ନୂଆପଡ଼ା

ଘାସିରାମ ମାଝିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ନୂଆପଡ଼ା, ୨୨।୧୦ (ମକାରୁ ବେମାଲ ) : ନୂଆପଡ଼ା ଭାଜପା ଜିଲା କାର୍ଯ୍ୟାଳୟରେ ମଙ୍ଗଳବାର ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଜିଲା ସଭାପତି କମଲେଶ ଦୀକ୍ଷିତ ସୂଚନା ଦେଇ କହିଥିଲେ, ଜାତୀୟ କଂଗ୍ରେସ ପ୍ରାର୍ଥୀ…

ନୂଆପଡ଼ା ଉପନିର୍ବାଚନ: ଆଜି ଯାଞ୍ଚ; ୨୪ରେ ପ୍ରତ୍ୟାହାର

ଭୁବନେଶ୍ୱର/ ନୂଆପଡ଼ା, ୨୨।୧୦ (ରବିନାରାୟଣ ଜେନା/ ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତାହାକୁ ନେଇ ସେତିକି ରାଜନୈତିକ ଉଷ୍ମତା ବଢୁଛି। ୨୦ ତାରିଖ ସୁଦ୍ଧା ୧୯ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ପ୍ରାର୍ଥତ୍ପତ୍ର ବୁଧବାର…

ନୂତନ ସଂଯୋଗୀକରଣ ରାସ୍ତା ନିର୍ମାଣ ଦାବି

ଖଡ଼ିଆଳ,୨୧ା୧୦ (ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ ସହ ଏନ୍‌ଏଚ୍‌ ୩୫୩କୁ ତିଖାଲି ପ୍ରକଳ୍ପର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି। ଏହା ହେଲେ ଜିଲାର ୫…

ନୂଆପଡ଼ା ଉପନିର୍ବାଚନ: ଭାଜପା ବିରୋଧରେ ବଡ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଏବଂ ଏକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ…

ଉପ ନିର୍ବାଚନ ତାତି: ଭାଜପା ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ଶିକ୍ଷାନୁଷ୍ଠାନରେ ଭାଜପା ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଥିବା ସୂଚନା ମିଳିଛି।…

ନୂଆପଡା ଉପନିର୍ବାଚନ ତଦାରଖ କରିବା ପାଇଁ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆପଡା,୨୧/୨୦(ମକାରୁ ବେମାଲ): ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ତିନି ଜଣ…

ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜେଡି: ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କ ଦବ୍‌ଦବା

ନୂଆପଡ଼ା, ୧୮।୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଉଭୟ ଭାଜପା ଓ କଂଗ୍ରେସ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ବିଜେଡି ନିର୍ବାଚନୀ ମଇଦାନକୁ ଓହ୍ଲାଇ ନ ଥିଲା। ଶନିବାର ବିଜେଡି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି। ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ…

ନୂଆପଡ଼ାରେ ହେବ ଜବରଦସ୍ତ ଲଢ଼େଇ: ନାମାଙ୍କନ ଭରିଲେ ଜୟ

ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍‌ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଥିଲେ ଭାଜପା ପ୍ରାର୍ଥୀ ଜୟ…

ନୂଆପଡ଼ା ଉପନିର୍ବାଚନ: କିଏ ଜିତିବ ବାଜି, ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା

ନୂଆପଡ଼ା,୧୮ା୧୦ (ମକାରୁ ବେମାଲ):ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ପ୍ରାର୍ଥୀ ଘୋଷଣା ସରିଛି। ପ୍ରଥମେ ଜାତୀୟ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଳମ୍ବରେ ଭାଜପା ଜୟ ଢୋଲକିଆ ଓ ବିଜେଡି…

ଭୋଟ ଚୋରି ପରେ ପ୍ରାର୍ଥୀ ଚୋରି କରୁଛି ଭାଜପା: ଭକ୍ତଙ୍କ ବସ୍ଫୋରକ ବୟାନ ପରେ…

ନୂଆପଡ଼ା,୧୮ା୧୦ (ମକାରୁ ବେମାଲ): ଭାଜପା ପ୍ରଥମେ ଭୋଟ ଚୋରି କରୁଥିଲା, ଏବେ ପ୍ରାର୍ଥୀ ଚୋରି କରୁଛି ବୋଲି ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସେ ଆହୁରି…

କଂଗ୍ରେସ ଷ୍ଟାର୍‌ ପ୍ରଚାରକ ତାଲିକା : ସଚିନ ପାଇଲଟଙ୍କ ସହ ଆସୁଛନ୍ତି କହ୍ନେୟା

ନୂଆପଡ଼ା,୧୭।୧୦(ମକାରୁ ବେମଲ): ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ବିଜେଡି ଆଜି ତାର ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଛି। ଏହି…

ଗଞ୍ଜେଇ ଧରି ବସ୍‌ରେ ଯିବାକୁ କରିଥିଲେ ଅପେକ୍ଷା: ମାଡ଼ି ବସିଲେ ଅବକାରୀ ଅଧିକାରୀ

ଖଡ଼ିଆଳ,୧୭ା୧୦(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ କୋମନା ଥାନା ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ଚଢ଼ାଉ କରାଯାଇ ୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri