ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର: ମୁହାଁମୁହିଁ ହେବେ…
ନୂଆପଡ଼ା,୧୩।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ଉପନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ହେବ ସୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ରବିବାର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ…
ନିର୍ଯାତନା ନେଇ ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ
ନୂଆପଡ଼ା,୧୩ା୯ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଭଇଁଷାଦରା ଗାଁରେ ଆଦିବାସୀଙ୍କୁ ଉପରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଗ୍ରାମବାସୀ ଧରମବନ୍ଧା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଇଁଷାଦରା ଗାଁରେ ମିର୍ଦ୍ଧା, ଗଣ୍ଡ, ଗଉଡ, ହରିଜନ, ସାହୁ, ରଣା,…
ନୂଆପଡ଼ାରୁ ମଧ୍ୟପ୍ରଦେଶର ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୧୩ ଅଭିଯୁକ୍ତ
ନୂଆପଡ଼ା,୧୧ା୯ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ପୃଥକ୍ ସ୍ଥାନରେ ଚଢାଉ କରି ୬୨ କିଗ୍ରା ଗଞ୍ଜେଇ ଜବତ କରି ୧୩ ଜଣଙ୍କୁ ଗିରଫ କରି କରିଛି। ଶୁକ୍ରବାର ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ…
ବିଲରେ କାମ କରି ସାଙ୍ଗହୋଇ ଫେରୁଥିଲେ: ଘଟିଲା ବଜ୍ରପାତ, ଆଉ ତା’ପରେ…
ବୋଡ଼େନ,୧୧ା୯(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଡୁଡୁକାମୁଣ୍ଡା ଗ୍ରାମର ପରଶୁ ସତ୍ନାମୀ (୪୨)। ସୂଚନା ଅନୁଯାୟୀ ପରଶୁଙ୍କ ସହ ଅନନ୍ତ…
ଚାଷ ଜମିକୁ ଯାଉଥିଲେ, ହଠାତ୍ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…
ନୂଆପଡ଼ା,୧୧।୯(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗୁରୁବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ସକାଳୁ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଜଣ ଆହତ ହୋଇଛନ୍ତି। ବୋଡେନ ଥାନା ଡୁର୍କାମୁଣ୍ଡା ଗାଁରେ ଏହି ଘଟଣା…
ଆରପାରିରେ ବିଧାୟକ ରାଜେନ୍ଦ୍ର ଢୋଲକିଆ: ଚାରିଆଡ଼େ ଶୋକର ଛାୟା
ନୂଆପଡ଼ା,୮।୯(ମକାରୁ ବେମାଲ): ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣପଡ଼ିଛି। ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ଡୋଲକିଆ ୪…
ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦେଉଛି ଉତ୍କଳ ବାଳାଶ୍ରମ ଖଡିଆଳ
ଖଡ଼ିଆଳ,୬।୯(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ସ୍ଥିତ ଉତ୍କଳ ବାଳାଶ୍ରମ ଏକ ଅନୁଷ୍ଠାନ, ବାପା ମା ନ ଥିବା ସନ୍ତାନ ସହ ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ ନେଇ ଶିକ୍ଷା ପ୍ରଦାନ କରିବାରେ ଏକ ମହତ୍ କାର୍ଯ୍ୟ ସମ୍ପାଦନ କରୁଅଛି।…
୨୬୦ ଗାଁରେ ଆରମ୍ଭ ହେବ ଆଦି କର୍ମଯୋଗୀ ଅଭିଯାନ: ଜାଣନ୍ତୁ କେଉଁମାନେ ପାଇବେ ଏହାର ଲାଭ
ନୂଆପଡ଼ା,୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଆଦି କର୍ମଯୋଗୀ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…
ଅଧିକାରୀଙ୍କ ଭୁଲ୍ ସର୍ଭେରୁ ଦାଦନ ପରିବାର ଆୟକରଦାତା
ନୂଆପଡ଼ା,୫ା୯ (ମକାରୁ ବେମାଲ):ଅଧିକାରୀଙ୍କ ଭୁଲ୍ ସର୍ଭେ ଯୋଗୁ ଏକ ଦାଦନ ପରିବାର ଆୟକରଦାତା ଭାବେ ପରିଗଣିତ ହେଉଛନ୍ତି। ଏହାର ବାସ୍ତବ ଚିତ୍ର ନୂଆପଡ଼ା ଜିଲା କୋମନା ବ୍ଲକ୍ କୋନାବିରା ପଞ୍ଚାୟତ ବିଲେଇଅଞ୍ଜର ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବିଲେଇଅଞ୍ଜର ଗାଁର…
ଭ୍ୟାକ୍ସିନ ନେଇ ସିନାପାଲି ହାଇସ୍କୁଲର ୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି…
ଖଡ଼ିଆଳ,୩।୯(ସୁଜିତ କୁମାର ପ୍ରଧାନ ): ଟିଡି ଭ୍ୟାକ୍ସିନ ନେଇ ୨ଜଣ ଛାତ୍ରୀ ଅସୁସ୍ଥ । ଏଭଳି ଏକ ଘଟଣା ନୂଆପଡ଼ା ଜିଲା ସିନାପାଲି ହାଇସ୍କୁଲ ରେ ଘଟିଛି। ଛାତ୍ରୀମାନେ ସିନାପାଲି ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ବୁଧବାର…
ସପ୍ତାହ ଭିତରେ ମଦକୋଠି ବନ୍ଦ ନ ହେଲେ ଆନ୍ଦୋଳନ
ନୂଆପଡ଼ା,୨ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ ଠୋଙ୍ଗୋ ଗାଁରେ ଚାଲିଥିବା ବେଆଇନ ମଦ କୋଠି ବନ୍ଦ କରିବା ପାଇଁ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବରେ ଜଣାଇଛନ୍ତି। ତୁରନ୍ତ ଏ…
ବିଡିଓ ହେବ ତ ଏମିତି: ଡ୍ରେନରୁ ନିଜେ ଅଳିଆ ସଫା କରିବା ସହ ଲୋକଙ୍କୁ କଲେ ସଚେତନ
ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବିଡିଓ କାର୍ମି ଓରାମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସିନାପାଲି ଗ୍ରାମ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଡିଓ। ତାଙ୍କ ସାଙ୍ଗରେ ଅଲଗା ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଆସିଥିଲେ। ବିଭିନ୍ନ…

