କୋରାପୁଟ

ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ ରଖିଛନ୍ତି। ସେଥିମଧ୍ୟରୁ ୭୦ଟି କିସମର ଜୈବିକ ପଦ୍ଧତିରେ...

ଓଏଏସ୍‌ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା

କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା। ତାଙ୍କ ସଫଳତା ପାଇଁ ନିଜ ପରିବାର ସଦସ୍ୟଙ୍କ ସହିତ କୋରାପୁଟ ମାଟିକୁ ନିଜର...

ଜେଜେମା’ଙ୍କ କାନ୍ଧରେ ୨ ନାତିଙ୍କ ଭବିଷ୍ୟତ

କୋରାପୁଟ,୯।୧୦(ସ୍ବ.ପ୍ର.): ଦୁଇ ନାତିଙ୍କ ଭବିଷ୍ୟତ ପାଇଁ ଦିନ ରାତି ଏକକରି ରାସ୍ତାକଡରେ ମକା ବିକ୍ରିକରି ପରିବାର ଚଳାଉଛନ୍ତି ଜେଜେମା’। ସେଥିରୁ ଯାହା ରୋଜଗାର ହେଉଛି ଦୁଇ ନାତିଙ୍କ ସମେତ ସେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିଲେ ମଧ୍ୟ...

ପଲିଥିନ ତଳେ ଜୀବନ

ଦଶମନ୍ତପୁର,୮ା୧୦ (ଡି.ଏନ.ଏ.): ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ପଲିଥିନଟଣା ଛପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ପ୍ରାଣୀ। ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି। ବର୍ଷାଦିନେ ଅବସ୍ଥା ନ କହିବା ଭଲ।...

ଟ୍ୟାଙ୍କର-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ,୫ ଆହତ ମୁହାଁମୁହିଁ

କୋରାପୁଟ,୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତରଙ୍କୁ...

ସଂଘବଦ୍ଧ ଆକ୍ରମଣରେ ବାପାଙ୍କୁ ମାରିଥିଲେ, ଏବେ ଟାର୍ଗେଟ୍‌ରେ ପୁଅ

ଜୟପୁର,୪।୧୦(ନି.ପ୍ର.) : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ କଳସହାଣ୍ଡି ଗାଁରେ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଶକ୍ତିରଞ୍ଜନ ପୂଜାରୀ। ଶକ୍ତିଙ୍କୁ ସଂଘବଦ୍ଧ...

ଷ୍ଟ୍ରେଚରରେ ରୋଗୀଙ୍କୁ ବୋହିଲେ ୩ କି.ମି.

ନାରାୟଣପାଟଣା,୪।୧୦(ଡି.ଏନ୍‌.ଏ.): ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ନଦୀ। ନଦୀରେ ପୋଲ ନ ଥିବାରୁ ୨ଜଣ ରୋଗୀଙ୍କୁ ଗ୍ରାମବାସୀ ଷ୍ଟେଚରରେ ବୋହି ଡାକ୍ତରଖାନା ନେଇଛନ୍ତି। ଏପରି ଦୃଶ୍ୟ କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ସଦର ମହକୁମା...

ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ

ଜୟପୁର,୩ା୧୦(ନି.ପ୍ର.): ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଜଣେ କଣ୍ଠଶିଳ୍ପୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ କୋରାପୁଟ ଜିଲା ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର। ସୂଚନାନୁଯାୟୀ, ଜୟପୁର ଦଶହରା ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଜାନଗର ସମ୍ମୁଖରେ...

ରାଜାରାଜୁଡ଼ା ଅମଳରୁ ପୂଜା ପାଉଛନ୍ତି ରଜାନଗର ଦୁର୍ଗା

ଜୟପୁର,୧ା୧୦(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ହେଉଥିବା ଦୁର୍ଗାପୂଜା ମଧ୍ୟରୁ ରଜାନଗର ନିକଟରେ ହେଉଥିବା ଦୁର୍ଗାପୂଜା ଅନ୍ୟତମ। ରାଜାରାଜୁଡ଼ା ଅମଳରୁ ରଜାନଗର ମଧ୍ୟରେ ଥିବା କନକଦୁର୍ଗା ମନ୍ଦିରରେ ରାଜାଙ୍କ ପରିବାରବର୍ଗ ଦ୍ୱାରା ଦଶହରା ପାଳନ କରାଯାଉଥିଲା । ୧୯୫୦ ମସିହାରେ ଜୟପୁର...

କୋଟପାଡ଼ରେ ରାଜ ରାଜୁଡ଼ା ସମୟର ଦୁର୍ଗାପୂଜା

କୋଟପାଡ଼,୩୦ା୯(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳ ଦଶହରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜା ରାଜୁଡା ସମୟରୁ ପାଳିତ ହେଇ ଆସୁଥିବା ଏହି ଦଶହରାରେ ନିକଟସ୍ଥ ଛତିଶଗଡର ଜଗଦଲପୁର, ବସ୍ତର ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୋନ୍ତେୱାଡ଼ାର ଦାନ୍ତେଶ୍ୱରୀ ଠାକୁରାଣୀଙ୍କ ପୂଜା...

ନାରାୟଣପାଟଣା ବିଡିଓ ନିଲମ୍ବିତ

କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସରକାର ବିଡିଓଙ୍କୁ ନିଲମ୍ବନ କରିଛନ୍ତି।

ଭୁଶୁଡ଼ିଲା ମେଡିକାଲ ପାଚେରି: ଜଣେ ମୃତ, ଭାଙ୍ଗିଲା ଗାଡ଼ି

କୋରାପୁଟ,୨୯।୯(ସ୍ବ.ପ୍ର.): କୋରାପୁଟ ସହରରେ ବୁଧବାର ରାତିରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରି ଭୁଶୁଡି ପଡ଼ିଛି। ପାଚେରି ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri