ନୂଆପଡ଼ା

ଚାଷୀଙ୍କଠାରୁ ନେଉଥିଲେ ଲାଞ୍ଚ: ବନ୍ଧା ହେଲେ ଆର୍‌ଆଇ

ନୂଆପଡା ଅଫିସ/ଖଡିଆଳ,୪ା୭-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍‌ ତୁକୁଲା ଆରଆଇ ଦୀନମଣି ରାଉତରାୟ ଲାଞ୍ଚ ନେଇ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇଦେବାକୁ ସେ ଜଣେ ଚାଷୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ…

ଗଜା ହେଉନି ଅଦା ବିହନ

ନୂଆପଡା ଅଫିସ,୨୯ା୬: ନୂଆପଡା ଜିଲାର ଜଳବାୟୁକୁ ଦୃଷ୍ଟିରେ ରଖି ଅଦା ଭଳି ଅର୍ଥକରୀ ଫସଲକୁ ପ୍ରୋତ୍ସାହିତ କରିବାକୁ ଜିଲା କୃଷି ବିଭାଗ ଅଣ୍ଟା ଭିଡିଛି। ତେବେ ଚାଷୀଙ୍କୁ ଯୋଗାଣ ହୋଇଥିବା ଅଦା ବିହନରୁ ୨୦ପ୍ରତିଶତ ଗଜା ହୋଇ ନ ଥିବା ଚାଷୀମାନେ…

ଖଟିଆରେ ବୃଦ୍ଧାଙ୍କୁ ଟାଣି ଟାଣି ବ୍ୟାଙ୍କ ନେବା ଘଟଣା: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ମ୍ୟାନେଜର ନିଳମ୍ବିତ

ନୂଆପଡ଼ା ଅଫିସ,୧୫ା୬-ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣାରେ ସୋମବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ଉତ୍କଳ ଗ୍ରାମ୍ୟ…

ଜନଧନ ଟଙ୍କା ପାଇଁ ଖଟିଆରେ ଟଣା ହେଲେ ଶତାୟୁ ମହିଳା

ନୂଆପଡ଼ା ଅଫିସ,୧୩ା୬-ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣା ଏଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ା ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଏହି ଦୃଶ୍ୟ…

ଗୁଣିଗାରେଡି ସନ୍ଦେହରୁ ମଝିଆ ଭାଇଙ୍କୁ ହତ୍ୟା, ଗ୍ରାମବାସୀଙ୍କ ଆକ୍ରମଣରେ ସାନ ଭାଇ ଗୁରୁତର

ସିନାପାଲି,୧୦।୬(ଡି.ଏନ୍‌.ଏ.)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ନାଗଝର ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡିକୁ କେନ୍ଦ୍ର କରି ୨ ଭାଇଙ୍କୁ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମଝିଆ ଭାଇ ଦେବାନନ୍ଦ ଘିଭେଲା (୬୦) ମୃତ୍ୟୁ ଘଟିଥିବା…

ନୂଆପଡାରେ ପୁଣି ୮କରୋନା ପଜିଟିଭ

ନୂଆପଡା ଅଫିସ,୬ା୬-ନୂଆପଡା ଜିଲାରେ ପୁଣି ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏବେସୁଦ୍ଧା ମୋଟ କରୋନା ପଜିଟିଭ ସଂଖ୍ୟା ୬୭ରେ ପହଞ୍ଚିଛି। ତେବେ ଏହି ୮ ଜଣଙ୍କ ମଧ୍ୟରୁ ନୂଆପଡା ବ୍ଲକ ଟାନୱାଟ ଟିଏମ୍‌ସିରୁ ଜଣେ ଏବଂ…

ଛତିଶଗଡ଼ ସୀମାନ୍ତରେ ଚାଷୀଙ୍କୁ ପଙ୍ଗପାଳ ଭୟ

ନୂଆପଡ଼ା ଅଫିସ,୨ା୬- ନୂଆପଡ଼ା ଜିଲାବାସୀ କରୋନା ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ଛତିଶଗଡ ପଟୁ ପଙ୍ଗପାଳ ମାଡିଆସୁଥିବା ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଚାଷୀଙ୍କ ସହ କୃଷି ବିଭାଗ ସୀମାନ୍ତରେ ଦୃଷ୍ଟି ରଖିଛି। ଇତିମଧ୍ୟରେ ଜିଲା କୃଷି ବିଭାଗ ତୁହାକୁ…

କ୍ୱାରାଣ୍ଟାଇନ୍‌ରେ ସ୍ବାବ୍‌ ଟେଷ୍ଟ ହେଲାନି: ଘରକୁ ନ ଯାଇ ପୋଖରୀ ହୁଡ଼ାରେ କୁଡ଼ିଆ କରି ରହିଲେ ପ୍ରବାସୀ

ନୂଆପଡ଼ା ଅଫିସ,୧ା୬: ସରକାରୀ କ୍ୱାରାଣ୍ଟାଇନ୍‌ର ସାତଦିନ ଅବଧି ପୂର୍ଣ୍ଣ ପରେ ପ୍ରବାସୀ ଘରକୁ ଯାଇ ହୋମ କ୍ୱାରାଣ୍ଟାଇନରେ ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ହେଲେ ଶ୍ରମିକମାନଙ୍କୁ ବିନା ସ୍ବାବ୍‌ ପରୀକ୍ଷଣରେ ଘରକୁ ଛାଡି ଦିଆଯାଉଥିବାରୁ ପରବର୍ତ୍ତୀ ସମୟରେ ସେମାନେ କରୋନା…

CORONAVIRUS UPDATE: ନୂଆପଡ଼ାରେ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡା ଅଫିସ,୨୯ା୫- ଶୁକ୍ରବାର ନୂଆପଡା ଜିଲାରେ ଆଉ ୧୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି ା ଚିହ୍ନଟ ୧୨ ନୂଆ ରୋଗୀଙ୍କ ମଧ୍ୟରୁ ନୂଆପଡ଼ା ଏନଏସି ଅଞ୍ଚଳରେ ଥିବା ବସଷ୍ଟାଣ୍ଡ…

ନୂଆପଡ଼ା ଜିଲା ଛୁଇଁଲା କରୋନା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପ୍ରଥମ ଥର ପାଇଁ ନୂଆପଡ଼ାକୁ କରୋନା ଛୁଇଁଛି। ରବିବାର ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂଆ ୬୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬୦ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ…

ମଣ୍ଡିରୁ ଉଠିପାରୁନି ଧାନ

ନୂଆପଡ଼ା ଅଫିସ,୨୨୫-କରୋନା କଟକଣା ସମୟରେ ଚାଷୀଙ୍କଠାରୁ ଠିକ୍‌ ସମୟରେ ଧାନ ସଂଗ୍ରହ କରିବା ଓ ତାଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ସରକାର ଗୁରୁତ୍ୱାରୋପ କରିଛନ୍ତି ା ହେଲେ ଅନ୍ୟ ଜିଲାର ମିଲର୍ସଙ୍କୁ ନେଇ ନୂଆପଡ଼ା ଜିଲାରେ ମିଲର୍ସ ଓ…

ଗ୍ରୀନ୍‌ ଜୋନ୍‌ରେ ନୂଆପଡ଼ା, ତଥାପି ଛାଡ଼ୁନି ଭୟ

ନୂଆପଡ଼ା ଅଫିସ,୨୨ା୫-ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଛି। ଭାରତରେ ଏହାର ମୁକାବିଲା ଲାଗି କେତେକ କଟକଣା ଜାରି କରାଯାଇଛି। ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇ ପଡ଼ିଲାଣି। ଆଶା ଆଉ ଆଶଙ୍କା ଭିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri