ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ
ନୂଆପଡ଼ା,୨୪।୭ (ମକାରୁ ବେମାଲ)-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ…
୨୫ ଦିନରୁ ଉର୍ଦ୍ଧ ସମୟ ବିଏସଏନଏଲ ମୋବାଇଲ ସେବା ଅଚଳ: ତାତିଲେ ସିମନବାଡିର ଉପଭୋକ୍ତା
ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଗୁରୁବାର…
ପ୍ରବଳ ବର୍ଷା: ନୃସିଂହନାଥ ଭୀମ ମଣ୍ଡୁଆ ଉପରେ ଫସି ରହିଛନ୍ତି ୧୭ ଯାତ୍ରୀ, ଅଧା ବାଟରେ…
ପାଇକମାଳ, ୨୩।୭(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହ ନାଥ ପୀଠକୁ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ନୃସିଂହନାଥ ଜଙ୍ଗଲ ଉପରେ ଥିବା ଭୀମ ମଣ୍ଡୁଆ ନିକଟରେ ଫସି ରହିଥିବା ଜଣାପଡିଛି। ପାଇକମାଳ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ…
ଅସ୍ଥାୟୀ ପୋଲ ଉପରେ ପାଣି: ରାଇକିଆ-ଦାରିଙ୍ଗବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଜୀବନକୁ ବାଜି ଲଗାଇ…
ରାଇକିଆ,୨୩।୭(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି…
ବଜ୍ରପାତରେ ଚାଲିଗଲା ୨ ଜୀବନ: ସହାୟତା ଯୋଗାଇ ଦେବାକୁ ବିଧାୟକଙ୍କ ନିର୍ଦ୍ଦେଶ
ଭଞ୍ଜନଗର,୨୩।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମର ବସନ୍ତ ଗୌଡ (୩୮) ବୁଧବାର ସାରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଖବରପାଇ ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବ…
କଳାହାଣ୍ଡିରେ ପୁଣି ଅଜଗର ଉଦ୍ଧାର
ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ପୁଣି ଏକ ଅଜଗର ସାପ ଉଦ୍ଧାର ହୋଇଛି। ଗତ ଶନିବାର ଜିଲାର କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଚାବୃପଡାରେ ଏକ ୭ ଫୁଟର ଅଜଗରକୁ ବନବିଭାଗ ଉଦ୍ଧାର କରିଥିଲା। ତେବେ ବୁଧବାର ଭବାନୀପାଟଣା ସ୍ଥିତ କୂଟରୁଖାଇ…
ଆଗକୁ ୨୦୨୭ ନିର୍ବାଚନ: ଖଜୁରୀପଡ଼ା ବ୍ଲକ୍ ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଖଜୁରିପଡ଼ା,୨୩ା୮ ( ବିଦୁର ବେହେରା): ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ବୁଧବାର ଖଜୁରିପଡ଼ା ବ୍ଲକ୍ ପରିଦର୍ଶନ କରିଛନ୍ତି। ୨୦୨୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ସହିତ ଅଫିସରେ ଆଲୋଚନା କରିଛନ୍ତି। ଏହି…
ମଦ ନିଶାରେ ଉନ୍ମତ୍ତକାଣ୍ଡ: ଯୁବକଙ୍କ ଗାଲରେ ଭୁସି କଲେ ରକ୍ତାକ୍ତ, ଅଭିଯୁକ୍ତଙ୍କୁ…
ଦିଗପହଣ୍ଡି,୨୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନ୍ରେ ବୁଧବାର ମଧ୍ୟାହ୍ନରେ ଜଣେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ନିଶାରେ ଚୁର ଅବସ୍ଥାରେ ସେ ଜଣେ ଯୁବକଙ୍କ ଗାଲରେ ଛୁରୀ ଭୁଷି ଦେଇଥିଲେ। ଏଥିରେ ଯୁବକ କାହ୍ନା ସେଠୀ ଗୁରୁତର…
ବୀରମିତ୍ରପୁର ତହସିଲ ଅଫିସ ନିକଟରେ ଜମି ବ୍ୟବସାୟୀଙ୍କୁ ଗୁଳିମାଡ଼, ୨ ରାଉଣ୍ଡ ଗୁଳି ଚଳାଇ…
କୁଆଁରମୁଣ୍ଡା,୨୩।୭(ମହେନ୍ଦ୍ର କୁମାର ସାହୁ)- ବୀରମିତ୍ରପୁର ତହସିଲ ଅଫିସ ନିକଟରେ ଫୁଟିଲା ଗୁଳି। ବୁଧବାର ଏକ ବାଇକରେ ୨ଜଣ ଯୁବକ ଆସି ଜମି ବ୍ୟବସାୟୀ ଉତ୍ତମ କୁମାର ଘୋଷଙ୍କୁ ଗୁଳି ମାରିଥିଲେ। ପରେ ସେମାନେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଅଭିଯୁକ୍ତଦ୍ୱୟ…
ଛଟେଇ ନୋଟିସ୍ ପରେ ଟାଟା ପାଓ୍ବାର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍ କରୁ ନ ଥିବା ଦର୍ଶାଇ…
ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଲା
ବାଲେଶ୍ୱର,୨୩ା୭: ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଛି। ଆଜି ଅର୍ଥାତ୍ (୨୩ା୭ା୨୫)ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ମାତ୍ର କୁଳାଧିପତି ତାଙ୍କର ଏହି କାର୍ଯ୍ୟକାଳକୁ ଆଉ ୬ ମାସ…
ଦୁର୍ଗମ ଅଞ୍ଚଳରେ ଅବହେଳିତ ଆଦିବାସୀ ବର୍ଷା ଦିନରେ ବାଧକ ସାଜୁଛି ଡୁଡୁଙ୍ଗପଟା ନାଳ
ଥୁଆମୂଳ ରାମପୁର,୨୩।୬ (ଦୁର୍ଗା କୀର୍ତ୍ତି): ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ,…
Archives


