ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ
ବାରିପଦା ଅଫିସ/ଚିତ୍ରଡ଼ା,୨୨ା୧୦(ଡି.ଏନ.ଏ.): କରୋନା କଟକଣା ନ ମାନି ଯାତ୍ରା ପରିବେଷଣ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ‘ଧର୍ତ୍ତୀ ସିର୍ଜନ’ ନାମକ ଏକ ଆଦିବାସୀ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିବା ସହ ୬ ଆୟୋଜକଙ୍କ ନାମରେ ମାମଲା…
ଗାଡ଼ି, ଟଙ୍କା ଛାଡ଼ି ପଳାଇଲେ ଲୁଟେରା
ଉଦଳା,୨୦ା୧୦(ଡି.ଏନ.ଏ.): ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇ ପଳାଉଥିବା ବେଳେ ଲୋକେ ପିଛା କରିବାରୁ ୨ ଦୁର୍ବୃତ୍ତ ଲୁଟ ଟଙ୍କା ଓ ଏକ ପଲସର ବାଇକ୍ ଛାଡ଼ି ଫେରାର ହୋଇଯିବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଉଦଳା…
ସଂରକ୍ଷଣ ତାଲିକାକୁ ନେଇ ୨୯୯ ଅଭିଯୋଗ
ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ମୋଟ ୨୯୯ଟି ଅଭିଯୋଗ ହୋଇଛି । ୫୬ ଜିଲାପରିଷଦ ଆସନ, ୪୦୪ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୫୩୮୩ ୱାର୍ଡସଭ୍ୟ ପଦ…
ନାକ ନଥିବା ଶିଶୁ ଜନ୍ମ
ବେତନଟୀ, ୧୮।୧୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ମୁକ୍ତାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଏକ ଅଦ୍ଭୁତ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ…
ଉତ୍ପାତ କରୁଛନ୍ତି ୨୬ ହାତୀ
କରଞ୍ଜିଆ,୧୮।୧୦: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ପୁଣି ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧ ମାସର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ୨୬ଟି ହାତୀ ପଶିଛନ୍ତି। ହାତୀପଲ କେନ୍ଦୁଝର ଜିଲା ଚମ୍ପୁଆ ବନଖଣ୍ଡରୁ ବୈତରଣୀ…
ମୟୂରଭଞ୍ଜରେ ସର୍ବାଧିକ ମାମଲା
ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା ଭଳି ବହୁ ଲଜ୍ଜାଜନକ ଘଟଣା ଘଟୁଛି। ୩ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୫୦ବର୍ଷରୁ ଊର୍ଦ୍ଧ୍ୱ…
ଦଶହରାରେ ଛାତ୍ରୀଙ୍କୁ ଅପହରଣ
ବାରିପଦା ଅଫିସ,୧୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁୁ ଅପହରଣ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଥାନା ନରସିଂହପୁର ଗ୍ରାମର…
ମହୁମାଛି ଆକ୍ରମଣରେ ଗଲା ଜୀବନ
ବାରିପଦା ଅଫିସ,୧୦ା୧୦: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଧୀନ ବଡପାଣି ଗ୍ରାମରେ ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି ା ସେ ହେଲେ ସେହି ଗ୍ରାମର ପରେଶ ଚନ୍ଦ୍ର ନାଏକ ା ରବିବାର ଘର ନିକଟ କ୍ଷେତରେ ହଳ କରୁଥିବା ସମୟରେ…
ଡାକ୍ତରଖାନା ଛାତରୁ ପ୍ଲାଷ୍ଟର ଖସି ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ
ବାରିପଦା ଅଫିସ,୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ଶାମାଖୁଣ୍ଟା ବ୍ଲକ ଅଧୀନ ପୋଡାରଅସ୍ତିଆ ଗ୍ରାମର ଚକ୍ରଧର ସିଂଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବାରିପଦା-ଉଦଳା ରାସ୍ତାର ଚିପଟଅସ୍ତିଆ ନିକଟରେ…
ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଦନ୍ତାହାତୀ
ବାରିପଦା ଅଫିସ,୯ା୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଆସିଥିବା ଦନ୍ତାହାତୀଟି ମୁର୍ଗାବାଡି ଦେଇ ଚଳପ୍ରଚଳ କରୁଥିଲା । ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ହାତୀର…
ବେଧଡ଼କ ଚାଲିଛି ଗୋଚାଲାଣ
କୁଆମରା,୯।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲାର ବିଭିନ୍ନ ସାପ୍ତାହିକ ହାଟରୁ ପଡ଼ୋଶୀ ରାଜ୍ୟକୁ ଅବାଧରେ ଗୋରୁ ଚାଲାଣ କରାଯାଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉଦଳା, ବାଲିଯୋଡ଼ା ପ୍ରଭୃତି ହାଟରୁ ସପ୍ତାହର ଦୁଇ ଦିନ ଗୋରୁଙ୍କୁ ପଶ୍ଚିମବଙ୍ଗ କଂସେଇଖାନାକୁ…
ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା
ବେତନଟୀ,୯।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥିତ କୋଭିଡ୍ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଭାଗୀୟ କର୍ମଚାରୀଙ୍କ ଢିଲା ନୀତି, ପ୍ରିୟା ପ୍ରୀତି ତୋଷଣ ମନୋବୃତ୍ତିକୁ ନେଇ ଏହି ଟିକାକରଣ କେନ୍ଦ୍ରରେ ବାରମ୍ବାର ଉତ୍ତେଜନା…
Archives


