ମୟୂରଭଞ୍ଜ

ଜୁଇରୁ ଫେରାଇ ଆଣିଲେ ମୃତଦେହ

ଉଦଳା (ସନ୍ତୋଷ କୁମାର ବାଚ୍ଛିନୀ)/ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ), ୩।୭: ଜୁଇ ସଜଡ଼ା ସରିଥିଲା। ଆଉ କିଛି ସମୟ ଅନ୍ତିମ ସଂସ୍କାର ହୋଇଥାନ୍ତା। ହେଲେ ମୃତକ ବଞ୍ଚତ୍ଥିବା କହି ଗୁଣିଆଙ୍କୁ ଡାକିଲେ ପରିବାର ଲୋକେ। ଗୁଣିଗାରେଡ଼ି ସହ ମୃତଦେହକୁ ଝଡ଼ାଫୁଙ୍କା କରିଥିଲେ।…

ବ୍ଲକରେ ମହାଦୁର୍ନୀତି: ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ମୋରଡ଼ା,୨ା୭(ସ୍ମାରକ ମାଝି): ରବିବାର ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ପାକଟିଆ ପଞ୍ଚାୟତ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କଂଗ୍ରେସ ସମ୍ପାଦକ ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକର ୧୬ ପଞ୍ଚାୟତର ପୁରୁଖା କଂଗ୍ରେସ କର୍ମୀମାନେ ଏଥିରେ…

୪ ହାତୀ ଦାନ୍ତ ଜବତ: ୫ଗିରଫ

ବାରିପଦା,୨।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳରେ ହାତୀ ଦାନ୍ତ ବିକ୍ରି ନିମନ୍ତେ ଡିଲ୍‌ ସମୟରେ ବନବିଭାଗ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ହାତୀଦାନ୍ତ ଜବତ ହୋଇଛି । ବିଶ୍ବସ୍ତ ସୂତ୍ରରୁ ଖବରପାଇ…

ଘର ଭିତରକୁ ପଶିଗଲା କାର

  ବାରିପଦା ଅଫିସ,୧।୭: ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ମଞ୍ଚାବନ୍ଧାଠାରେ ଦୁଇ କାର ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ କାର ଜଣଙ୍କ ଘର ଭିତରକୁ ପଶିଯାଇଛି। ଅନ୍ୟ କାରଟି ରାସ୍ତା ପାଶର୍‌ବରେ ଓଲଟି ପଡିଥିଲା । ଫଳରେ କାର ମଧ୍ୟରେ…

୩ ବର୍ଷ ହେବ ନିଜେ ଚାକିରିରୁ ବିଦା: ଚାକିରି ଦେବା ନାଁରେ କରୁଥିଲେ ଠକେଇ

ଉଦଳା,୩୦ା୬(ସନ୍ତୋଷ କୁମାର ବାଚ୍ଛିନୀ): ଡାକ୍ତରଖାନାରେ ଚିକିରି କରାଇଦେବାକୁ କହି ଟଙ୍କା ଲୁଟୁଥିବା ଅଭିଯୋଗରେ ଉଦଳା ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉଦଳା ଏନ୍‌ଏସି ୪ ନଂ. ୱାର୍ଡର ରଜତ କୁମାର ପାତ୍ର। ଚାକିରି କରାଇଦେବାକୁ କହି ଲୋକଙ୍କ ନିକଟରୁ…

‘ଜନପ୍ରତିନିଧିଙ୍କୁ ଅବହେଳା କରାଯାଉଛି’

ବାରିପଦା,୨୯ା୬(ନୀଳାଦ୍ରି ବିହାରୀ ଦଣ୍ଡାପଟ): ଓଡ଼ିଶାବାସୀ ଭୋଟ ଦେଇ ନିର୍ବାଚିତ କରିଥିବା ଜନପ୍ରତିନିଧିମାନଙ୍କୁ ଅବହେଳା କରାଯାଉଛି। ମନ୍ତ୍ରୀ, ବିଧାୟକମାନେ ହାତଯୋଡି ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଭଳି କାର୍ଯ୍ୟକଳାପକୁ ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ଏକ ଷଡ଼ଯନ୍ତ୍ର…

ଓଲଟିଲା ଯାତ୍ରୀଯାବାହୀ ବସ୍‌ ୧୫ରୁ ଊଦ୍ଧର୍‌ବ ଆହାତ

ବାରିପଦା,୨୭।୬: ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ମଙ୍ଗଳବାର ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ପାଶର୍‌ବକୁ ଓଲଟିପଡିଛି । ଫଳରେ ୧୫ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇଛନ୍ତି । ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର…

ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା:୧୦ ଗିରଫ 

ବାରିପଦା,୨୪।୬: ଶିମିଳିପାଳ ଅଭୟାରଣ୍ୟର ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଅଭିଯୁକ୍ତ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୋଲି ସୂଚନା ମିଳିଛି । ଗତ ୧୬ ତାରିଖରେ ବିଳମ୍ବିତ ରାତିରେ…

ଖୋଲିଲା ଏଜୁକେଶନାଲ ଇ-ଷ୍ଟୁଡିଓ

ବାରିପଦା, ୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ଏଜୁକେଶନାଲ ଇ-ଷ୍ଟୁଡିଓର ଶୁଭାରାମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ଏହାକୁ ଉଦ୍‌ଘାଟନ…

ମୁକୁଳାପଡ଼ିଛି ଶିମିଳିପାଳ

ବାରିପଦା,୨୧।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିକାରୀଙ୍କ ଗୁଳିରେ ମାସକ ମଧ୍ୟରେ ଦୁଇ ବନ କର୍ମଚାରୀ ନିହତ ହେବା ପରେ ସୁରକ୍ଷା ଦାବି ନେଇ ବନ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ପାଟ୍ରୋଲିଂ କରୁ ନ ଥିବାରୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମୁକୁଳା…

ବସ୍‌କୁ ଧକ୍କା ଦେଲା ବାଇକ୍‌: ବାପା ମୃତ, ପୁଅ ଗୁରୁତର

ବଡ଼ସାହି,୨୦।୬(ସ୍ବପ୍ର, ଦୀପକ ବୁଗୁଡେଇ): ମୟୂରଭଞ୍ଜ ଜିଲା ବଡ଼ାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ବସ୍‌ ବାଇକକୁ ଧକ୍କା ଦେଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ…

ଆଜି ପହଣ୍ଡି, ବୁଧବାର ରଥଯାତ୍ରା

ବାରିପଦା,୨୦ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଜଗନ୍ନାଥ ମନ୍ଦିରରେ ସୋମବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ତିନି ଦିଅଁଙ୍କ ନବଯୌବନ ସହ ରୂପା ବେଶ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?