ମଣ୍ଡିରୁ ଧାନ ନ ଉଠିଲେ ଜୁଲାଇ ୧ରେ ଧାରଣା
ନୂଆପଡ଼ା,୨୪।୬ (ମକାରୁ ବେମାଲ): ନୂଆପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହିରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶନିବାର ଜିଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ମଣ୍ଡି ସମସ୍ୟା ଉପରେ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ଦାବିପତ୍ର…
ନୋଟିସ ବୋର୍ଡରେ ଟଙ୍ଗାହେବ ପଞ୍ଚାୟତ ଆୟବ୍ୟୟ ହିସାବ
ନୂଆପଡ଼ା,୨୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପଞ୍ଚାୟତ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ ଉପସ୍ଥିତ ଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଓରାମ…
ଠେଙ୍ଗାରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ପୁଅ, ଚାଷଜମିରେ ମୃତଦେହ ଛାଡ଼ି…
ନୂଆପଡ଼ା,୨୨ା୬(ମକାରୁ ବେମାଲ): ପୁଅର ଠେଙ୍ଗାମାଡ଼ରେ ଚାଲିଯାଇଛି ଜନ୍ମତାତା ବାପାଙ୍କ ଜୀବନ। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ। ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା। ସୂଚନାନୁଯାୟୀ, ଶନିବାର ମଧ୍ୟାହ୍ନରେ କୁରୁମୁଣ୍ଡା…
ଟ୍ରାକ୍ଟର ଚକା ତଳେ ଗଲା ନାବାଳକଙ୍କ ଜୀବନ
ନୂଆପଡ଼ା,୨୦ା୬ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ସାରାବଙ୍ଗ ପଞ୍ଚାୟତ ଲାଞ୍ଜିମାର ଗାଁରେ ଶୁକ୍ରବାର ଟ୍ରାକ୍ଟର ଚକା ତଳେ ଚାପିହୋଇ ୯ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ପୁରନ ସାହୁଙ୍କ ପୁଅ ବିକି ସାହୁ। ସୂଚନା…
କାମୁଡ଼ିଥିଲା ଭାଲୁ : ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରାଧିକରଣ ସଚିବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁର ଅମୂଳ ମାଝି ଓ ଦିପଚନ ମାଝି ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜିଲା ମୁଖ୍ୟ…
ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ସାରାବଙ୍ଗ, ଖୁଟମନ ଭେରା ଓ ମୋହରାଡିହି ମଣ୍ଡିରୁ ସପ୍ତାହରୁ ଊର୍ଦ୍ଧ୍ୱ ହେବ ମିଲର୍ସ ଧାନ ଉଠାଉନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ ଜିଲା…
ଜର୍ମାନୀ ଗଲା ନୂଆପଡ଼ା ଆମ୍ବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲାର ସୁସ୍ବାଦୁ ଆମ୍ରପଲ୍ଲୀ ଆମ୍ବ ସୋମବାର ସୁଦୁର ଜର୍ମାନୀ ଅଭିମୁଖେ ପଠାଯାଇଛି। ଜିଲା ଉଦ୍ୟାନ କୃଷି ବିଭାଗଙ୍କ ସହଯୋଗିତାରେ ବୋଡେନ ବ୍ଲକ ଡୁର୍କାମୁଣ୍ଡା ଗାଁର ମା’ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ଆମ୍ବ ଉତ୍ପାଦନ କରିଛନ୍ତି।…
୩ ବର୍ଷ ବିତିଲା, ମିଳିଲାନି ଶ୍ରମିକଙ୍କ ପାଉଣା
ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଏମ୍ଜିଏନ୍ଆର୍ଇଜିଏସ୍ରେ କାମକରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ପାଉଣା ମିଳୁନାହିଁ। କୋମନା ବ୍ଲକ୍ ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜଙ୍ଗଲ ସୁରକ୍ଷା ସହ ମାଟିକ୍ଷୟ ରୋକିବା ପାଇଁ…
ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର: ଆକ୍ରମଣ ଭୟରେ ଗଛକୁ ଚଢିଲେ ଲୋକେ
ନୂଆପଡ଼ା,୧୫ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁରେ ଶନିବାର ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋସେଙ୍ଗ ଗାଁର ଦିପଚନ ମାଝି(୩୭) ଓ ଅମୂଳ ମାଝି…
ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠପଢାରେ ନେଟ୍ୱର୍କ ବାଧକ
ନୂଆପଡ଼ା,୧୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଅଞ୍ଚଳରେ ନେଟ୍ୱାର୍କ ସମସ୍ୟା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପଞ୍ଚାୟତ ଅନ୍ତର୍ଗତ ରୁପିଆମ, ଗୁତମା, ଅଡାର,…
୪ ମାସ ହେବ ଥିଲେ ନିଖୋଜ, ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ
ନୂଆପଡ଼ା,୧୧ା୬(ମକାରୁ ବେମାଲ):ନୂଆପଡ଼ା ସଦର ଥାନା କେରମେଲି ଗାଁ ପାଟିଡଙ୍ଗର କଛା ଜଙ୍ଗଲ ଭିତରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ବଲାଙ୍ଗୀର ଜିଲା ମୁରିବାହାଲ ଥାନା କୁମ୍ଭାରୀ ଗାଁର ବଳରାମ ହାତୀ (୩୮)।…
ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ: ବଦଳିଯାଇଛି ଜୀବନଧାରା
ନୂଆପଡ଼ା,୧୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ବ୍ଲକ୍ ମହରାଜୋର ଗାଁର କୁମ୍ଭକାର ସମ୍ପ୍ରଦାୟର ପରିବାରକୁ ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ। ଜିଲା ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହାୟତା ସେମାନଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଅଭାବ ଅନଟନରେ ଥିବା ଏହି ଗାଁର…
Archives


