୬ ପଞ୍ଚାୟତ ହିତାଧିକାରୀଙ୍କ ଗୋଟିଏ ମାସର ଚାଉଳ ଗାଏବ
ନବରଙ୍ଗପୁର,୨୯।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଲମ୍ବିବାରେ ଲାଗିଛି ସାଧାରଣ ବଣ୍ଟନ ଚାଉଳ ଦୁର୍ନୀତି ଚେର। ପୂର୍ବରୁ ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଅମଲାଭଟ୍ଟା ପଞ୍ଚାୟତରେ ୧୫୦୪ ଗରିବ ହିତାଧିକାରୀଙ୍କ ୮୬୩ କୁଇଣ୍ଟାଲ ଚାଉଳ ହଡ଼ପ ହୋଇଥିବା ଲୋକ ଲୋଚନକୁ ଆସିଥିବା ବେଳେ ବର୍ତମାନ…
ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୨୮।୬(ସତ୍ୟଜିତ୍ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ନବରଙ୍ଗପୁରର କୋଟିପତି ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ମଙ୍ଗଳବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି ପାଇଁ ପ୍ରଶାନ୍ତଙ୍କ ବିରୋଧରେ ଏଭଳି…
ବର୍ଷାରେ ଧୋଇଗଲା ରାସ୍ତାର ପିଚୁ
ଚନ୍ଦାହାଣ୍ଡି,୨୬।୬(ଦିଲ୍ଲୀପ ଦାସ): ଜନସାଧାରଣଙ୍କ ଗମନାଗମନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ତିଆରି କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ରାସ୍ତାରେ ପକା…
ହାଇ ଭୋଲ୍ଟେଜରୁ ପୋଡ଼ିଗଲା ଟିଭି, କୁଲର
ତେନ୍ତୁଳିଖୁଣ୍ଟି, ୧୭।୬(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତରେ ହଠାତ୍ ୪୪୦ ହାଇ ଭୋଲ୍ଟେଜ ଆସିଯିବାରୁ ଲୋକଙ୍କ ଟିଭି, କୁଲର, ଫ୍ରିଜ୍, ଘରର ସମସ୍ତ ବଲ୍ବ୍, କମ୍ପ୍ୟୁଟର, ମଟର, ଇନ୍ଭୋଟର ଓ ଇଣ୍ଡକ୍ଶନ ଚୁଲା ଆଦି ବିଭିନ୍ନ ସରଞ୍ଜାମ…
ଉନ୍ନୟନ କାର୍ଯ୍ୟ ଠପ୍, ହୋଇପାରୁନି ବିଲ୍
ତେନ୍ତୁଳିଖୁଣ୍ଟି, ୧୮ା୬(ଚିଦାନନ୍ଦ ସାହୁ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ନେଇ କର୍ମଚାରୀ ନିଯୁକ୍ତି କରାଯାଉଛି। କିନ୍ତୁ ଏବେ ଚାଲିଥିବା ଅମଲାଙ୍କ ଧର୍ମଘଟ ଓ କମ୍ ସଂଖ୍ୟକ କର୍ମଚାରୀ ଥିବାରୁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ପଡ଼ିଛି। ନବରଙ୍ଗପୁର…
ଡମ୍ପିଂ ୟାର୍ଡ ଭ୍ରମ ସୃଷ୍ଟି କରୁଛି ନୋଡାଲ ଆର୍ସିଡି ହାଇସ୍କୁଲ
ନବରଙ୍ଗପୁର, ୧୮ା୬(ସଦାଶିବ ପ୍ରହରାଜ) ୫-ଟି ମାଧ୍ୟମରେ ହାଇସ୍କୁଲଗୁଡ଼ିକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରଣ କରାଯାଉଛି। ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବେ କରିବାକୁ ୫-ଟି ସଚିବ ପ୍ରତ୍ୟେକ ଉଦ୍ଘାଟନ ସମୟରେ କହୁଛନ୍ତି। ତେବେ ଏହାର ଓଲଟା ଚିତ୍ର ନବରଙ୍ଗପୁର ସଦର…
ଠିକା ସଂସ୍ଥାକୁ ଡିମାଣ୍ଡ ନୋଟିସ
ନବରଙ୍ଗପୁର,୧୭ା୬(ସଦାଶିବ ପ୍ରହରାଜ) ଭାରତମାଳା ସଡ଼କ ପାଇଁ ସିୟୁନି କ୍ବାରିରୁ ଠିକା ସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ୩ ଲକ୍ଷରୁ ଅଧିକ ସିଏମ୍ ପଥର ଫଟାଇ ଉଠାଇ ଚାଲିଛନ୍ତି। ୩ ମିଟର ଖନନ…
ପୁଅ ଧର୍ମ ପରିବର୍ତ୍ତନ କରିଥିବାରୁ ବାପା ମୃତଦେହକୁ ଶ୍ମଶାନ ମନା
ଉମରକୋଟ,୧୭ା୬(ସନ୍ତୋଷ ଶତପଥୀ)ପୁଅ କରିଥିଲା ଧର୍ମ ପରିବର୍ତ୍ତନ। ତେଣୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ହିନ୍ଦୁ ଶ୍ମଶାନରେ ସତ୍କାର କରିବାକୁ ମିଳିଲାନି ଅନୁମତି। ଏପରି ଏକ ସମ୍ବେଦନଶୀଳ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବେହେଡ଼ା ପଞ୍ଚାୟତ ସିଉନାଗୁଡ଼ା ଗ୍ରାମରେ ଶୁକ୍ରବାର…
କୋଠା କାର୍ଯ୍ୟ ନିମ୍ନମାନର ଅଭିଯୋଗ
କୁଡୁମୁଲୁଗୁମ୍ମା,୧୬ା୬(ହୃଷୀକେଶ ସେଠୀ): କୁଡୁମୁଲୁଗୁମ୍ମା ଭେଟେରିନାରି ଅଫିସ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏହି କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ଠିକାଦାର ନେଇଛନ୍ତି। ସେ କାମ ଠିକ୍ ଭାବେ ତଦାରଖ କରୁ ନ ଥିବା ବେଳେ ଯନ୍ତ୍ରୀ କିମ୍ବା ଉପରସ୍ଥ…
ରସିଦ୍ ୩ମାସର, ଚାଉଳ ଦିଆଯାଉଛି ୨ ମାସର
ତେନ୍ତୁଳିଖୁଣ୍ଟି,୧୬।୬( ଚିଦାନନ୍ଦ ସାହୁ): ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଠିକ୍ ସମୟରେ ଠିକ୍ ପରିମାଣରେ ମିଳୁ ନ ଥିବା ଅଭିଯୋଗ ହେଉଛି। ଯେଉଁ ମାସର ଚାଉଳ ସେହି ମାସ ପରିବର୍ତ୍ତେ କାହାର ସୁବିଧା ପାଇଁ…
୨୧ ବର୍ଷର ରାଜନୀତି, କିନ୍ତୁ ପକ୍କା ଘର ଖଣ୍ଡେ ନାହିଁ
ନବରଙ୍ଗପୁର,୧୬।୬(ସଦାଶିବ ପ୍ରହରାଜ): ଗୋଟିଏ ପରିବାର ଭିତରେ ଏପର୍ଯ୍ୟନ୍ତ ୨୧ ବର୍ଷର ରାଜନୀତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ପର୍ଯ୍ୟାୟକ୍ରମେ ସ୍ବାମୀ ଓ ସ୍ତ୍ରୀ ଗୋଟିଏ ପଞ୍ଚାୟତରୁ ସରପଞ୍ଚ ହୋଇଛନ୍ତି। ରାଜନୀତିରେ ପ୍ରବେଶ ଓ ପରବର୍ତ୍ତୀ ସମୟରେ ପଦପଦବୀରେ ରହିଲେ ଅନେକ କିଛି ଉପାର୍ଜନ…
୯୨ କଇଁଛ ଉଦ୍ଧାର: ବନ୍ଧା ହେଲେ ୨ ଅଭିଯୁକ୍ତ
ପାପଡାହାଣ୍ଡି,୧୫।୬(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ କଇଁଛ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୨ଟି ବାଇକ୍ ଜବତ କରାଯାଇଥିବା ମଇଦଲପୁର ଥାନା ପରିସରରେ ଏକ…
Archives


