ନୟାଗଡ଼

ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନାହାନ୍ତି

ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଡାକ୍ତର ନାହାନ୍ତି। ଫଳରେ ସାଧାରଣ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ତେଣୁ ତୁରନ୍ତ ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର…

ଛାତ୍ରୀଛାତ୍ର ପଡ଼ିଆରେ ଖାଉଛନ୍ତି ମଧ୍ୟାହ୍ନଭୋଜନ

ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଥମେ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ସ୍କୁଲ ପରିଚାଳନା କମିଟିର ସଭାପତି, ସଦସ୍ୟ, ସ୍ଥାନୀୟ ସମିତି…

ଡିଆଁପଡ଼ା ଅପହରଣ ଘଟଣାର ନୂଆ ମୋଡ଼

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଚାଷୀ ଶ୍ୟାମ ସୁନ୍ଦର ବେହେରା(୫୯) ଅପହରଣ ଘଟଣାର ନୂଆମୋଡ଼। ଅପହରଣ ଘଟଣାରେ ବାରମ୍ବାର କଥା ବଦଳାଇ ଫସିଲେ ଚାଷୀ ଓ ଉଦ୍ଧାର କରିଥିବା ବ୍ୟକ୍ତି। ଫିଟିଲା ଅପହରଣ ଘଟଣାର ଗୁମର। ଡିଆଁପଡ଼ା…

ସୁଧୁରୁନି ସ୍ବାସ୍ଥ୍ୟସେବା

ନୟାଗଡ,୨୨ା୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ ହୋଇ ଆସୁଛି। ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ବିଭିନ୍ନ ସମୟରେ ସାଧାରଣରେ ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ପ୍ରତିକାର ହେଉ ନାହିଁ । ସ୍ବାସ୍ଥ୍ୟସେବାକୁ ସୁଧାରିବାକୁ…

ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆବଶ୍ୟକ

ଖଣ୍ଡପଡ଼ା,୨୨ା୬(ଅଜୟ କୁମାର ମହାରଣା)ନୟାଗଡ଼ ଜିଲା ନୀଳମାଧବ ମହାବିଦ୍ୟାଳୟରେ ଗତ ୧୯୯୧-୯୨ ଶିକ୍ଷା ବର୍ଷଠାରୁ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ା ତେବେ ବିଗତ ୩ବର୍ଷ ପୂର୍ବରୁ ବହୁ ଛାତ୍ରୀଛାତ୍ର ଏହି ବିଭାଗରେ ଆଡମିଶନ କରୁଥିବା ବେଳେ ପରବର୍ତ୍ତୀ…

ବାଘ ସହ ତୃଣଭୋଜିଙ୍କ ଗଣନା ଆରମ୍ଭ

ନୟାଗଡ଼,୨୦।୬ (ଲୋକନାଥ ମିଶ୍ର): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ମହାନଦୀ ବନ୍ୟପ୍ରାଣୀ ଡଭିଜନର କୁଶଙ୍ଗ, କୁଅଁାରିଅଁା, ଛାମୁଣ୍ଡିଆ, ବାଣିଗୋଛା(ପଶ୍ଚିମ) ଭଳି ୪ଟି ରେଞ୍ଜରେ ବାଘ ସମେତ ମାଂସାସୀ ପ୍ରାଣୀ ଓ ତୃଣଭୋଜୀ ପ୍ରାଣୀଙ୍କ ପ୍ରାକ୍‌ ମୌସୁମୀ ଗଣନା ଆରମ୍ଭ ହୋଇଛି। ଏହି…

ବେଆଇନ ପାକିର୍ଂକୁ ନେଇ ଚିନ୍ତା

ନୟାଗଡ଼,୧୯।୬(ଲୋକନାଥ ମିଶ୍ର): ନୟାଗଡ଼ ଟ୍ରାଫିକ ଛକରୁ ବସଷ୍ଟାଣ୍ଡ ପୁରୁଣା ସହରକୁ ସ୍ଥାନାନ୍ତରିତ ହେବା ପରେ ନୟାଗଡ଼ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯିଏ ଯେଉଁଠି ପାଇଲା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଉପରେ ବସ, ଟ୍ରକକୁ ବେଆଇନ…

ଚଳିତ ବର୍ଷ ଛେରାପହଁରା କରିବେନି ରଣପୁର ରାଜା

ରଣପୁର,୧୯ା୬(ସୁକାନ୍ତ କିଶୋର ଡାକୁଆ): ରଣପୁର ରାଜା ଚଳିତ ବର୍ଷ ଠାକୁରଙ୍କ ୩ରଥରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଆକାରରେ ଏଣ୍ଡାଓମେଣ୍ଟ କମିଶନର, ମୁଖ୍ୟ ଶାସନ ସଚିବ, ନୟାଗଡ଼ ଜିଲାପାଳଙ୍କ ସହିତ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇଛନ୍ତି।…

ଗୟଳ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଓଡ଼ଗାଁ,୧୮ା୬(ଆଦର୍ଶ କୁମାର ପଟ୍ଟନାୟକ): ଓଡ଼ଗାଁ ଆଦର୍ଶ ଥାନା ଭାଡ଼ିକିଳା ପଞ୍ଚାୟତ ରଗଡ଼ିମଡ଼ା ଗ୍ରାମର ଜଣେ ଛେଳି ଚରାଳି ଗୟଳ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ରଗଡିମଡ଼ା ଗ୍ରାମର ଶ୍ୟାମ ପାତ୍ର (୪୮) ଛେଳି ଚରାଇବା ପାଇଁ ରବିବାର ସକାଳେ ଶୂଳିଆ…

ସରକାରଙ୍କ ଭତ୍ତା ଯୋଜନା ଭେଳିକି

ନୂଆଗାଁ, ୧୮ା୬ (ଧନେଶ୍ୱର ସାହୁ )୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧଙ୍କୁ ସରକାର ଭତ୍ତା ଦେଉଥିବା କଥା କହୁଛନ୍ତି । ହେଲେ ନୂଆଗାଁ ବ୍ଲକରେ ୬୪ ବର୍ଷର ବୃଦ୍ଧାବୃଦ୍ଧ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ଭତ୍ତା ପ୍ରଦାନ କରାଯାଉ ନାହିଁ ।…

ମୃତଦେହ ପରିବହନ ବ୍ୟବସ୍ଥାକୁ ଅଣଦେଖା

ନୟାଗଡ଼, ୧୮ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତ ବ୍ୟକ୍ତିଙ୍କୁ ଘରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ସରକାର, ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ବିଭିନ୍ନ ସମୟରେ ବାଇକ୍‌, ଟ୍ରଲି, ରିକ୍ସା କିମ୍ବା…

ପୋଖରୀ ପାଲଟିଛି ରୋଜଗାରର ଉତ୍ସ

ନୟାଗଡ଼/ରଣପୁର,୧୭ା୬(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ) ନୟାଗଡ଼ ଜିଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ଚମ୍ପାଗଡ଼ ଗ୍ରାମ ପୋଖରୀ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ପାଲଟିଛି ରୋଜଗାରର ଉତ୍ସ। ଏଠାରେ ପୋଖରୀକୁ ଭିନ୍ନ ଭିନ୍ନ ଯୋଜନାରେ ସାମିଲ କରି ୨୦ ଲକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri