ନବରଙ୍ଗପୁର

୪୮ଘଣ୍ଟା ଏସ୍‌ବିଆଇ ମୁଖ୍ୟ ଶାଖା ବନ୍ଦ

ନବରଙ୍ଗପୁର,୩।୧(ଡି.ଏନ୍‌.ଏ.): ନବରଙ୍ଗପୁର ଏସ୍‌ବିଆଇ ମୁଖ୍ୟ ଶାଖା ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍‌ ସଂକ୍ରମଣ ହେବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ଓ ମଙ୍ଗଳବାର ଗ୍ରାହକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବା…

ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ଓଡ଼ିଶାରେ ସରକାର ଚଳାଉଛନ୍ତି: କହ୍ନେୟା କୁମାର

ନବରଙ୍ଗପୁର/କେସିଙ୍ଗା,୨୮।୧୨(ବି.ପ୍ର./ଡି.ଏନ.ଏ.): ଓଡିଶାରେ ଜନ ପ୍ରତିନିଧି ସରକାର ଚଲାଉ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ସରକାର ଚଲାଉଛନ୍ତି। ଜାତୀୟ କଂଗ୍ରେସର ଶହେବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ନୂଆଁ ମଣ୍ଡେଇ ପଡିଆଠାରେ ସୋମବାର ଅନୁଷ୍ଠିତ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ନେତା…

କବାଡ଼ିଖାନାରେ ପିଲାଙ୍କ ମାଗଣା ବହି

ଉମରକୋଟ,୨୬ା୧୨(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ପିଲାଙ୍କୁ ମାଗଣା ଶିକ୍ଷା ସହ ବହି, ପୋଷାକ, ମଧ୍ୟାହ୍ନଭୋଜନ ଆଦିର ବ୍ୟବସ୍ଥା କରିଛନ୍ତି। ତେବେ ଉପାନ୍ତ ନବରଙ୍ଗପୁର ଜିଲାର…

ଆଡ୍‌ମିଟ୍‌ କାର୍ଡ ଆସିବାରେ ବିଳମ୍ବ ହେବାରୁ ଦେଇପାରିଲେନି ପରୀକ୍ଷା

ଚନ୍ଦାହାଣ୍ଡି, ୧୭।୧୨(ଡି.ଏନ୍‌.ଏ): ରାତି ପାହିଲେ ପରୀକ୍ଷା। ୪୦୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର। ଗମନାଗମନର ସୁବିଧା ମଧ୍ୟ ନ ଥିଲା। ତେଣୁ ଜଣେ ଦିବ୍ୟାଙ୍ଗ ମହିଳା ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳଳି ଘଟଣା ନବରଙ୍ଗପୁର ଜିଲାରେ ଘଟିଛି। ଶିକ୍ଷା…

ବଟି ମାଗି ଗିରଫ ହେଲେ ମହିଳା ଖବରଦାତା

ଉମରକୋଟ, ୧୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଜଣେ କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ବଟି ମାଗିବା ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ରାଇଘର ପୋଲିସ ଗିରଫ କରିଛି। ଗିରଫ ଖବରଦାତା ହେଲେ ମାମୁନି ଚକ୍ରବର୍ତ୍ତୀ। ସୂଚନାନୁଯାୟୀ, ମାମୁନି ରାଇଘର ଗୋନା ଅଞ୍ଚଳର…

ଦୁର୍ଘଟଣାରେ ଗଲା ୩ ଜୀବନ

ଡାବୁଗାଁ/ପାପଡାହାଣ୍ଡି,୧୧।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାରେ ଶୁକ୍ରବାର ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ୩୯ ନମ୍ବର ରାଜ ପଥ ସରାଗୁଡା ଛକ ନିକଟରେ…

ଚୁଲି ନିଆଁରେ ପାଉଁଶ ହେଲା ୩ ବଖରା

ପାପଡାହାଣ୍ଡି,୭।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଚାନ୍ଦିଲି ଗ୍ରାମରେ ନିଆଁ ଲାଗି ଭୁଜ ଗୌଡ଼ଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଚୁଲିରୁ ନିଆଁ ଉଠି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୋମବାର ବଳମ୍ବିତ ରାତିରେ ଘରେ…

ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ ଦିନକ ପାଇଁ ଆସିଛନ୍ତି ଚାଲିଯିବେ ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଆଗରେ ମଞ୍ଚ…

ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି

କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି। ଏଥିସହ କୋରାପୁଟରେ ପ୍ରାୟ ୧ ହଜାର କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପ ଓ…

ପରିବା ଖାଇଦେବାରୁ ହତ୍ୟା

ପାପଡାହାଣ୍ଡି,୨୧।୧୧(ଡି.ଏନ୍‌.ଏ.): ଫେରାର ହତ୍ୟା ଅଭିଯୁକ୍ତଙ୍କୁ ପାପଡ଼ାହାଣ୍ଡି ପୋଲିସ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ଅଭିଯୁକ୍ତ ହେଲେ ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଗ୍ରାମର ହତ୍ୟା ପ୍ରହଲ୍ଲାଦ ଜାନୀ। ସୂଚନାନୁଯାୟୀ, ଦୁଇ ଦିନ ତଳେ ସନ୍ନ୍ୟାସୀଙ୍କ ବାଡିରେ ଲାଗିଥିବା ପରିବାକୁ ପ୍ରହଲ୍ଲାଦଙ୍କ ଗୋରୁ…

୫୦ ବର୍ଷ ହେବ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ

ଉମରକୋଟ, ୨୨।୧୧(ସ୍ବ.ପ୍ର.): ଆଧୁନିକ ଯୁଗରେ ନିଜର କାୟା ଓ ଆଧିପତ୍ୟ ବିସ୍ତାର ପାଇଁ ପରିବେଶ ସନ୍ତୁଳନକୁ ଅଣଦେଖା କରି ଜଙ୍ଗଲ ନଷ୍ଟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି ଲୋକେ। କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ରହିଛି ଜଙ୍ଗଲ ଉପରେ। ଏଣୁ ଦିନକୁ…

ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା

ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଧୁଙ୍ଗିଆପାଣି ଗ୍ରାମରେ। ମୃତକ ହେଲେ ଧୁଙ୍ଗିଆପାଣିର ରାଧବ ମାଝି। ପୋଲିସ ଅଭିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri