ପାଣି ପାଇଁ ଡହଳବିକଳ: ଧାରଣାରେ ବସିଲେ ଗ୍ରାମବାସୀ
ମୋରଡ଼ା,୯ା୬(ଡି.ଏନ୍.ଏ.): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଏପରିସ୍ଥଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ…
ଭଣଜାଙ୍କୁ ଯୋଜନା ମୁତାବକ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମାମୁ
ଉଦଳା,୭ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀ ଜଳପ୍ରପାତରେ ବୁଡ଼ି ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳର ଡାକ୍ତରୀ ଛାତ୍ର ଲିପେନ ସାହୁଙ୍କ ମୃତ୍ୟୁ ଘଟଣା ବୁଧବାର ଭିନ୍ନ ମୋଡ଼ ନେଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ…
ବଡ଼ସାହିରେ ମୋରମ ଚାଲାଣ
ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ କମିଟି…
ହାତୀ ଆକ୍ରମଣରେ ମହିଳା ମୃତ
ବାରିପଦା ଅଫିସ,୬।୬: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବଡସାହି ଥାନା ଅଧୀନ ଗଜଡିହିରେ। ମଙ୍ଗଳବାର ସକାଳେ ଗଜଡିହି ସଂରକ୍ଷିତ ଜଙ୍ଗଲରେ ମହିଳା ଜଣକ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିବା…
ଆରଡିସିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ବାରିପଦା ଅଫିସ,୬ା୬: ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ସିଲିଂ ଉଦବୃତ୍ତ ଜମିର ବ୍ୟାପକ ଦୁର୍ନୀତି ଘଟଣାରେ ୮ ମାସ ହେଲା ତଦନ୍ତ ସରୁନାହିଁ। ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଏ ନେଇ…
ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା
ମୋରଡ଼ା,୪ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ମିଳୁନାହିଁ, ଯାହା ଫଳରେ…
ଟ୍ରେନ୍ ଦୁର୍ଘଟଣା: ନିଜ ଲୋକଙ୍କୁ ଝୁରୁଛନ୍ତି ପରିବାର ଲୋକେ
ମୋରଡ଼ା,୩ା୬(ଡି.ଏନ୍.ଏ.): ଆଖିରୁ ଲୁହ ଶୁଖୁନି। ମା’, ବାପା, ସ୍ତ୍ରୀ ଓ ପରିବାର ଲୋକେ ନିଜ ଲୋକଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ପରିବାର ପୋଷଣ ପାଇଁ କାମ କରିବାକୁ ଚେନ୍ନାଇ ଯାଉଥିଲେ। କିନ୍ତୁ ସବୁ ଅଟକି ଯାଇଥିଲା ଶୁକ୍ରବାର ସନ୍ଧ୍ୟାରେ। ବାଲେଶ୍ୱର…
ଚାକିରି ଆଶାରେ ଯାଇଥିଲେ, ଶବ ହୋଇ ଫେରିଲେ
ମୋରଡ଼ା,୩ା୬(ଡି.ଏନ୍.ଏ.): ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଦୁଇ ଭାଇ। ଆଶା ଥିଲା ଚାକିରି କରି ଭଲରେ ଭଲରେ ପରିବାର ପୋଷଣ କରି ମା-ବାପାଙ୍କ ନାଁ ରଖିବେ। କିନ୍ତୁ ଆଶା ଆଶାରେ ରହିଗଲା। ଦୁଇ ଭାଇଙ୍କ ମଧ୍ୟରୁ ଚାଲିଗଲା ଜଣେ ଭାଇଙ୍କ ଜୀବନ। ଶୁକ୍ରବାର…
ବିଦ୍ୟୁତ୍ ଅଫିସ ଘେରିଲେ ଅଞ୍ଚଳବାସୀ
ମୋରଡା,୧।୬(ଡି.ଏନ୍.ଏ.): ଅସହ୍ୟ ତାତିରେ ସାରା ରାଜ୍ୟ ସିଝୁଥିବା ବେଳେ ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଥିବାରୁ…
୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ
ବାରିପଦା ଅଫିସ,୧ା୬: ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନାଧିକାରୀ ବିଶ୍ବଜିତ ଦାଶ ସଦଳବଳ ଚଢ଼ାଉ କରି ୨୯ଗ୍ରାମ୍ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହିତ ଏକ…
ଚାକିରୀ ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକିଦେବା ଘଟଣାରେ ଅଭିଯୁକ୍ତଙ୍କୁୁ ୫ବର୍ଷର ଜେଲଦଣ୍ଡ
ବାରିପଦା ଅଫିସ,୩୧।୫: ଚାକିରି ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକ୍ରି କରିବା ଘଟଣାରେ ମୟୂରଭଞ୍ଜ ଜିଲା ଅତିରିକ୍ତ ସହକାରୀ ଦୌରା ଜର୍ଜ କୋର୍ଟର ବୁଧବାର ରାୟ ପ୍ରକାଶ କରିଛନ୍ତି। ଜଜ ବାସୁଦେବ ଆଚାର୍ଯ୍ୟ ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…
ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଲେ ଲୁଟେରା
ଠାକୁରମୁଣ୍ଡା,୩୧।୫(ଡି.ଏନ.ଏ.): କାର୍ ଭିତରୁ ଲୁଟି ନେଲେ ଟଙ୍କା ବ୍ୟାଗ୍। ଠାକୁରମୁଣ୍ଡା ବଜାରରେ କାର୍ ଛିଡା କରି ଜଳଖିଆ ଖାଉଥିବାବେଳେ କାର୍ ଭିତରେ ବସିଥିବା ମହିଳାଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡାଇନେଇ ବାଇକ୍ରେ ଚମ୍ପଟ ମାରିଲେ ଲୁଟେରା। ସୂଚନାଯୋଗ୍ୟ, ବୁଧବାର କରଞ୍ଜିଆ ନିକଟ…

