ମାଓବାଦୀ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ଯବାନ
ଚିତ୍ରକୋଣ୍ଡା,୨୩।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଇନ୍ଦା ସୂତ୍ରରୁ ଖବର ପାଇ ହାନ୍ତାଳଗୁଡ଼ା ୦୯ ବାଟାଲିୟନ ବିଏସ୍ଏଫ ଯବାନ ସର୍ଚ୍ଚ ଅପରେଶନ…
କୋମ୍ବିଂ ଅପରେଶନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ
ମାଲକାନଗିରି,୨୧ା୨: ମାଓବାଦୀ ପୁଣି ପୋଲିସକୁ ଟାର୍ଗେଟ୍ କରିଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଜିଲା ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ନିକଟ ରାସ୍ତାରେ ଏହି ଘଟଣା ଘଟିଛି। ସବୁଦିନ ଭଳି ରବିବାର…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବିଏସ୍ଏଫ ଯବାନ ଗୁରୁତର
ମାଲକାନଗିରି,୨୧।୨(ଡି.ଏନ୍.ଏ): ମାଲକାନଗିରି ଜିଲା ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ କର୍ତନପାଲ୍ଲୀ ନିକଟ ରାସ୍ତାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଯବାନ ଗୁରୁତର ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ଧର୍ମେନ୍ଦ୍ର ସାହୁ। ସୂଚନାଯୋଗ୍ୟ,…
ଅଦିନିଆ ବର୍ଷାରେ ଶତାଧିକ ବସ୍ତା ଧାନ ନଷ୍ଟ
ମାଲକାନଗିରି,୨୦।୨ (ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଧାନମଣ୍ଡି ବନ୍ଦ ହୋଇଛି। ଟୋକନ ସମସ୍ୟା ଯୋଗୁ ଅନେକ ଚାଷୀ ଧାନ ବିକ୍ରି କରି ନ ପାରି ବସ୍ତାରେ ଭର୍ତ୍ତିକରି ବିଲରେ ରଖିଥିଲେ। ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ଧାନବସ୍ତାଗୁଡ଼ିକ ଭିଜି ନଷ୍ଟ ହୋଇଛି।…
ମାଟି ରାସ୍ତା ମରାମତି କଲେ ସ୍କୁଲ ପିଲା
କୋରୁକୋଣ୍ଡା, ୧୭।୨(ଡି.ଏନ.ଏ.): ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତର ଏକ ପାଡାଲପୁଟ ଗ୍ରାମରେ ସ୍କୁଲ ଛାତ୍ରୀଛାତ୍ରମାନେ ଗାଁକୁ ଯାଇଥିବା ମାଟିରାସ୍ତା ମରାମତି କରି ପ୍ରଶାସନକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି। ମାଲକାନଗିରି-ବାଲିମେଳା ମୁଖ୍ୟ ସଡକରୁ କେନ୍ଦୁଗୁଡାକୁ ଯାଇଥିବା ପୁର୍ତ୍ତ ବିଭାଗ…
ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ
ମାଲକାନଗିରି,୧୬ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନାରେ ୪ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଆଣି ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ପୋଲିସ ନାବାଳକଙ୍କୁ ବିଦ୍ୟୁତ୍ ଶକ୍ ଦେଇ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୩…
ଜାଲ୍ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…
ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଚିତ୍ରକୋଣ୍ଡା ପୋଲସ ଗିରଫ କରିଛି। ସେମାନେ ହେଲେ ମୋହନ…
ବିନା ହେଲମେଟ୍ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …
ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବାରୁ ଏକ ପେଟ୍ରୋଲ ପମ୍ପକୁ ସିଲ ପ୍ରଶାସନ ସିଲ୍ କରିଥିଲା। ନିୟମ ଅନୁଯାୟୀ…
ଆନ୍ଧ୍ର ମାନଚିତ୍ରରେ ଓଡ଼ିଶାର ଏହି ଗାଁ, ଓଡ଼ିଆ ବଦଳରେ ତେଲୁଗୁ କହିଲେଣି ଲୋକେ
ଚିତ୍ରକୋଣ୍ଡା,୧୧।୨(ଡି.ଏନ୍.ଏ.): ଓଡ଼ିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ। ଦୀର୍ଘବର୍ଷ ଧରି ଆନ୍ଧ୍ର ସରକାରଙ୍କଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ ସମ୍ପୂର୍ଣ୍ଣ ଢଳି ସାରିଲେଣି ଗ୍ରାମବାସୀ। ଏପରିକି ନିଜ ମାତୃଭାଷାକୁ ଭୁଲି ସାରିଲେଣି। କୋରାପୁଟ ଜିଲାର…
ଚିଟ୍ଫଣ୍ଡରେ ଟଙ୍କା ରଖି ଲୋକେ ହତାଶ: ବଣ୍ଡ୍ ଧରି ଥାନାରେ ପହଞ୍ଚିଲେ ହିତାଧିକାରୀ
ଚିତ୍ରକୋଣ୍ଡା,୧୧।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁର ଲୋକେ ଦୀର୍ଘ ବର୍ଷ ହେଲା ଚିଟ୍ଫଣ୍ଡରେ ଟଙ୍କା ରଖି ଠକେଇର ଶିକାର ହୋଇଛନ୍ତି। ଏପରିକି ଆଜିପର୍ଯ୍ୟନ୍ତ ଟଙ୍କା ଫେରି ପାଇବା କିମ୍ବା କ୍ଷତିପୂରଣ ପାଇବାର କୌଣସି ବିକଳ୍ପ…
ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
ଚିତ୍ରକୋଣ୍ଡା,୧୦ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍ଏସ୍ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏସ୍ସି ଏସ୍ଟି ଉନ୍ନୟନ ବିଭାଗ ଚିଠି…
ବଡ଼ଝିଅ ଦେଲେ ମୁଖାଗ୍ନି
ମାଲକାନଗିରି,୯।୨ (ଡି.ଏନ୍.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର ମାଲକାନଗିରି…
Archives


