କୋରାପୁଟ

କୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକର

କୋରାପୁଟ,୩।୧(ସ୍ବ.ପ୍ର.):କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ବୋଲି ଦର୍ଶାଇଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଗୁଣାମତ୍କମାନ...

ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ...

୬୦ ପିଲାଙ୍କୁ ମାଗଣାରେ ଦେଉଛନ୍ତି ସଙ୍ଗୀତ ଶିକ୍ଷା : ଦୃଷ୍ଟିବାଧିତ ଗୋବିନ୍ଦଙ୍କ ସାଧନା

କୋରାପୁଟ,୧ା୧(ସ୍ବ.ପ୍ର.): ସେ ଦୃଷ୍ଟିବାଧିତ। ମାତ୍ର ସଙ୍ଗୀତ ପ୍ରତି ରହିଛି ଅସୀମ ଆଗ୍ରହ। ୬୦ ପିଲାଙ୍କୁ ଦେଉଛନ୍ତି ମାଗଣାରେ ସଙ୍ଗୀତ ଶିକ୍ଷା। ସେ ହେଉଛନ୍ତି କୋରାପୁଟ ପୌର ପରିଷଦର ଢ଼େପସାହିରେ ରହୁଥିବା ଗୋବିନ୍ଦ ନାଇଡୁ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିଲେ ଗୋବିନ୍ଦ।...

ହକି ବିଶ୍ୱକପ ଟ୍ରଫିକୁ କୋରାପୁଟରେ ବିପୁଳ ସ୍ବାଗତ

କୋରାପୁଟ,୩୧ା୧୨(ସ୍ବ.ପ୍ର.): ଚଳିତବର୍ଷ ଓଡ଼ିଶା ବିଶ୍ୱକପ ହକି ଆୟୋଜନ କରୁଛି। ଏଥିପାଇଁ କ୍ରୀଡା ବିଭାଗ ପକ୍ଷରୁ ବିଶ୍ୱକପ ହକିର ଟ୍ରଫି ରାଜ୍ୟର ସମସ୍ତ ଜିଲା ପରିକ୍ରମା କରାଯାଉଛି। କୋରାପୁଟରେ ଏହି ଟ୍ରଫି ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ...

୪୧ ପଦକ ଜିତିଲେ ପ୍ରତିଯୋଗୀ

ସେମିଳିଗୁଡା,୩୧ା୧୨(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲରେ ସର୍ବ ଭାରତୀୟ କରାଟେ ଚାମ୍ପିୟନଶିିପ ନିକଟରେ ଅନୁଷ୍ଠିତ ହୋଇଯାଇଛି। ୪ ରାଜ୍ୟରୁ ୮୦୦ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେମିଳିଗୁଡାର ଉତ୍କଳ କରାଟେ ସ୍କୁଲରୁ ୨୬ ଜଣ କରାଟେକା...

ମାଣ୍ଡିଆ କିଣାକୁ ବିରୋଧ କଲେ ଗ୍ରାମବାସୀ

ଦଶମନ୍ତପୁର, ୩୧ା୧୨ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ.ମାଲକାନଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଣ୍ଡିଆ କିଣାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଖବରପାଇ ପୋଲିସ ପହଞ୍ଚତ୍ ୬ ବସ୍ତା ମାଣ୍ଡିଆ ଏବଂ ଏକ ଭ୍ୟାନ(ଓଡି ୧୦ ବି-୮୫୦୦)କୁ...

ରେଳଧାରଣାରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ

କୋରାପୁଟ,୨୬।୧୨(ସ୍ବ.ପ୍ର.): କୋରାପୁଟ-କିରଣ୍ଡଲ ରେଳଧାରଣାରୁ ସୋମବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ କୋରାପୁଟ ସଦର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଲେ ଗୀତା ଜାନୀ(୧୮)। ତାଙ୍କ ଘର କୋରାପୁଟ ମ୍ୟୁନିସିପାଲଟି ଅଧୀନ ବଡ଼ଚିନ୍ଦ୍ରୀ ଗ୍ରାମରେ। ସେ ଜୟପୁର...

ଭେଣ୍ଡିଂ ଜୋନ୍‌ ପାଲଟିଲାଣି ଗାଡ଼ି ପାର୍କିଂ ସ୍ଥଳ

ସୁନାବେଡ଼ା/ସେମିଳିଗୁଡ଼ା, ୨୬ା୧୨ (ସ୍ବ.ପ୍ର.):ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସୁନାବେଡ଼ା ହାଲ୍‌ ମ୍ୟୁଜିୟମ ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିଲା ତାହା ବିଫଳ ହେଇଛି। ଏବେ ସେହି ସ୍ଥାନ ଅଘୋଷିତ ବସ୍‌ଷ୍ଟାଣ୍ଡ ପାଲଟିଛି। ଯିଏ ପାରୁଛି...

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପାଳିଲେ ଖ୍ରୀଷ୍ଟପର୍ବ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ.ଏ.):୨୦୨୨ ଶେଷ ହେବାକୁ ଆଉ କେତୋଟି ଦିନ ବାକି ରହିଛି। ତଥାପି ପଡୋଶୀ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇବାକୁ ପଛଘୁଞ୍ଚା ଦେଇନି। ରବିବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନା ଦୋରା ଓଡ଼ିଶାର ଏକ ସୀମାନ୍ତ...

ରାସ୍ତାକଡ଼ରେ ଅଚିହ୍ନା ମୃତଦେହ

ପଟାଙ୍ଗୀ,୨୩ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମ ଛକ ନିକଟରେ ଏକ ଅଚିହ୍ନା ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ମୃତ ଯୁବକ ଜଣକ କେଉଁଠିକାର ଏହା ଜାଣା...

ଜାନୁୟାରୀରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

କୋରାପୁଟ,୨୩ା୧୨(ସ୍ବ.ପ୍ର.): କୋରାପୁଟ-ରାୟଗଡ଼ା ରେଳପଥ (କେଆର୍‌) ଲାଇନ୍‌ର କୋରାପୁଟରୁ ଦାମନଯୋଡ଼ି, କୋରାପୁଟରୁ କିରାଣ୍ଡୁଲ ଏବଂ କୋରାପୁଟରୁ ମାନାବାର ମଧ୍ୟରେ ୨୬ କି.ମି. ରେଳଲାଇନର ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାର ନିରୀକ୍ଷଣ ପାଇଁ ଗୁରୁବାର ରେଲୱେ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ...

ରାସ୍ତା ନ ଥିବା ଗାଁ ଡୁମୁରିଗୁଡ଼ା

ଦଶମନ୍ତପୁର,୨୨ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତରେ ଥିବା ଡୁମୁରିଗୁଡ଼ା ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୪୫ ପରିବାର ବସବାସ କରନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁଚାଷ ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri