ଗାଈ ସହ ପିକ୍ଅପ୍ ଭ୍ୟାନ ଲୁଟ୍ ଘଟଣା: ଧରାପଡ଼ିଲେ ଫେରାର ଅଭିଯୁକ୍ତ
ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମାଠାରେ ମୂଲ୍ୟବାନ ଗାଈ ସହ ପିକ୍ଅପ୍ ଭ୍ୟାନ ଲୁଟ ଘଟଣାରେ ସମ୍ପୃୃକ୍ତ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ସେ ହେଲେ ଗୋବିନ୍ଦରାୟପୁର ଗ୍ରାମର ନୁର୍ ହୁସେନ ଖଁାଙ୍କ…
୧୦୨ ମଣ୍ଡିରେ ଧାନ ବିକିବେ ୬୪, ୩୨୬ ଚାଷୀ
ବାରିପଦା ଅଫିସ,୧୧ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୨୦ରୁ ଚାଷୀଙ୍କଠାରୁ ଖରିଫ ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର ଏକ…
ଜୀବନ ବଞ୍ଚାଇଛି ଝରଣା ପାଣି
ବାରିପଦା ଅଫିସ,୯।୧୧: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଭାଲକି ପଞ୍ଚାୟତର ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି ା ଦୀର୍ଘ ଦୁଇ କି.ମି. ଦୂର ବିଲ ଝରଣାରୁ ମହିଳାମାନେ ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ…
ମ୍ୟୁନିସିପାଲିଟିର ଟାଳଟୁଳ ନୀତି, ତେଜୁଛି ଅସନ୍ତୋଷ
ବାରିପଦା ଅଫିସ,୮ା୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା । ଦୋକାନୀମାନେ ରାସ୍ତା ଉପରେ ବାଣିଜି୍ୟକ ପ୍ରତିଷ୍ଠାନ ଖୋଲିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇପଡୁଛି । ଫଳରେ ଗାଡ଼ିମଟର ଚଳାଚଳରେ ବ୍ୟାଘାତ ହେଉଥିବା ବେଳେ ପ୍ରତିଦିନ…
ଅନ୍ତହୀନ ସୀମାନ୍ତ ଦୁଃଖ
ବାରିପଦା ଅଫିସ,୮ା୧୧:ସୀମାନ୍ତ ଲୋକଙ୍କୁ ରାଜ୍ୟର ବିକାଶ ପଥରେ ସାମିଲ କରିବାକୁ ବିଭିନ୍ନ ଯୋଜନା କରାଯାଉଥିବା ସରକାର କହୁଛନ୍ତି। ହେଲେ ବାସ୍ତବରେ ଚିତ୍ର କିନ୍ତୁ ଭିନ୍ନ। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜ ହେଉ ବା ମୟୂରଭଞ୍ଜ ଜିଲା ଝାଡ଼ଖଣ୍ଡ ସୀମାନ୍ତ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ
ମୋରଡା,୭ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଓ ନାବାଳିକା ଜଣକ ୫ ମାସର ଅନ୍ତଃସ୍ବତ୍ତା ହେବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ. ୩୧୦/୨୨)…
ମା’ଙ୍କୁ ଡାହାଣୀ କହିି ପୁଅକୁ ଆକ୍ରମଣ
ସାରସକଣା,୭ା୧୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ସାନଚାଟରା ଗ୍ରାମରେ ମା’ଙ୍କୁ ଡାହାଣୀ ସନ୍ଦେହ କରି ପୁଅଙ୍କୁ ଭୁଜାଲି ମାଡ଼ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆହତ ଯୁବକ ଜଣକ ହେଲେ ଶ୍ରବଣ ମହାନ୍ତ। ତାଙ୍କ ଭାଇ ସମୀର ମହାନ୍ତ…
ପିଆର୍ଏମ୍ ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର
ବାରିପଦା ଅଫିସ,୭ା୧୧:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲେ କଲେଜ ଓ ହସ୍ପିଟାଲ(ପିଆର୍ଏମ୍) ଚକ୍ଷୁ ବିଭାଗ ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ସେଠାରେ ଚିକିତ୍ସାଧିନ ରୋଗୀ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟ…
୨ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ
ଠାକୁରମୁଣ୍ଡା,୬।୧୧(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୨ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାରଠାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ଗୁଡ଼ିକୁ ଚାଉଳ ଯୋଗାଣ ହୋଇ ନ ଥିବାରୁ ଏପରି ସମସ୍ୟା…
ଛାତରୁ ପ୍ଲାଷ୍ଟର ଖସିି ଛାତ୍ର ଆହତ
ବିଶୋଇ,୫।୧୧(ଡି.ଏନ୍.ଏ): ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡ଼ିକୁ ନୂଆ ରୂପ ଦେଉଛନ୍ତି। ସ୍ମାର୍ଟ କ୍ଲାସ୍ ରୁମ୍ ସହିତ ଅତ୍ୟାଧୁନିକ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି। ମାତ୍ର ତରବରିଆ ଭାବେ ଓ ନିମ୍ନମାନର…
ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ
ସାରସକଣା,୫।୧୧(ଡି.ଏନ.ଏ.): ୪ବର୍ଷ ହେଲା ଗ୍ରାମରେ ସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଏକ କ୍ଲବ ଗୃହକୁ ଅସ୍ଥାୟୀ ଅଙ୍ଗନଓ୍ବାଡି ରୂପେ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ନୂତନ କେନ୍ଦ୍ର ନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ…
ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ
ବାରିପଦା ଅଫିସ, ୫।୧୧: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ସଚେତନତା ଅଭାବରୁ କଙ୍ଗାରୁ କୋର୍ଟ ବାରମ୍ବାର ଦେଖିବାକୁ ମିଳିଥାଏ। ଗୁଣିଗାରେଡ଼ିଠାରୁ ଆରମ୍ଭ କରି ଡାହାଣୀ ସନ୍ଦେହ ଏବଂ ପ୍ରେମଜନିତ ଘଟଣାରେ ଲୋକେ ଆଇନର ଆଶ୍ରୟ ନେବା ପରିବର୍ତ୍ତେ ଗ୍ରାମରେ କଙ୍ଗାରୁ କୋର୍ଟ…

