ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୧୨୯ କୋଟି ବ୍ୟୟ ପ୍ରକଳ୍ପର ଉଦଘାଟନ
କୋରାପୁଟ/ସୁନାବେଡା,୫।୭(ଅମିତାଭ ବେହେରା/କୃତିବାସ ପ୍ରଧାନ): ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ କୋରାପୁଟ ଜିଲା ଗ୍ରସ୍ତରେ ଆସି କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ୧୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିବା…
ଆଖି ବୁଜିଲେ କୋଟିଆ ପଞ୍ଚାୟତ ଅବସରପ୍ରାପ୍ତ RI ଗଦାଧର ସ୍ବାଇଁ, ଝୁରି ହେଉଛନ୍ତି ଲୋକେ
ପଟ୍ଟାଙ୍ଗ,୪।୭(ଶରତ କୁମାର ଧଳ):କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଗଦାଧର ସ୍ବାଇଁଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏନେଇ ଜଣାପଡ଼ିବା ପରେ ବ୍ଲକଠାରୁ ଆରମ୍ଭ…
ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି: ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଆନ୍ଧ୍ରର ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରି…
ପଟ୍ଟାଙ୍ଗି,୨।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତେଲରାଇ ଛକ ନିକଟରେ ତଥା ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଛି। ଏଥିରେ ଗୁରୁତର ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ…
ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍ ଚଳାଚଳ ଠପ୍, ୩ ଏକ୍ସପ୍ରେସ୍ ବାତିଲ ନେଇ…
କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି। ୩…
ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ…
ପଟ୍ଟାଙ୍ଗି,୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଲଗାଣ ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ…
କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ
କୋରାପୁଟ,୨ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ବୁଧବାର ୧୦୬୨.୫ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ପଟାଙ୍ଗୀ ବ୍ଲକରେ ୪୫.୨ ମିମି ହୋଇଥିବା ବେଳେ ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି,…
ପ୍ରବଳ ବର୍ଷାରେ ୩୨୬ ଜାତୀୟ ରାଜପଥ ଉପରେ ୪ ଫୁଟର ପାଣି: ୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଭାରିଯାନ
କୋରାପୁଟ,୧ା୭(ଅମିତାଭ ବେହେରା)-କୋରାପୁଟ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କୋରାପୁଟରୁ ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହୋଇ ରାସ୍ତା ଅବରୋଧ ହୋଇଥିଲା। ଏହାଦ୍ୱାରା ୪ ଘଣ୍ଟା…
କୋରାପୁଟ ଜିଲାରେ ୭୮୦ ମିମି ବର୍ଷା, କୋଟପାଡ଼ରେ ସର୍ବାଧିକ…
କୋରାପୁଟ,୧ା୭(ଅମିତାଭ ବେହେରା)-କୋରାପୁଟ ଜିଲାରେ ମଙ୍ଗଳବାର ୭୮୦ ମି.ମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକ୍ରେ ସର୍ବାଧିକ ୯୭ ମି.ମି ବର୍ଷା ହୋଇଛି। ପଟ୍ଟାଙ୍ଗି ବ୍ଲକ୍ରେ ୨୦.୪ ମି.ମି, ବୈପାରୀଗୁଡାରେ ୯୧ ମି.ମି, ସେମିଳିଗୁଡାରେ ୪୩ ମି.ମି, ନନ୍ଦପୁରରେ ୭୦ ମି.ମି, ଦଶମନ୍ତପୁରରେ…
କୋଟିଆରେ ୫ ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ
ପଟ୍ଟାଙ୍ଗି,୨୮ା୬(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ପ୍ରଥମଥର ରାଜ୍ୟର ୫ ମନ୍ତ୍ରୀ ରଥଯାତ୍ରାରେ ଅଂଶଗ୍ରହଣ କରିଥିବାରୁ ସୀମାନ୍ତବାସୀଙ୍କୁ ଉତ୍ସାହିତ କରିଛି। କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।…
ଧାର୍ଯ୍ୟ ସମୟ ସରିବାକୁ ଆଉ ୨ ଦିନ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ
କୋଟପାଡ଼,୨୮ା୬(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ନଷ୍ଟ ହେଉଥିବା ବେଳେ ଏହାକୁ ନିର୍ଦ୍ଧାରିତ ସମୟରେ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସୂତିପଦର ପଞ୍ଚାୟତ ଡଙ୍ଗିରି ୬୩ ନଂ ଜାତୀୟ ରାଜପଥରେ…
କୋଟିଆରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ଗ୍ରହଣରେ ୪ ମନ୍ତ୍ରୀଙ୍କ ସହ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ
କୋରାପୁଟ/ପଟ୍ଟାଙ୍ଗି,୨୮ା୬(ଅମିତାଭ ବେହେରା/ଶରତ କୁମାର ଧଳ)-ପୁରୀରେ ରୀତିନୀତି ଅନୁଯାୟୀ ୩ ଠାକୁରଙ୍କ ରଥଯାତ୍ରା ପାଳନ ହୋଇଥିବା ବେଳେ ଏହାର ଗୋଟିଏ ଦିନ ପରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ…
କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜ୍ୟ ସରକାରଙ୍କ ୫ ବରିଷ୍ଠ ମନ୍ତ୍ରୀ
କୋରାପୁଟ,୨୮ା୬(ଅମିତାଭ ବେହେରା): ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜ୍ୟ ସରକାରଙ୍କ ୫ ବରିଷ୍ଠ ମନ୍ତ୍ରୀ । ରଥଯାତ୍ରା ପାଇଁ ଭୁବନେଶ୍ବରରୁ ଆସି ଜୟପୁର ବିମାନବନ୍ଦରରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ…

