ୟୁଟ୍ୟୁବ୍ରେ ଓଡ଼ିଆ ପ୍ରତିଭା
ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପରେ କେତେଜଣ ରାତାରାତି ଷ୍ଟାର ପାଲଟୁଛନ୍ତି ତ ଆଉ କେତେକ କିପରି ଉତ୍ତମ ଭାବେ ପ୍ରତିଭା…
ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର : ଭାଜପାର ପୂର୍ବତନ ଜିଲା ସଭାପତିଙ୍କ ନାମରେ ଏତଲା
ବାରିପଦା ଅଫିସ/ରାସଗୋବିନ୍ଦପୁର,୧୦ା୭(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ତହସିଲ କାର୍ଯ୍ୟାଳୟରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଧମକ ଦେଇଥିବା ଅଭିଯୋଗରେ ଭାଜପାର ପୂର୍ବତନ ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ରାସଗୋବିନ୍ଦପୁର ପୋଲିସ ଏନେଇ ଏକ ମାମଲା(ନଂ.୧୨୩/୨୦୨୦) ରୁଜୁ କରି…
୮ ବର୍ଷ ହେଲା ଗାତ ଖୋଳି ରହୁଥିଲେ, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ପ୍ରଶାସନ
କପ୍ତିପଦା,୮ା୭(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଶରତ ପଞ୍ଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ୮ ନମ୍ବର ୱାର୍ଡର ଜଣେ ଅସହାୟ ବିଧବା ବୃଦ୍ଧାଙ୍କୁ ପ୍ରଶାସନ ଉଦ୍ଧାର କରିଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିବା ସହିତ ବାରିପଦାସ୍ଥିତ ବୃଦ୍ଧାଶ୍ରମରେ…
କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା
ବାରିପଦା ଅଫିସ,୮ା୭- ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ୪୦୪ଟି ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜିଲାରେ ଦିଗହରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।…
ଅଣ୍ଡା ଭାଜିବା ବେଳେ ଗ୍ୟାସରୁ ଲାଗିଲା ନିଆଁ
ଚିତ୍ରଡ଼ା,୭।୭(ଡ଼ି.ଏନ୍.ଏ): ମୟୂଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ମୋରଡା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ସୂଚନାଯୋଗ୍ୟ, ସୁରେନ୍ଦ୍ରଙ୍କ ସ୍ତ୍ରୀ ସାବିତ୍ରୀ…
ଭଙ୍ଗା କୁଡ଼ିଆରେ ଅସହାୟ ପରିବାର
ଚିତ୍ରଡ଼ା, ୬ା୭(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଚାଟିଆ ଗ୍ରାମର ଚାମଟୁ ବିନ୍ଧାଣିଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ସୁବିଧା ପାଉନାହାନ୍ତି। ଆବାସ ଯୋଜନାରେ ଘର…
ସୁନା ଚେନ୍ ପାଇଁ ଜୀବନ ହାରିଲେ ନାବାଳିକା
ବାରିପଦା ଅଫିସ,୩ା୭-ମା’ଙ୍କ ସହିତ ପୋଖରୀରେ ଗାଧୋଉଥିବା ବେଳେ ଜଣେ ନାବାଳିକାଙ୍କ ବେକ୍ରୁ ସୁନାଚେନ୍ ଖସିପଡ଼ିଥିଲା। ଘର ଲୋକେ କାଳେ ମାଡ଼ ଗାଳି କରିବେ ସେହି ଭୟରେ ନାବାଳିକା ଜଣଙ୍କ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଦୁଃଖଦ ଘଟଣା…
‘୧୦ ଲକ୍ଷ ଦିଅ, ନଚେତ୍ ଗଁ। ଖାଲି କର’
ବାରିପଦା ଅଫିସ, ୩ା୭- ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଧୀନ ବାରିଆ ଗ୍ରାମରେ ଲଗାଯାଇଥିତ୍ବା ଏକ ପୋଷ୍ଟରକୁ ଶୁକ୍ରବାର ରରୁଆଁ ପୋଲିସ ଜବତ କରିଛି। ମାଓବାଦୀ ଏହି ପୋଷ୍ଟର ଲେଖିଥିବା ସନ୍ଦେହ କରି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ୨ ଦିନ ହେଲା…
ସଂକ୍ରମଣ ବଢ଼ିବା ଆଶଙ୍କା: ପଶ୍ଚିମବଙ୍ଗ ମିସ୍ତ୍ରୀଙ୍କ ଉପରେ ନଜର ରଖିବ ଓ୍ବାଚ୍ କମିଟି
ବାଙ୍ଗିରିପୋଷି,୩୦ା୬(ଡି.ଏନ୍.ଏ.): ପଶ୍ଚିମବଙ୍ଗର ମୁର୍ଶୀଦାବାଦ ଅଞ୍ଚଳରୁ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳକୁ ଲୁଚାଛପାରେ ଆସି ମିସ୍ତ୍ରୀ କାମ କରୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏଥିରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ତତ୍ପର ହୋଇଛି। ସୋମବାର…
ଆମ୍ବପିଛୁଳା-ସୁଡ଼ସୁଡ଼ିଆ ବାଲିଘାଟରେ ୧୪୪ ଧାରା ଜାରି
କପ୍ତିପଦା,୨୭ା୬(ଡ଼ି.ଏନ୍.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ବଡ଼ଖଲାଡ଼ି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବଡ଼ଖଲାଡ଼ି ମୌଜାର ଆମ୍ବପିଛୁଳା ଶୁଣ୍ଢଳ ବାଲିଘାଟରେ ଚୋରା ବାଲି ଚାଲାଣକୁ ରୋକିବା ପାଇଁ କପ୍ତିପଦା ଉପ ଜିଲାପାଳ ଭଗବାନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଜାରି…
ଅବଧି ସରିଲା, ସରିଲାନି ରାସ୍ତା କାମ
ବାରିପଦା ଅଫିସ,୨୬।୬: ଅବଧି ସରିବାର ୯ ମାସ ବିତିଲାଣି ହେଲେ ରାସ୍ତା କାମ ସରୁନି। ଠିକାଦାର କାମ ଛାଡ଼ି ଚାଲି ଯାଇ ଥିବାରୁ ଏହା ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୨ଟି ଗ୍ରାମର…
ଏମ୍ଜିଏନ୍ଆର୍ଇଜିଏସ୍ ଅର୍ଥ ହଡ଼ପ ଘଟଣା: ୧୦ ଅଧିକାରୀ, ୩ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ
ବାରିପଦା ଅଫିସ, ୨୫ା୬: ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନ ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଧଳବଣୀ ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ ଅର୍ଥ ହଡ଼ପ ଘଟଣାରେ ୧୦ ସରକାରୀ ଅଧିକାରୀ ଓ ୩ ସରପଞ୍ଚଙ୍କ ନାମରେ ମାମଲା ରୁଜୁ ପାଇଁ ଜିଲାପାଳ ବିନୀତ ଭରଦ୍ୱାଜ…
Archives


