କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ
ଡାବୁଗାଁ,୬ା୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ପକ୍ଷରୁ ଡାବୁଗାଁ ମୁଖ୍ୟ ରାସ୍ତା, ରାସ୍ତା ପାର୍ଶ୍ୱରେ…
ନିଜ ଅଞ୍ଚଳକୁ ସାନିଟାଇଜ କଲେ ଯୁବଗୋଷ୍ଠୀ
ପାପଡାହାଣ୍ଡି,୫।୪(ଡି.ଏନ.ଏ.): କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ରବିବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଏଥିପାଇଁ ଆଗେଇ ଆସିଛନ୍ତି ସହରର କେତେକ ଯୁବଗୋଷ୍ଠୀ। ହାତରେ ବ୍ଲିଚିଂ ପାଉଡର ଓ ସ୍ପ୍ରେୟର ଧରି ସେମାନେ ଗାଁ ପରିମଳକୁ…
ସାମାଜିକ ଦୂରତ୍ୱ ପାଳନର ଚମତ୍କାର ଚିତ୍ର ଦେଉଛି ଗାଁ
ପାପଡ଼ାହାଣ୍ଡି,୫।୪(ଡି.ଏନ୍.ଏ.): କରୋନାକୁ ନେଇ ଗାଁଠୁ ସହର ସବୁଠି ସଚେତନତା ଜାରି ରଖିଛି ପୋଲିସ ଓ ପ୍ରଶାସନ। ସହରରେ ସମସ୍ତେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ କେତେକ ବ୍ୟକ୍ତି ଲକ୍ ଡାଉନକୁ ବେଶୀ ଅମାନ୍ୟ କରୁଛନ୍ତି। ଦୋକାନ, ହାଟରେ ଭିଡ଼ ଜମାଉଛନ୍ତି। କିନ୍ତୁ ଗାଁର…
ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଜିଲା ପରିଷଦ ଅଧ୍ୟକ୍ଷା
ପାପଡ଼ାହାଣ୍ଡି,୪।୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତି ଭତରା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେ ନିଜର ତିନି ମାସର ଦରମା ବାବଦକୁ ୨୨,୫୦୦ ଟଙ୍କା ଚେକ୍ ଆକାରରେ ନବରଙ୍ଗପୁର ଜିଲାପାଳ ଡ. ଅଜିତ…
ପଡ଼ିିଛି ସଙ୍କଟ
ପ୍ରଶାସନ ପକ୍ଷରୁ କରୋନା ଭାଇରସ୍ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲକ୍ଡାଉନ୍। ଦେକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ ସବୁ କିଛି ବନ୍ଦ। ଘରୁ ଲୋକେ ବାହାରିବାକୁ ମନା। ଜରୁରୀ ପରିସ୍ଥିତିରେ ଘରୁ…
ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ
ପାପଡାହାଣ୍ଡି,୩୦ା୩,(ଡି.ଏନ୍.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ପାଇଁ ସବୁଠି ପ୍ରଚାର କରାଯାଉଛି। ହେଲେ ସହରୀ ଲୋକଙ୍କଠାରୁ…
କେରଳରୁ ଫେରିଲେ ୪୧ ଦାଦନ ଶ୍ରମିକ
ନବରଙ୍ଗପୁର,୨୩।୩(ବି.ପ୍ର.): କରୋନା ଭୟାବହତା ପୂରା ବିଶ୍ୱରେ ବ୍ୟାପିଛି। ବାହାରୁ ଆସୁଥିବା ଦାଦନ ଶ୍ରମିକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟରେ କେରଳରୁ ୪୧ଜଣ ଦାଦନ ଶ୍ରମିକ ସୋମବାର ନବରଙ୍ଗପୁରସ୍ଥିତ ସେମାନଙ୍କ ଘରକୁ ଫେରିଛନ୍ତି। ସେମାନଙ୍କର…
ନବରଙ୍ଗପୁର, ଉମରକୋଟ ସହରରେ ଲକ୍ଡାଉନ୍: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ
ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ ପରେ ସୋମବାରଠାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ…
ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟୁଛନ୍ତି ଡାବୁଗାଁ ବିଧାୟକ
ପାପଡ଼ାହାଣ୍ଡି, ୨୦।୩(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଆଗୁଆ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟୁଛନ୍ତି। ଶୁକ୍ରବାର ସେ ପାପଡ଼ାହାଣ୍ଡି ଓ…
ମାଲେସିଆରୁ ଆସିପାରୁ ନାହାନ୍ତି ନବଦମ୍ପତି
ନବରଙ୍ଗପୁର,୨୦।୩(ବି.ପ୍ର.) – ବିମାନ ଆସୁ ନ ଥିବାରୁ ନବରଙ୍ଗପୁର ସହରରୁ ହନିମୁନ ପାଇଁ ମାଲେସିଆ ଯାଇଥିବା ନବଦମ୍ପତି ଓଡିଶା ଆସିପାରୁ ନାହାନ୍ତି । ମାଲେସିଆର କୁଆଲାଲମ୍ପୁର ବିମାନ ବନ୍ଦରରେ ଗତ ୧୭ ତାରିଖରୁ ସେମାନେ ଫସି ରହିଛନ୍ତି। ଘରକୁ ଫେରିବା ପାଇଁ…
ତୁଳସୀପତ୍ରରୁ ତେଲ ଉତ୍ପାଦନ
ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ପକ୍ଷରୁ ଜିଲାରେ ପାପଡାହାଣ୍ଡି ବ୍ଲକର ନିଳାଦ୍ରୀଗୁଡାର ଚାଷୀ ଆରତୀ ନାୟକଙ୍କ ଜମିରୁ…
ହନିମୁନ୍ରେ ଯାଇ କୁଆଲାଲମ୍ପୁର ବିମାନବନ୍ଦରରେ ଫସିଲେ ଦମ୍ପତି: ଫେରିବା ପାଇଁ ସରକାରଙ୍କୁ ନିବେଦନ
ନବରଙ୍ଗପୁର,୧୯ା୩(ବି.ପ୍ର.): କରୋନା ଭାଇରସ୍ ରୋକିବା ପାଇଁ ସବୁଆଡ଼େ କଟକଣା ଲାଗୁ ହୋଇଛି। ଏଥିପାଇଁ ସ୍କୁଲ, କଲେଜ, ମଲ୍ ଆଦିକୁ ସାମୟିକ ବନ୍ଦ କରାଯାଇଥିବା ବେଳେ ଅଧିକାଂଶ ଟ୍ରେନ୍ ଓ ଫ୍ଲାଇଟ୍ ସେବାକୁ ବନ୍ଦ ରଖାଯାଇଛି। ଏ ନେଇ ନବରଙ୍ଗପୁର ସହରର ଏକ…
Archives


