ମୟୂରଭଞ୍ଜ

ହାତୀପଲ ଧସ୍ତାଧସ୍ତି: ଚାପି ହୋଇ ଛୁଆ ହାତୀ ମୃତ

କପ୍ତିପଦା,୨୬ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନାଞ୍ଚଳର ନଟୋ ସଂରକ୍ଷିତ ଜଙ୍ଗଲର କଟୁରିଆ-ଶାଣଦେଇଠାରେ ହାତୀପଲ ମଧ୍ୟରେ ଧସ୍ତାଧସ୍ତି ହୋଇ ଏକ ଛୁଆହାତୀର ମୃତ୍ୟୁ ହୋଇଛି। ଛୁଆହାତୀ ବୟସ ୪ରୁ ୫ ମାସ ହେବ। ଖବରପାଇ ବନବିଭାଗ ପହଞ୍ଚି ମୃତଦେହ ଜବତ କରିଛି। ଦୁଇଦିନ…

ନାବାଳିକା ବଳାତ୍କାର ମାମଲାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ଅଫିସ,୨୪।୯: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟରେ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଦୁର୍ଗା ଚରଣ ମିଶ୍ର ମାମଲାର ବିଚାର କରି ଅଭିଯୁକ୍ତ ବୈଶିଙ୍ଗା…

କାର୍ଯ୍ୟାଳୟରେ ପଶି ଆକ୍ରମଣ: ୭ ବିଦ୍ୟୁତ୍‌ କର୍ମଚାରୀ ଗୁରୁତର

ବାରିପଦା ଅଫିସ,୨୩।୯: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଛାଞ୍ଚ ବିଦ୍ୟୁତ୍‌ ସେକ୍ସନ କାର୍ଯ୍ୟାଳୟରେ ବୁଧବାର ୪୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଆକ୍ରମଣରେ ୭ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତେ…

ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍‌ ଖୁଣ୍ଟରେ…

ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ସେ ହେଲେ ଅମାସ ଟୁଡୁ(୨୨)। ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ କାଟ ହୋଇଥିଲା।…

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ କୁଡୁମୀ ସଂଗଠନର ପ୍ରତିବାଦ

ବାରିପଦା ଅଫିସ,୨୩।୯: କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନକୁ ନେଇ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି…

ପୂଜାରେ ନିଶା, ଆଧୁନିକ ସଙ୍ଗୀତ ମନା

ବାରିପଦା ଅଫିସ,୨୩ା୯:ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସହରଠାରୁ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ମୂର୍ତ୍ତି ତିଆରି ସାଙ୍ଗକୁ ତୋରଣ ସାଜସଜ୍ଜା କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ପୂଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ…

ଶୁଦ୍ଧିକ୍ରିୟାକୁ ଯାଉଥିଲେ, ବାଟରେ ଚାଲିଗଲା ଜୀବନ

ଖୁଣ୍ଟା,୨୨।୯(ଡି.ଏନ.ଏ.): ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିଲେ,ହେଲେ ବାଟରେ ଜଗିଥିଲା ଜମ। କିଛି ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ। ଗୁରୁବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳା ହେଲେ ଖୁଣ୍ଟା…

ହାତୀଙ୍କୁ ଜଗିବେ ଗଜସାଥୀ

ବେତନଟୀ, ୨୧।୯ (ସ୍ବ.ପ୍ର.): ହାତୀପ୍ରବଣ ଅଞ୍ଚଳରେ କାମ କରିବେ ଗଜସାଥୀ। ଏଥିପାଇଁ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଗଜସାଥୀମାନଙ୍କୁ ବୁଧବାର ତାଲିମ ପ୍ରଦାନ କରାଯାଇଛି। ରେଞ୍ଜର ଘନଶ୍ୟାମ ସିଂଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସହକାରୀ ବନ ସଂରକ୍ଷକ ରବିନାରାୟଣ ମହାନ୍ତି…

ବେତନଟୀ ତହସିଲରେ ସିଲିଂ ଜମି ଦୁର୍ନୀତି

ବେତନଟୀ, ୨୨ା୯ (ସ୍ବ. ପ୍ର.): ପୂର୍ବରୁ ବାଲି ଓ ମୋରମ କାରବାର ଯୋଗୁ ବିବାଦରେ ରହି ଆସିଥିବା ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ଏବେ ପୁଣି ସିଲିଂ ଜମି ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଦଳିତ, ଆଦିବାସୀ ଓ ସାଧାରଣବର୍ଗର…

ହାତୀ ପାଇଁ ସାରା ରାତି ଅଟକ: ୧୪ଘଣ୍ଟା ପରେ ମୁକୁଳିଲେ ଫରେଷ୍ଟର, ବନ କର୍ମଚାରୀ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୨ା୯(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀ ଭୟରେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି ଲୋକେ। ଘର ଦ୍ୱାର ଭାଙ୍ଗୁଛି। ଫସଲ ଉଜୁଡ଼ୁଛି। କ୍ଷତି ପୂରଣ ମିଳୁନି କିମ୍ବା ହାତୀ ଘଉଡ଼ାଇବା ବ୍ୟବସ୍ଥା କରୁନାହିଁ ବନ ବିଭାଗ। ଏଭଳି ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ତାତିଛନ୍ତି…

୮କି.ମି. ଚାଲିଲେ ଛାତ୍ରୀଛାତ୍ର

ଠାକୁରମୁଣ୍ଡା,୨୧।୯(ଡି.ଏନ୍‌.ଏ):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ଫଳରେ ୮ କି.ମି ଦୂର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲିଚାଲି ଅଭିଯୋଗ କରିବାକୁ ଗଲେ ଛାତ୍ରୀଛାତ୍ର। ସେମାନଙ୍କୁ ଅଧା ବାଟରେ ପୋଲିସ ଓ ବ୍ଲକ୍‌ ପ୍ରଶାସନ ଅଟକାଇଥିଲା। ମଙ୍ଗଳବାର ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା…

କୁଡୁମୀ ସମାଜ ସଙ୍ଗଠନର ରେଳରୋକୋ: ଯାତାୟାତ ବାଧାପ୍ରାପ୍ତ

ରାଇରଙ୍ଗପୁର,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନିକଟବର୍ତ୍ତୀ ଅଁଳାଯୋଡ଼ି ଷ୍ଟେଶନ ନିକଟରେ ମଙ୍ଗଳବାର କେନ୍ଦ୍ରୀୟ କୁଡୁମୀ ସମାଜ ସଙ୍ଗଠନ ରାଇରଙ୍ଗପୁର ଶାଖା ପକ୍ଷରୁ ରେଳରୋକୋ କରାଯାଇଛି । କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ଏହି ରେଳରୋକୋ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ସମ୍ପାଦକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri