ନୂଆପଡ଼ା ଉପନିର୍ବାଚନ ତ୍ରିମୁଖୀ ନୁହେଁ ଭାଜପା, କଂଗ୍ରେସ ମଧ୍ୟରେ ଲଢ଼େଇ: ଭକ୍ତ
ନୂଆପଡ଼ା,୧୩ା୧୦ (ମକାରୁ ବେମାଲ)ନୂଆପଡ଼ା ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ଏବଂ କଂଗ୍ରେସ ବହୁମତରେ ବିଜୟୀ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସୋମବାର ସ୍ଥାନୀୟ ଏବିଟି ସମ୍ମିଳନୀ କକ୍ଷରେ କଂଗ୍ରେସ…
କଂଗ୍ରେସରେ ମିଶିଲେ ଶତାଧିକ ଯୁବକ
ନୂଆପଡା,୧୩।୧୦,(ମକାରୁ ବେମାଲ): ନୂଆପଡା ଏବିଟି ସମ୍ମିଳନୀ କକ୍ଷରେ ସୋମବାର ଜିଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନୂଆପଡା ସହରର ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ସମୟରେ…
ଭାଜପା-ବିଜେଡିର ଖେଳ ବିଗାଡ଼ିବ ଡିଫାଇନ କଳାହାଣ୍ଡି, ଉପ ନିର୍ବାଚନରେ ନିଶ୍ଚିତ ଦେବ ପ୍ରାର୍ଥୀ!
ନୂଆପଡ଼ା,୧୩।୧୦, (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପରିବେଶ ସେତିକି ଉଷ୍ଣ ହେବାରେ ଲାଗିଛି। ନୂଆପଡା ଦିବଙ୍ଗତ ବିଧାୟକଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେଇଛନ୍ତି। ତେଣୁ ଉପ ନିର୍ବାଚନ ଅଙ୍କ ପୂରା ବଦଳି ଯାଇଛି।…
ନୂଆପଡ଼ା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୧ରେ ଭୋଟ, ୧୪ରେ ଫଳାଫଳ
ଭୁବନେଶ୍ୱର,୧୩।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର…
ଭଡ଼ା ଘରେ ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହ କରି ଥାନାର ଦ୍ୱାରସ୍ଥ ହେଲେ ଭାଇ
ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ ଖଡ଼ିଆଳ…
କୋର୍ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍ଶୀଘ୍ର ଜୟଙ୍କୁ…
ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ…
ରାତାରାତି ପଲଟିଗଲା ଗେମ୍: ବସନ୍ତ ପଣ୍ଡାଘରୁ ପ୍ରାର୍ଥୀ କରିବ ବିଜେଡ଼ି!
ନୂଆପଡା,୧୨।୧୦(ମକାରୁ ବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ…
ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୪୦ ଲକ୍ଷ: କାହିଁକି ଖୋଲିବେ ନୂଆ ଆକାଉଣ୍ଟ
ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲାପାଳ…
ରାଜୁ ଭାଇଙ୍କୁ ମନେ ପକାଇଲା ବିଜେଡି: କହିଲା ଜୟଙ୍କ ଦେହରେ ପ୍ରବାହିତ ହେଉନି ଢୋଲକିଆ ରକ୍ତ
ନୂଆପଡ଼ା,୧୧।୧୦: ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହିଛନ୍ତି ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ…
ବିଜେଡିରେ ପଶିଲା ଛନକା: ଢୋଲକିଆ ପଦ୍ମ ଧରିବା ପରେ , ପ୍ରାର୍ଥୀ ଖୋଜିଖୋଜି…
ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) : ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଜିଲାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହି ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଓ ବିଜେଡି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଲାଗିରହିଛି। ପୂର୍ବତନ…
ଭାଜପାରେ ସାମିଲ ହେବା ପରେ ଜୟ ଢୋଲକିଆଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…
ଭୁବନେଶ୍ୱର,୧୧।୧୦: ଭାଜପାରେ ସାମିଲ ହେବାପରେ ଜୟ ଢୋଲକିଆ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ପାଳନ କରିବି।ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।ବାପାଙ୍କ ଅଧୂରା ସ୍ବପ୍ନ ପୂରଣ ଓ ସମାଜ…
ପୁଣି ସସ୍ପେନ୍ସ ବଢ଼ାଇଲା ଢୋଲକିଆଙ୍କ ସମର୍ଥକଙ୍କ ରାଲି: ଜୟ କାହାର…
ଭୁବନେଶ୍ୱର,୧୧।୧୦: ସସ୍ପେନ୍ସ ବଢ଼ାଉଛି ଜୟ ଢୋଲକିଆଙ୍କ ସମର୍ଥକଙ୍କ ରାଲି। ନୂଆପଡ଼ା ଖରିଆର ରୋଡରେ ଜୟ ଢୋଲକିଆ ସମର୍ଥକ ବଡ଼ ରାଲି କରିଛନ୍ତି। କୌଣସି ଦଳର ପତାକା ନ ନେଇ ବଡ଼ ରାଲି ସହ ସଭା ମଧ୍ୟ କରିଛନ୍ତି। ଆମେ ଢୋଲକିଆଙ୍କ ପରିବାର…
Archives


