ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ
ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ ଭିଲେଜରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁା…
ଜଳିଗଲା ବସ୍: ୧୫ ଚକ୍ଷୁ ଅପରେଶନ ରୋଗୀ ଆହତ
ନୟାଗଡ ଅଫିସ୍,୩୦।୧: ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନାର ଫାଲପାଦୁ ନିକଟରେ ଡିଭାଇଡରକୁ ଧକା ଦେଇ ଏକ ବସ ଜଳି ଯାଇଛି। ବସରେ ୩୦ ଆଖି ଅପରେସନ ରୋଗୀ ଥିଲେ। ଏଥିରୁ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ଘର…
‘ସାହସିକତା, ବୀରତ୍ୱ, ତ୍ୟାଗର ଜ୍ୱଳନ୍ତ ଉଦାହରଣ ନୟାଗଡ଼’
ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମାସ୍ଥିତ ପିଟିଏସ୍ ପଡ଼ିଆରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ୪୭ଟି ପରେଡ୍ ଟିମ୍ ଭାଗ ନେଇଥିଲେ। ନୟାଗଡ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ରାତି ୧୨ରେ ଉଠିବ ମହାଦୀପ
ଶରଣକୁଳ,୨୬ା୧(ଡି.ଏନ.ଏ.): ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ପରେଡ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ
ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ଦଶପଲ୍ଲାର ଗାନ୍ଧି ମଇଦାନରେ ବ୍ଲକସ୍ତରୀୟ ପରେଡ ଅନୁଷ୍ଠିତ ହେଉଥିଲା। ପରେଡ ସମୟରେ ଜଣେ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥ ଛାତ୍ରୀଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ଭଡ଼ାଘରୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନି
ନୟାଗଡ଼ ଅଫିସ,୨୪।୧:ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ଭଡ଼ାଘରେ ଖଣ୍ଡପଡ଼ା ରୋଡ୍ରେ ଚାଲୁଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଣଦେଖା କରି…
ଲିଙ୍ଗ ନିରୂପଣ ଉପରେ ଲଗାମ ନାହିଁ
ନୟାଗଡ଼ ଅଫିସ,୨୩।୧:ନୟାଗଡ଼ ଜିଲାରେ ପିସି ପିଏନ୍ଡିଟି ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭ୍ରୂଣହତ୍ୟାକୁ ଲଗାମ ଦିଆଯାଇପାରୁନି ବୋଲିି ଅଭିଯୋଗ ହୋଇଆସୁଛି । ଜିଲାରେ ବିଭିନ୍ନ ସମୟରେ ଭ୍ରୂଣହତ୍ୟା ଧରାପଡିବା ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ…
ଲଜ୍, ହୋଟେଲରେ ଚାଲିଛି ଅସାମାଜିକ କାମ
ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ଜିଲା ସଦର ମହକୁମାର କେତେକ ଲଜ୍ ଓ ହୋଟେଲରେ ଅସାମାଜିକ କାର୍ଯ୍ୟ ଚାଲିଛି । ଗତ ଡିସେମ୍ବରରେ ନୟାଗଡ଼ ସଦର ମହକୁମାରୁ ଦୁଇ ଜଣ ଗିରଫ ହୋଇ ଜେଲ ଯିବା ପରେ ଏପରି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି…
ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
ଦଶପଲ୍ଲା,୨୦ା୧(ଡି.ଏନ.ଏ.):ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଅଧିକାଂଶ ଗାଁରେ ଭଲ ରାସ୍ତାଟିଏ ନାହିଁ। ଫଳରେ ଜଣେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁରେ ପହଞ୍ଚି ପାରି ନ ଥିଲା। ଶେଷରେ ଗାଁ ଲୋକେ ରୋଗୀଙ୍କୁ ବୋହି ବୋହି…
ପରିବେଶ ସଚେତନତା ପ୍ରତି ଗଛ ସାର୍ଙ୍କ ଗୁରୁତ୍ୱ
ଖଣ୍ଡପଡ଼ା,୨୦ା୧(ସ୍ବ.ପ୍ର.):ମଣିଷ ପ୍ରତି ମୁହୁର୍ତ୍ତରେ ପ୍ରକୃତି ଓ ପରିବେଶକୁ କ୍ଷତାକ୍ତ କରିଚାଲିଛି ା ସୃଷ୍ଟିର ସର୍ବ ଶ୍ରେଷ୍ଠ ଜୀବ ଭାବେ ମଣିଷ ନିଜକୁ ପରିଚିତ କରାଉଥିବା ବେଳେ ତା’ର ସ୍ବାର୍ଥପରତା ଯୋଗୁ ସମୁଦାୟ ଜୀବଜଗତ ଦିନେ ଲୋପ ପାଇବ ା ବୃକ୍ଷହିଁ ପରିବେଶର…
୫ ଏକର ଜମିରୁ ଶାଳ ଜଙ୍ଗଲ ପଦା
ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜ ଗୁମି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁରିଆମ୍ବା ନୂଆସାହିସ୍ଥିତ ଶାଳ ଜଙ୍ଗଲରୁ ୫ ଏକର ଶାଳ ଗଛ ପଦା ହୋଇଗଲାଣି । ଗୁମି ଫରେଷ୍ଟରଙ୍କୁ ସରୁ ମୁଗ ଡାଲି ପରି ଉପହାର ଦେଇ କେତେଜଣ ବ୍ୟକ୍ତି…
ଅଭିଯୋଗ ଶୁଣିବା ବଦଳରେ ରାଗିଲେ ବିଡିଓ
ନୂଆଗାଁ,୧୯।୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବିଡିଓଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ଅନିୟମିତତା ବାବଦରେ ଜଣାଇବାକୁ ମଙ୍ଗଳବାର ଲୋକମାନେ ଯାଇଥିଲେ । ହେଲେ ବିଡିଓ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ବଦଳରେ ରାଗି ଯାଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ…
Archives


