ମୟୂରଭଞ୍ଜ

୧୨ କେରାଣ୍ଡି ପାଇଁ କଙ୍ଗାରୁ କୋର୍ଟରେ ମାଡ଼: ବିଷପିଇ ଯୁବକଙ୍କ ଆତ୍ମହତ୍ୟା

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା (ତାରାକାନ୍ତ ପଟ୍ଟନାୟକ),୧୦ା୯ସାମାନ୍ୟ ମାଛ ଚୋରି ପାଇଁ କଙ୍ଗାରୁକୋର୍ଟରେ ମାଡ଼ ମାରି ଦଣ୍ଡିତ କରିଥିବାରୁ ଲୋକଲଜ୍ୟା ସହି ନ ପାରି ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଠାକୁରମୁଣ୍ଡା ଥାନା ଅଧୀନ…

ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା

ମୋରଡ଼ା,୯ା୯(ସ୍ମାରକ ମାଜୀ): କଥା କଟାକଟି ଓ ହୋହଲ୍ଲା ମଧ୍ୟରେ ମୋରଡ଼ା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବିଡିଓ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ…

ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ, ସଭ୍ୟସଭ୍ୟା

ମୋରଡା,୮।୯(ସ୍ମାରକ ମାଜୀ): ବହୁ ବାଦବିବାଦ ମଧ୍ୟରେ ମୟୂରଭଞ୍ଜ ଜିଲା ମୋରଡା ପଞ୍ଚାୟତ ସମିତିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ତବେ ବୈଠକ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ପ୍ରଥମେ ବ୍ଲକର ୨୦ ପଞ୍ଚାୟତର ସରପଞ୍ଚମାନେ ଏକ ଦାବିପତ୍ର ମୋରଡା ବଡିିଓ…

ସହରରେ ମାତିଛନ୍ତି ମହିଳା ଲୁଟେରା

ବାରିପଦା,୮ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ଦିନକୁ ଦିନ ଆପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେଲା ମହିଳା ଲୁଟେରା ସକ୍ରିୟ ହୋଇ ଲୁଟ୍‌ କରିବାରେ ସଫଳ ହେଉଛନ୍ତି। ଏପରି ଏକ ଘଟଣାରେ ପୋଲିସ ଛାନଭିନ୍‌ ଚଳାଇ ୩…

ପ୍ରକୃତି ସୁନ୍ଦରୀ ଶିମିଳିପାଳ

ସବୁଜ ସୁନ୍ଦର ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ। ଏହା କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ ବରଂ ଅସନ୍ତୁଳିତ ପରିବେଶକୁ ସନ୍ତୁଳିତ କରେ। ଆଦିବାସୀ ପରିବାରର ଜୀବନ କଳସକୁ ପୂର୍ଣ୍ଣକରେ। ପ୍ରକୃତିର ଅପରୂପ ଶୋଭାରାଜି ବହନ କରିଥିବା ପ୍ରକୃତିରାଣୀ ଶିମିଳିପାଳ…

ରେଳ ଧାରଣା ଉପରେ ପଡ଼ିଲା ବିଶାଳକାୟ ଗଛ, ଚାପି ହୋଇ ମହିଳା ଗୁରୁତର

ବାରିପଦା,୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବେତନଟୀ ରେଳ ଷ୍ଟେଶନରେ ଗୁରୁବାର ଏକ ବଡ଼ ବିପଦ ଟଳି ଯାଇଛି। ଟ୍ରେନ୍‌ଟି ଉକ୍ତ ଷ୍ଟେଶନ ଅତିକ୍ରମ କରିବାର ମାତ୍ର ୫ ମିନିଟ୍‌ ପରେ ରେଳ ଧାରଣା ଉପରେ ଏକ ବିଶାଳକାୟ ଶାଳଗଛ ପଡ଼ିଥିଲା। ସୂଚନାନୁଯାୟୀ, ରୁପ୍‌ସାରୁ…

୩ ଶହୀଦଙ୍କ ଘରୁ ଗଲା ମାଟି

ରାଇରଙ୍ଗପୁର,୬।୯(ମନୋରଞ୍ଜନ ତିରିଆ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମ ନିମନ୍ତେ ଶହୀଦ୍‌ ଯବାନଙ୍କ ଘରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି। ଏହି ମାଟିକୁ ଏକାଠି କରି ଦିଲ୍ଲୀସ୍ଥିତ ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ’ ନିକଟରେ ଶହୀଦଙ୍କ…

ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରଷିବେ ସୁବାସା, ରାଇମତୀ

ବାରିପଦା/କୁନ୍ଦୁରା ୬।୯, (ନୀଳାଦ୍ରି ବିହାରୀ ଦଣ୍ଡପାଟ/ ସନ୍ତୋଷ ପ୍ରହରାଜ): ନୂଆଦିଲ୍ଲୀ ଭାରତ ମଣ୍ଡପଠାରେ ଆସନ୍ତା ୯ ଏବଂ ୧୦ତାରିଖ ଦୁଇଦିନ ଧରି ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ପ୍ରମୁଖ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ…

ଅନାଲୋଚିତ ଅବସ୍ଥାରେ ସୁବର୍ଣ୍ଣମଞ୍ଜରୀ

ବାରିପଦା, ୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ୧୧୧୫ ଫୁଟର ଜଳପ୍ରପାତର ସନ୍ଧାନ ମିଳିଛି। ଏହା ଦୃଷ୍ଟି ଆଢୁଆଳରେ ରହିଯାଇଥିବା ବେଳେ ମୟୂରଭଞ୍ଜ ମିରର ସଙ୍ଗଠନର ସଦସ୍ୟମାନେ ଏହି ଜଳପ୍ରପାତକୁ ଠାବ କରି ଲୋକଲୋଚନକୁ ଆଣିପାରିଛନ୍ତି। ଶିମିଳିପାଳ ଜାତୀୟ…

ଝଲସୁଛି ୪ ପୋଖରୀ

ବାରିପଦା,୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ନୂଆ ରୂପରେ ଝଲସୁଛି ବାରିପଦା ସହରର ୪ ପୋଖରୀ। ବହୁ ପୁରାତନ ଚାପଲ ପୋଖରୀ, ବଡ଼ ପୋଖରୀ, ଜୁବୁଲୀ ପୋଖରୀ ଓ ହେମସାଗର ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାରିପାଶର୍‌ବିକ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପନ୍ନ…

ଈଶାଣପୁର ଗାଁକୁ ରାସ୍ତା ବନ୍ଦ

ବୈଶିଙ୍ଗା,୫ା୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ରେଲଓ୍ବେ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ…

ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଅଞ୍ଚଳର ବୁଧିରାମ ସିଂ(୨୭)। ଏ ସଂକ୍ରାନ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?