ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ
ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୫ ବର୍ଷ ପାଇଁ ନିଲାମ ହୋଇଥିବା ୩ ଏକରରୁ…
କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା
ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି।…
ସଙ୍କଟରେ ପ୍ରାଣୀ ଚିକିତ୍ସା
ଭଦ୍ରକ ଅଫିସ/ ନୟାଗଡ଼ ଅଫିସ୍/ ପାରଳାଖେମୁଣ୍ଡି (ଡି.ଏନ୍.ଏ.) ୧୨।୧୨(ସନାତନ ରାଉତ/ ଲୋକନାଥ ମିଶ୍ର/ ଗିରିଧାରୀ ପରିଚ୍ଛା) ଓଡ଼ିଶାର ବିଭିନ୍ନ ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ପ୍ରାଣୀ ସମ୍ପଦ ହେଉଛି କୃଷି ବିଭାଗର ମେରୁଦଣ୍ଡ। ଗାଈ, ଛେଳି, ମେଣ୍ଢା, କୁକୁଡ଼ା,…
କ୍ୱାକ୍ଙ୍କ ହାତରେ ରୋଗୀସେବା
ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି ରୋଗୀମାନଙ୍କୁ ଯୋଗାଇ ଚାଲିଛନ୍ତି ସ୍ବାସ୍ଥ୍ୟସେବା । ପୁଣି ଟଙ୍କା ନ ଥିଲେ ବାକିରେ ଔଷଧ,…
ଶ୍ରମିକ ନାହାନ୍ତି, କାମ କରୁଛି ମେଶିନ
ନୂଆଗାଁ,୮।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସରକାରୀ ଅର୍ଥ ଲୁଟିବାର ଉତ୍ତମ ମାଧ୍ୟମ ପାଲଟିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)। ଏହି ଯୋଜନାରେ ସବୁ ନିୟମକାନୁନକୁ ଉଲ୍ଲଂଘନ କରି ସରକାରୀ ଅର୍ଥ ଲୁଟ ହେଉଛି।…
କଣ୍ଟେଇମୁଣ୍ଡି ବାଇଗଣ ପାଇପାରେ ଜିଆଇ ଟ୍ୟାଗ୍ ମାନ୍ୟତା
ନୟାଗଡ଼ ଅଫିସ,୮।୧୨: ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। ଭୁବନେଶ୍ୱରର ଏସ୍ଏସ୍ଟି ରିସର୍ଚ୍ଚ ସେଣ୍ଟରରେ ମଙ୍ଗଳବାର ଜିଆଇ ଟ୍ୟାଗ ମାନ୍ୟତା ଦେବା ନେଇ ବୈଠକ ହୋଇଥିଲା। ଅନ୍ଲାଇନରେ…
ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର
ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର ରାଶି ୩ ସୋପାନରେ ମିଳିବ ବୋଲି ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୂତି ନିଦାନ କୌଶଳ(ପିସି…
ଟ୍ରକ୍କୁ ପଛପଟୁ ପିଟିଲା ବସ୍: ଜଣେ ମୃତ, ୫ ଆହତ
ନୟାଗଡ଼ ଅଫିସ,୨୯।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ରାସ୍ତାକଡରେ ଥିବା ଟ୍ରକ୍କୁ ପଛପଟୁ ପିଟିଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ…
ସରକାରୀ ଯୋଜନାରୁ ବଞ୍ଚିତ ଯମୁନା
ନୂଆଗାଁ,୨୮।୧୧(ଡି.ଏନ.ଏ.): ସରକାର ଗରିବ, ଦୁଃଖୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ପଞ୍ଚାୟତ ଅଧୀନ ଆଦିବାସୀ ଗ୍ରାମ ମଧୁବନର ବିଧବା ମହିଳା ଯମୁନା…
ପାହାଡ଼ ଭାଙ୍ଗିଲେ, ଯୋର ରାସ୍ତା ବନ୍ଦ କରାଇଲେ
ନୟାଗଡ଼ ଅଫିସ,୨୮ା୧୧: ନୟାଗଡ଼ ପୁରୁଣା ସହରରେ ଚାଲିଛି ବେଆଇନ ନିର୍ମାଣ l ଜଣେ ବ୍ୟକ୍ତି ପାହାଡ଼ ଭାଙ୍ଗି ଯୋର ରାସ୍ତାକୁ ବନ୍ଦ କରାଇ ବେଆଇନ ଭାବେ ଘର ନିର୍ମାଣ କରୁଛନ୍ତି l ପୁଣି ଯୋର ରାସ୍ତା ବନ୍ଦ ପରେ ପାହାଡ଼ ଜଳ…
ନୂଆ ଗାଡ଼ି ଖତ ଖାଉଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭଡ଼ା ଗାଡ଼ି
ଖଣ୍ଡପଡା,୨୮ା୧୧(ସ୍ବ.ପ୍ର.): ଲୋକେ ଉଦାହରଣ ଛଳରେ କୁହନ୍ତି ‘ସରକାର କା ମାଲ ଦରିଆ ମେ ଡ଼ାଲ’। ଠିକ୍ ସେପରି ଏକ ଉଦାହରଣ ପାଲଟିଛି କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ନୂତନ ଆମ୍ବୁଲାନ୍ସ ।ଆଜକୁ ୯ ବର୍ଷ ତଳେ ଏହି ଆମ୍ବୁଲାନ୍ସ କିଣା ହୋଇଥିଲା।…
ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡ଼ରେ ନୟାଗଡ଼ ନାହିଁ
ନୟାଗଡ଼ ଅଫିସ,(ଲୋକନାଥ ମିଶ୍ର)୨୮।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଓଡ଼ିଶାରୁ ଗଜପତି ଜିଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ ହସ୍ତଶିଳ୍ପ, ମୟୁରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର…
Archives


