କୋରାପୁଟ

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ସମାଗମ

କୋରାପୁଟ,୨୭।୬(ଅମିତାଭ ବେହେରା):କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହା ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଆୟୋଜିତ ଏହି ରଥଯାତ୍ରା ଦେଖିବା ପାଇଁ ପ୍ରାୟ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଲା ମଧ୍ୟରେ ଅପରାହ୍ନ ୧ଟା ୧୫ ମିନିଟରେ…

ଶାବର ଶ୍ରୀକ୍ଷେତ୍ରରେ ରଥପଥ ପ୍ରସ୍ତୁତ: ସୁରକ୍ଷାରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ

କୋରାପୁଟ,୨୬।୬(ଅମିତାଭ ବେହେରା): ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ନେଇ କୋରାପୁଟ ଶାବର ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ୩ ରଥ ଏବଂ ବଡଦାଣ୍ଡ ପ୍ରସ୍ତୁତ ହୋଇ ରହିଥିବା ବେଳେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ କରିବା ପାଇଁ…

ପୁଣି କୋଟିଆକୁ ଜିଲାପାଳ ୱାସନଙ୍କ ଗସ୍ତ : ତଦାରଖ କଲେ ରଥ ନିର୍ମାଣ କାର୍ଯ୍ୟ ବିଦ୍ୟାଳୟ ବ୍ୟବସ୍ଥା…

ପଟ୍ଟାଙ୍ଗି,୨୪।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ପୁଣି ଜିଲାପାଳ ଭି କିର୍ତ୍ତୀ ୱାସନ ଗସ୍ତ କରି ଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତଦାରଖ କରି ଫେରିଛନ୍ତି । ସୂଚନା ମୁତାବକ, ଆସନ୍ତା…

ବଗିରୁ ବଗି ହୋଇଗଲା ଅଲଗା: ରେଳ ଧାରଣାରେ ୩ ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

କୋରାପୁଟ/କୋଟପାଡ଼,୨୨।୬(ଅମିତାଭ ବେହେରା/ରାଜଶେଖର) ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରବିବାର ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଟ୍ରେନ୍‌ର cop ଲିଙ୍କ୍‌ ଛିଣ୍ଡି ଯିବାରୁ ୨ଟି ବଗି ଟ୍ରେନ୍‌ରୁ ଅଲଗା ହୋଇଯାଇଛି। ଫଳରେ ଟ୍ରେନ୍‌ଟି ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ ଆମଗୁଡ଼ା…

ଜିଲାପାଳ ଗସ୍ତର ୫ ଦିନ ପରେ ପୁଣି ତେଜିଲା କୋଟିଆ ସୀମା ବିବାଦ

ପଟ୍ଟାଙ୍ଗି,୨୧।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଜିଲାପାଳ ଭି.ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ବିଭିନ୍ନ ସରକରୀ କାର୍ଯ୍ୟକ୍ରମର ତଦାରାଖ କରିଥିଲେ। ଗସ୍ତର ୫ ଦିନ ପରେ ପୁଣି କୋଟିଆ ସୀମା ବିବାଦ ଦେଖାଦେଇଛି।…

ହଠାତ୍‌ ଛିଡିଲା ୧୦ ବିଦ୍ୟୁତ୍‌ ପୋଲର ତାର : ଅଟକି ରହିଛି…

ନନ୍ଦପୁର,୨୦।୬ (ତୁଷାର କାନ୍ତ ମହାନ୍ତି ): ବିଦ୍ୟୁତ୍‌ ଚାଳିତ କୋତାବାଲସା-କିରାଣ୍ଡୁଳ ସଞ୍ଜୋଗୀ କେକେ ରେଳପଥରେ ଶୁକ୍ରବାର ବିଶାଖାପାଟଣା-କିରାଣ୍ଡୁଳ ପାସେଞ୍ଜର ଟ୍ରେନ (୫୮୫୩୮) ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କିମି ଦୂର ଥୁବା…

କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି…

କୋଟପାଡ଼,୧୮।୬(ରାଜଶେଖର): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ବୁଧବାର ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହେଇଥିବା ଜଣାପଡିଛି । ଅପରାହ୍ନ ୩ଟାରେ କୋଟପାଡ଼ ସହ କୁସୁମୀକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ବୋବେୟା ପଞ୍ଚୟତ ଚିଲିଗୁଡା…

କୋରାପୁଟ ଜିଲାପାଳଙ୍କ ଅଚାନକ କୋଟିଆ ଗସ୍ତ: ବିଭିନ୍ନ କାର୍ଯ୍ୟର ତଦାରଖ ସହ…

ପଟ୍ଟାଙ୍ଗି,୧୭।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ମଙ୍ଗଳବାର ଜିଲାପାଳ ଭି ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି। ଏଥିସହ ବାକି ଥିବା ଅବଶିଷ୍ଟ କାର୍ଯ୍ୟକୁ…

କୋରାପୁଟର ବିକାଶ ହେଲେ ଓଡ଼ିଶା ବିକଶିତ ହେବ: ମନ୍ତ୍ରୀ

କୋରାପୁଟ,୧୬।୬(ଅମିତାଭ ବେହେରା): ୨୦୩୬ ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଜିଲା ବିକଶିତ ହେଲେ ଓଡ଼ିଶା ତଥା ଭାରତ ବିକଶିତ ହୋଇପାରିବ ବୋଲି ସେ…

ବୁଲିବାକୁ ଆସି ଜଳପ୍ରପାତରେ ବୁଡ଼ିଗଲେ ୨ ନାବାଳକ: ଜଣେ ମୃତ, ଜଣଙ୍କର ପତ୍ତା ମିଳୁନି

କୋଟପାଡ଼,୧୬ା୬(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଛୋତର୍ଲା ପଞ୍ଚୟତ ନିକଟସ୍ଥ ଗୁଲମୀ ଜଳପ୍ରପାତରେ ଜଣେ ନାବାଳକ ବୁଡ଼ି ଯାଇ ପ୍ରାଣ ହରାଇଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି। ମୃତ ନାବାଳକ ଜଣକ ହେଲେ ଆଲୋକ ରାଜ ସୁନା(୧୫)। କୋଟପାଡ଼ ଗୁଲମୀ ଜଳପ୍ରପାତଙ୍କୁ ରବିବାର…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା: ଗଜାନନ ବେଶ ଦର୍ଶନ

କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ମନ୍ଦିର ପରିସରରେ ଥିବା ସୁନା କୂଅରୁ ଗଙ୍ଗା ମାତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଶହେ ଆଠ କଳସୀରେ ଜଳ ସଂଗ୍ରହ କରାଯାଇ ସ୍ନାନ ବେଦିକୁ…

ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା

କୋରାପୁଟ,୧୦।୬(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?