ଜନମନ ଯୋଜନାରେ ସାମିଲ କରାଯାଉ ଜିଲାପାଳଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଲୋକେ
ନୂଆପଡ଼ା,୬।୮ (ମକାରୁ ବେମାଲ): ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକେ ନୂଆପଡ଼ା ଜିଲାର ବିଭିନ୍ନ ବ୍ଲକର ୨୧ ଗାଁରେ ବସବାସ କରନ୍ତି। ସେମାନଙ୍କ ପାଇଁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ତିଆରି କରିବା…
ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ, ଛାତ୍ରୀଛାତ୍ର
ଖଡ଼ିଆଳ,୫।୮.(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ପଞ୍ଚାୟତର ଜୁନାନୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ। ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ…
ଶିକ୍ଷକ ବଦଳି ନେଇ ସ୍କୁଲରେ ପଡ଼ିଲା ତାଲା
ନୂଆପଡ଼ା,୫ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍ କୁରୁମପୁରି ପଞ୍ଚାୟତ ଦଳଦଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ସୋମବାର ଅଭିଭାବକମାନେ ଗେଟ୍ରେ ତାଲା ପକାଇ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ବସାଇ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ…
ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ
ନୂଆପଡ଼ା,୧ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଭାଓସିଲ ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ ସାଜିଛି। ସୂଚନା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଭାଓସିଲ ଗାଁ ନୂଆପଡା ବ୍ଲକ ଓ ଛତିଶଗଡ ସୀମାନ୍ତରେ…
ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ
ନୂଆପଡ଼ା,୧ା୮ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁରେ ଅସହାୟ ଜେଜେମା’ଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା ଶୀର୍ଷକ ଖବର ଧରିତ୍ରୀରେ ସୋମବାର ପ୍ରକାଶିତ ହେଲା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଗୁରୁବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ…
ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…
ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ସୁଦୂର ମୁମ୍ବାଇରୁ ଗିରଫ…
ଅସହାୟ ଜେଜେମା’ଙ୍କୁ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା
ନୂଆପଡ଼ା,୨୮।୭ (ମକାରୁ ବେମାଲ):ପରିଣତ ବୟସରେ ଘରେ ବସି ଖାଇବା ଦିନରେ ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅନ୍ୟ ଦ୍ୱାର ଯାଇ ଭିକ୍ଷାବୃତ୍ତି କରିବାକୁ ପଡିଛି। ବୟସ ଅନୁପାତରେ ନିଜକୁ ସମ୍ଭାଳିବା କଷ୍ଟ, ସେଥିରେ ସାତ ବର୍ଷର ନାତୁଣୀ…
ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ
ନୂଆପଡ଼ା,୨୫ା୭ (ମକାରୁ ବେମାଲ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକର ଏକ ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଫଳରେ ଆଖପାଖର ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁଯାୟୀ କୋମନା…
ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ପରିବାର ବାସହରା
ନୂଆପଡ଼ା,୨୩ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ ସିଆଲଲଟି ପଞ୍ଚାୟତ ଭାଲୁକୋନା ଗାଁରେ ଲଘୁଚାପଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ୩ ପରିବାର ବାସହରା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଭାଲୁକୋନା ଗାଁର ବାବୁଲାଲ ଦୁରିଆ (୪୮)ଙ୍କ ୫ପ୍ରାଣୀ କୁଟୁମ୍ବ ୨…
ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ
ନୂଆପଡ଼ା,୨୪।୭ (ମକାରୁ ବେମାଲ)-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ…
ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ: ୧୬ ଆକ୍ରାନ୍ତ, ୬ ଗୁରୁତର
ଖଡ଼ିଆଳ,ନୂଆପଡା,୨୩।୭(ସୁଜିତ କୁମାର ପ୍ରଧାନ /ମାକରୁ ବେମାଲ ):ନୂଆପଡା ଜିଲା ସିନାପାଲି ବ୍ଲକର ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ ଦେଖାଦେଇଛି। ୧୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ…
ଛାତ୍ରୀଙ୍କୁ ବଳାତ୍କାର ମାମଲା: ଭାଜପାର ବିକ୍ଷୋଭ
ନୂଆପଡ଼ା,୨୩।୭ (ମକାରୁ ବେମାଲ): ଛାତ୍ରୀଙ୍କୁ ବଳତ୍କାର ମାମଲାରେ ଗିରଫ ହୋଇଥିବା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ମଙ୍ଗଳବାର ଭାଜପାର ନୂଆପଡ଼ା ଜିଲା ସଭାପତି କମଲେସ ଦୀକ୍ଷିତଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ…

