ନବରଙ୍ଗପୁର

ରୋଗ କରିଛି ଗାଁରୁ ବାସନ୍ଦ

ଝରିଗାଁ,୧୦ା୪(ସ୍ବ.ପ୍ର.): ସଚେତନତା ପରେ ମଧ୍ୟ ଅନ୍ଧବିଶ୍ୱାସ ପିଛା ଛାଡ଼ୁନି । କୁଷ୍ଠ ରୋଗ ଯୋଗୁ ଦୀର୍ଘ ୬ ବର୍ଷ ଧରି ଗାଁରୁ ବାସନ୍ଦ ହୋଇ ଜଙ୍ଗଲ ପାହାଡ଼ଘେରା ଖୋଲା ଆକାଶ ତଳେ ଫଟା ପଲିଥିନ ମଞ୍ଚାରେ ଆଶ୍ରୟ ନେଉଛନ୍ତି ଝରିଗାଁ ବ୍ଲକ…

ଅଧା ଅଧୁରା, ନିମ୍ନମାନର କାମକୁ ନେଇ ଅସନ୍ତୋଷ

ଉମରକୋଟ,୯।୪(ସ୍ବ.ପ୍ର.): ସରକାର ଲୋକଙ୍କ ମୌଳିକ ଅଧିକାର ପୂରଣ ପାଇଁ ଅହରହ ଚେଷ୍ଟା କରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲା ଉମରକୋଟଠାରେ ପୂର୍ତ୍ତ ବିଭାଗ କାମ ଅଧାପନ୍ତରିଆ ହୋଇପଡ଼ିଛି। ଅଧିକାରୀମାନେ ଠିକାଦାରଙ୍କ ସହ ସଲାସୁତୁରା ହୋଇ ଠିକ୍‌ଭାବେ କାମ କରାଯାଉ ନ ଥିବା ଅଭିଯୋଗ…

ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି ରହିଛି । ଯାହାକି, ୪ ବର୍ଷ ହେଲା ତାଲା ପଡି ରହିଛି। ଏଠାରେ ପିଲାଙ୍କ…

‘ମାଟିଯାତ୍ରା’ରେ ପ୍ରକୃତିର ଉପାସନା

ଉମରକୋଟ, ୬।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଅଧିବାସୀମାନେ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ଓ ଯାନି ଯାତ୍ରା ବହୁ ନିଆରା ଢଙ୍ଗ ରେ ପାଳନ କରନ୍ତି। ଆଦିବାସୀମାନେ ପ୍ରକୃତିର ଉପାସକ ହୋଇଥିବାରୁ ପ୍ରକୃତି ଭିତରେ ମଧ୍ୟ ଈଶ୍ୱରଙ୍କ ଉପସ୍ଥିତିକୁ ବିଶ୍ୱାସ…

ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଘେରିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି୬।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟରେ ସ୍ବଚ୍ଛ ଭାରତ ଯୋଜନା ନାମରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ବୁଧବାର ଘେରିଛନ୍ତି ଗ୍ରାମବାସୀ। ବ୍ୟକ୍ତିଙ୍କ କାର୍ଯ୍ୟାକଳାପରେ ବିଶ୍ୱାସ ନ କରି ତାଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସ ଓ ସରପଞ୍ଚଙ୍କୁ…

ଦିନେ ଅଭିଯୋଗ ଶୁଣୁଥିଲେ, ଏବେ ଅଭିଯୋଗ ଜଣାଇଲେ

ନବରଙ୍ଗପୁର,୫ା୪(ବି.ପ୍ର.): ଦିନେ କଂଗ୍ରେସର ଗଡ଼ କୁହାଯାଉଥିବା ନବରଙ୍ଗପୁର ଜିଲାରେ ବିଜେଡିର ପତାକା ଉଡ଼ାଇ ସମସ୍ତ ଆସନ ହାତେଇବା ପଛରେ ଥିଲା ତାଙ୍କର ଅବଦାନ। ଦୁଇ ଦୁଇ ଥର ନଗରପାଳ ଓ ଥରେ ଉପାଧ୍ୟକ୍ଷ ଥିବା ସମୟରେ ନବରଙ୍ଗପୁର ସହରର ନବକଳେବର ମଧ୍ୟ…

ମିଲ୍‌ରୁ ୪.୫ ଲକ୍ଷ ଟଙ୍କାର କାଜୁ ଚୋରି ଘଟଣାରେ ୨ ଗିରଫ

ନବରଙ୍ଗପୁର,୪।୪(ବି.ପ୍ର.): କାଜୁ ମିଲ୍‌ରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରିକରି ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଯୁବକ। ଅଭିଯୁକ୍ତମାନେ ହେଲେ ବିଜରାଗୁଡ଼ା ଗ୍ରାମର ନରହରି ଭତରା ଏବଂ ପ୍ରହଲ୍ଲାଦ ହରିଜନ। ସେମାନଙ୍କଠାରୁ ନଗଦ ୧ଲକ୍ଷ ୬ ହଜାର ଟଙ୍କା ସହ ଏକ କୁଇଣ୍ଟାଲ…

ବ୍ରୋଞ୍ଜ ଥାଳି, ମୁଦ୍ରା ପାଇଁ ଦେଢ଼ଶାଶୁ କରିଥିଲେ ଡକାୟତି ଯୋଜନା

ତେନ୍ତୁଳିଖୁଣ୍ଟି, ୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଧୀନ ଗୌଡ଼ ଦେଓପାଲି ସଦର ଗାଁର ଚନ୍ଦ୍ର ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଡାଇକିଗୁଡ଼ାର ଅହଲ୍ୟା…

୧୦ବର୍ଷ ପରେ ହେଲା ଦଶାହ କର୍ମ

ଧୋଡ୍ରା, ୧।୪(ଡି.ଏନ୍‌.ଏ.): ଦଶବର୍ଷ ହେଲା ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ସଦର ଗାଁର ଅସମନ କଲାର। ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଫେରିବାର ଆଶା ଛାଡ଼ି ସ୍ତ୍ରୀ ଭଗବତୀ ହାତରୁ…

ବଞ୍ଚିବାକୁ ସଂଘର୍ଷ, କଅଁଳ କାନ୍ଧରେ ପରିବାର ବୋଝ

ନବରଙ୍ଗପୁର/ନନ୍ଦାହାଣ୍ଡି,୩୧।୩(ବି.ପ୍ର./ଡି.ଏନ୍‌.ଏ.): ପାଠପଢ଼ା ବୟସରେ ସଂସାର ବୋଝ। ନିଜେ ପାଠ ପଢ଼ିପାରିଲେ ନାହିଁ, ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ। ଏଥିସହ ବୁଢୀ ଜେଜେମା’ଙ୍କ ବୋଝ ମଧ୍ୟ ତାଙ୍କରି କାନ୍ଧରେ। ଯାହାପାଇଁ ସେ ଅହରହ ଉଦ୍ୟମ କରି ସଂଘର୍ଷ…

ବେଆଇନ ଭାବେ ଚାଲିଛି ଇଟା ଭାଟି, ବଢ଼ୁଛି ପ୍ରଦୂଷଣ

ନବରଙ୍ଗପୁର,୩୦।୩(ବି.ପ୍ର.):ନବରଙ୍ଗପୁର ଜିଲାରେ ଖୁଲମଖୁଲା ଚାଲିଛି ବେଆଇନ ଇଟାଭାଟି। ରାଜସ୍ବ ବିଭାଗ ଜାଣିଶୁଣି ଚୁପ୍‌ ବସିଛି। ଗ୍ରାମୀଣ କ୍ଷେତ୍ରରେ କାମ କରିବା ଓ ରାଜସ୍ବ ଆଦାୟ ପାଇଁ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରହିଛନ୍ତି। ତହସିଲଦାରଙ୍କୁ ରାଜସ୍ବ ବିଭାଗ କର୍ମଚାରୀମାନେ…

ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି

ଡାବୁଗାଁ, ୨୯।୩ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri