ମାଲକାନଗିରି

ପ୍ରବଳ ବର୍ଷା: ମୋଟୁ-ବିଜୟଓ୍ବାଡାକୁ ଯାତାୟାତ ବନ୍ଦ

ମାଲକାନଗିରି,୨୭ା୭(ଦୁର୍ଯ୍ୟୋଧନ ପାତ୍ର): ଲଘୁଚାପ ଯୋଗୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋଦାବାରୀ ନଦୀ ଧିରେ ଧିରେ ଫୁଲିବାରେ ଲାଗିଛି। ଓଡ଼ିଶାରେ ଦୀର୍ଘଦିନ ଧରି ବର୍ଷା ଲାଗି ରହିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ରହିଛି। ପାହାଡ଼ି ବର୍ଷା…

କରଡି ଲାଗି ପଦା ହେଉଛି ବାଉଁଶ ଜଙ୍ଗଲ

ବାଲିମେଳା,୨୭ା୭(ଶିବଦତ୍ତ ସାହୁ): ଦିନକୁ ଦିନ ବାଉଁଶ ଗଜା(କରଡି)ର ଚାହିଦା ସ୍ଥାନୀୟ ଅଞ୍ଚଳରେ ବଢୁଛି। ଲୋକେ ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ବେଳେ ଆଦିବାସୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରି ବେସ ଦି ପଇସା…

ଲଗାଣ ବର୍ଷା: ବାଲିମେଳା ଡ୍ୟାମ୍‌ରେ ବଢୁନି ଜଳସ୍ତର

ଚିତ୍ରକୋଣ୍ଡା, ୨୭ା୭(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ସ୍ପିଲ୍‌ବାଇସ୍ଥିତ ବାଲିମେଳା ଜଳଭଣ୍ଡାର ବା ବାଲିମେଳା ଡ୍ୟାମ୍‌ର ଜଳ ପତ୍ତନ ବର୍ଷା ହେଲେ ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ। ମାତ୍ର ଜିଲାର ଅନ୍ୟ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ…

ଜମି ଅଧିଗ୍ରହଣକୁ ୩ ବର୍ଷ ବିତିଲା, ହୋଇପାରିନି ସ୍ବାସ୍ଥ୍ୟକେନ୍ଦ୍ର ନୂତନ ଗୃହ

ଚିତ୍ରକୋଣ୍ଡା,୨୭ା୭(କ୍ଷୀରୋଦ ବେହେରା): ଆନ୍ଧ୍ର – ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକରେ ରହିଛି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ। ଉକ୍ତ ଚିକିତ୍ସାଳୟ ଉପରେ ବ୍ଲକର ୧୮ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ୧୯୬୨ରେ ବାଲିମେଳା ମାଟିବନ୍ଧ ଯୋଜନା ଆରମ୍ଭ…

ପ୍ରବଳ ବର୍ଷା: ମାଲକାନଗିରି ଜଳବନ୍ଦୀ

ମାଲକାନଗିରି,୨୭।୭ (ଦୁର୍ଯ୍ୟୋଧନ ପାତ୍ର)/ ପୋଟେରୁ(ସୌରଭ ମଣ୍ଡଳ)/କାଲିମେଳା/ଜୀବନ ଦାସ/କୁଡୁମୁଲୁଗୁମ୍ମା,(ସୁଜିତ ପଟ୍ଟନାୟକ)/ବାଲିମେଳା (ଶିବଦତ୍ତ ସାହୁ) କମାଲକାନଗିରି ଜିଲାରେ ମଙ୍ଗଳବାରଠାରୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଫଳରେ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରୁକୋଣ୍ଡା,…

ଚିତ୍ରକୋଣ୍ଡା ବନଞ୍ଚାଳ ଦାରା ବଜ୍ରକାପ୍ତା ଉଦ୍ଧାର

ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା) ମାଲକାନଗିରି ଜିଲା ବନଖଣ୍ଡ ଅଧିନସ୍ଥ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ବଜ୍ରକାପ୍ତା ଉଦ୍ଧାର କରାଯାଇଛି l ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଏବଂ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ସୋମବାର ବିଳମ୍ବିତ…

ସ୍ବାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିବା ଘଟଣା: ଜମି ମରାମତି ପାଇଁ ବ୍ଳକ ପ୍ରଶାସନ ତରଫରୁ ଚାରି ଲକ୍ଷ ଦିଆଯିବ

ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା): ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ସରୋବର ନିର୍ମାଣ…

ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ

କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ ଗ୍ରାମ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡୁଛି। କେଉଁଠି ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ସମୟରେ…

ନବୀକରଣ ହେଉନି ଓଜନ ମାପ ବଟକରା

ବାଲିମେଳା,୨୩ା୭(ଶିବଦତ୍ତ ସାହୁ)ଦୀର୍ଘ ବର୍ଷ ଧରି ନବୀକରଣ ହେଉନାହିଁ ଓଜନ ମାପ ବଟକରା। ଗୋଟିଏ ପଟେ ଓଜନରେ ଠକେଇ ସହ ଅନ୍ୟପଟେ ଚଢ଼ା ଦରରେ ପନିପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଜରୁରିକାଳୀନ ସାମଗ୍ରୀ କିଣିବାରେ ବହୁ କଷ୍ଟ ସହିବାକୁ ପଡୁଛି ଗ୍ରାହକଙ୍କୁ…

ଖତଗଦାରୁ ଶିଶୁକନ୍ୟା ଉଦ୍ଧାର

ମାଲକାନଗିରି,୨୨ା୭ (ନୃସିଂହ ଚରଣ ମହାନ୍ତି): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଜରି ବସ୍ତାରେ ଏକ ନବଜାତ ଶିଶୁକନ୍ୟାକୁ ଖତଗଦାରେ ଫିଙ୍ଗା ଦିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସଦର…

ବାୟାପଡ଼ା ଘାଟିରେ ଭୂସ୍ଖଳନ

କୋରୁକୋଣ୍ଡା,୨୦ା୭(ଅବିନାଶ ବେହେରା): ମାଲକାନଗିରି ଜିଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଆଜି ପ୍ରବଳ ବର୍ଷା ଯୋଗୁ ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁ ପଞ୍ଚାୟତର…

ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା, ବଢୁଛି ଜଳସ୍ତର

ଚିତ୍ରକୋଣ୍ଡା,୧୯ା୭(କ୍ଷୀରୋଦ କୁମାର ବେହେରା): ମାଲକାନଗିରି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ୪ଦିନ ହେଲା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡାରେ ଆଶାନୁରୂପ ଭାବରେ ମଧ୍ୟମ ଧରଣର ବର୍ଷା ଲାଗିରହିଥିଲା। ମାତ୍ର ମଙ୍ଗଳବାର ରାତିରୁ ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବେହାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?