ରାଜ୍ୟରେ +୩ ପ୍ରଥମ ବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ନାମଲେଖା ଆରମ୍ଭ ହୋଇଛି। ତେଣୁ ଆଜି ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ନିଜର ଆବଶ୍ୟକ ପ୍ରମାଣପତ୍ର ସହ ପହଞ୍ଚି ନାମ ଲେଖାଉଛନ୍ତି। ଆଜି ପ୍ରଥମ ଦିନରେ…
ବ୍ୟାପୁଛି କିଡ୍ନୀ ରୋଗ: ଗାଁରେ ମେଡିକାଲ ଟିମ୍ର ତଦନ୍ତ ଆରମ୍ଭ
କର୍ଲାମୁଣ୍ଡା,୧୩।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ କିଡ୍ନୀ ରୋଗ ବ୍ୟାପିବାରେ ଲାଗିଛି। କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଗଲାଣି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ସ୍ବାସ୍ଥ୍ୟମନ୍ତ୍ରୀ ଡଃ…
ଖାଦ୍ୟ ସୁରକ୍ଷା କମିଟିର ବିଭିନ୍ନ ହୋଟେଲରେ ଚଢ଼ାଉ, ଖାଦ୍ୟର ମାନ ଯାଞ୍ଚ
ଧର୍ମଶାଳା,୧୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବାରୁ ଦୂଷିତ ଖାଦ୍ୟ ଓ ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଯାହାକୁ ନେଇ ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଖାଦ୍ୟ ସୁରକ୍ଷା…
ଧର୍ମଶାଳା ଝାଡ଼ାବାନ୍ତି ଟ୍ରାଜେଡି, ଧିରେ ଧିରେ ସୁଧୁରୁଛି ସ୍ଥିତି
ଧର୍ମଶାଳା,୧୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିସ୍ଥିତି ଆୟତ୍ତରେ ରହିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମିଥିବା ଶୁକ୍ରବାର ସକାଳ ସୁଦ୍ଧା ସୂଚନା ମିଳିଛି। ମଙ୍ଗଳବାରଠାରୁ ଶୁକ୍ରବାର ୪ ଦିନ ମଧ୍ୟରେ ଧର୍ମଶାଳାରେ ମୋଟ୍ ୨୧୩ ଜଣ ରୋଗୀ…
ଲକ୍ଷପତି ଦିଦି ଝରଣାଙ୍କୁ ସାବାସ ଜଣାଉଛି ଦାରିଙ୍ଗବାଡ଼ି, ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ SHG ମହିଳାଙ୍କୁ ଦେଉଛନ୍ତି…
ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ): କନ୍ଧମାଳର ଝିଅ ତଥା ପ୍ରଥମ ଲକ୍ଷପତି ଦିଦି ଝରଣା ସାହୁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ସହ ଏସ୍ଏଚ୍ଜିମାନଙ୍କୁ ମସଲା ଜାତୀୟ ସାମଗ୍ରୀ ପ୍ରସ୍ତୁତି ସହ ହଳଦୀ, ତେନ୍ତୁଳି, ଅଦା, ଅଁଳା ଭଳି ଜଙ୍ଗଲଜାତୀୟ…
ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା
ପରଜଙ୍ଗ,୧୩ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି କୁମୁସି ପଞ୍ଚାୟତ ଅଁଳାକଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ଅନ୍ୟତ୍ର ସମ୍ପର୍କକୁ ନେଇ ସ୍ତ୍ରୀ ବାରଣ କରିବାରୁ ଯେଉଁ ହାତରେ ସିନ୍ଦୂର ଦେଇଥିଲେ ସେହି ହାତରେ ସ୍ତ୍ରୀଙ୍କ ଜୀବନ…
ବାଇକ୍ରେ ଘରକୁ ଫେରୁଥିଲେ ଛାତ୍ର, ଟ୍ରକ୍ ପଛରେ ପିଟି ହୋଇ ଚାଲିଗଲା ଜୀବନ
ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ ମହାପାତ୍ର): କଟକ ସାଲେପୁର ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡ଼ା ଛକ ନିକଟରେ ଟ୍ରକ୍ ପଛ ପଟେ ବାଇକ୍ ପିଟି ହୋଇ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ସାଲେପୁର ପବ୍ଲିକ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ସୂଚନା…
ଯାଜପୁରରେ ଝାଡାବାନ୍ତି ଅଣାୟତ୍ତ: ଗଲାଣି ୪ ଜୀବନ
ଯାଜପୁର,୧୧ା୬: ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ…
ଶୋଇଥିବାବେଳେ ଘରେ ଲାଗିଲା ନିଆଁ, ଜଳିଗଲା ବୁଣାକାରଙ୍କ ତନ୍ତ ମେଶିନ ସହ ଲକ୍ଷାଧିକ ଟଙ୍କାର ଲୁଗାପଟା
ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲେପୁର ବ୍ଲକ ସୁଧୁଖଣ୍ଡ ପଞ୍ଚାୟତର କୁଳ ସମୀତଙ୍ଗା ଗାଁର ପୁରୁଷୋତ୍ତମ ସାହୁଙ୍କ ତନ୍ତ କାରଖାନାରେ ବିଳମ୍ବିତ ରାତିରେ ପରିବାର ସଦସ୍ୟ ଶୋଇଥିବା ଅବସ୍ଥାରେ ବିଦ୍ୟୁତ୍ ସର୍କିଟରୁ ନିଆଁ ଲାଗି ସମସ୍ତ ତନ୍ତ ମେଶିନ ନୂଆ…
ଗଞ୍ଜାମ ଏସ୍ପିଙ୍କ ଦ୍ୱାରା ଲୋକାର୍ପିତ ହେଲା ଏସ୍ଡିପିଓଙ୍କ ରଚିତ ‘ଅପାଦଯାତ୍ରା’
ପୁରୁଷୋତ୍ତମପୁର,୧୩ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଡଃ ଦୀପକ କୁମାର ମିଶ୍ର ନିଜର କର୍ମମୟ ଜୀବନରେ ସମାଜରେ ବାସ୍ତବ ଭାବରେ ଘଟିଚାଲିଥିବା ବିଭିନ୍ନ ପ୍ରକାରର ଘଟଣାବଳୀ ଓ ପ୍ରକୃତିର ଘଟଣାବଳୀକୁ ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ କବିତା ସଂକଳନ ରଚନା…
Archives


