୭ବର୍ଷ ହେଲା ଓଭରବ୍ରିଜ୍ କାମ ସରୁନି
ଜଟଣୀ,୪ା୧୧(ଡି.ଏନ୍.ଏ.): ଜଟଣୀର ବହୁପ୍ରତୀକ୍ଷିତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଓ ବିଳମ୍ବ ପ୍ରତିବାଦରେ ଗୁରୁବାର ଜଟଣୀ ନାଗରିକ କମିଟି ପକ୍ଷରୁ ସୀତାରାମ ଛକଠାରେ ଦୁଇଦିନିଆ ଗଣଧାରଣା ଓ ଅନଶନ କରାଯାଇଛି। ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଉକ୍ତ କମିଟି…
ଓଲଟିଲା ଯାତ୍ରୀବାହୀ ବସ୍: ୧୨ ଆହତ, ୨ ଗୁରୁତର
ଖୋର୍ଦ୍ଧା ଅଫିସ,୪ା୧୧: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଶୁକ୍ରବାର ଭୋର୍ରୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ବସ୍ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା…
ଉପଦ୍ରବ କରୁଥିବା ହାତୀକୁ କରାଗଲା ଟ୍ରାଙ୍କୁଲାଇଜ
ଖୋର୍ଦ୍ଧା ଅଫିସ, ୨।୧୧: ଉପଦ୍ରବ କରୁଥିବା ଅମାନିଆ ହାତୀକୁ ବୁଧବାର ଟ୍ରାଙ୍କୁଲାଇଜ କରାଯାଇଛି। ପରେ ତାକୁ ଟାଙ୍ଗୀ ରେଞ୍ଜ ପଟିଆ ଜଙ୍ଗଲକୁ ବନ ବିଭାଗ ନେଇଛି। ହାତୀକୁ ଟ୍ରକ୍ ଯୋଗେ ୧୬ ନମର ଜାତୀୟ ରାଜପଥରେ ନିଆଯାଉଥିବା ବେଳେ ଦେଖିବା ପାଇଁ…
୨୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି
ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ପାଇଁ ରବିବାର ମତଦାନ ଅନୁଷ୍ଠିତ ହେବ। ସ୍ଥାନୀୟ ବିଜେବି ହାଇସ୍କୁଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ଅପରାହ୍ନ ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ…
ଚିଲିକାରେ ଫସିଛି ଯାତ୍ରାବାହୀ ଡଙ୍ଗା
ଖୋର୍ଦ୍ଧା ଅଫିସ,୨୯।୧୦: ଚିଲିକା ମଝିରେ ଯାତ୍ରାବାହୀ ଡଙ୍ଗା ଶନିବାର ଫସିଯାଇଛି। ଯାହାଫଳରେ ୪୦ରୁ ଅଧିକ ଯାତ୍ରୀ ଚିଲିକା ମଝିରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ଖବର ଅନୁଯାୟୀ, ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଆସୁଥିବା ଡଙ୍ଗାରେ ଅନେକ ଯାତ୍ରୀଙ୍କ…
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ହାତୀ ପ୍ରେମା
ବାରଙ୍ଗ,୨୯ା୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା ଚିକିତ୍ସା କ୍ଷେତ୍ରରେ ସବୁପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରେମାକୁ ବଞ୍ଚାଇବାରେ ସକ୍ଷମ…
ଆଖି ବୁଜିଲା ହାତୀ ପ୍ରେମା
ବାରଙ୍ଗ,୨୮।୧୦(ଡି.ଏନ୍.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା ଚିକିତ୍ସା କ୍ଷେତ୍ରରେ ସବୁପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରେମାକୁ ବଞ୍ଚାଇବାରେ ସକ୍ଷମ ହୋଇପାରି ନାହାନ୍ତି।…
ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ , ଚାଲିଛି ଚିକିତ୍ସା
ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ପ୍ରେମା ଅସୁସ୍ଥ ହୋଇପଡିଛି। ଏବେ ତାର ଚିକିତ୍ସା ଚାଲିଛି। ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ହାତୀଟି ଅସୁସ୍ଥ ହୋଇପଡିଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ହାତୀ ଖୁଆଡ଼…
ସୁଧୁରୁନି ଟ୍ରାଫିକ ସମସ୍ୟା, ଲୋକେ ହଇରାଣ
ଖୋର୍ଦ୍ଧା ଅଫିସ,୨୭ା୧୦: ଖୋର୍ଦ୍ଧା ସହରରେ ଟ୍ରାଫିକ ସମସ୍ୟା ସୁଧୁରୁନି। ସହରର ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ସଂଖ୍ୟା ମଧ୍ୟ ବଢିଚାଲିଛି। ଉଠାଦୋକାନୀ, ଜବରଦଖଲ, ରାସ୍ତାକୁ ଲାଗିରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଯୋଗୁ ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ପୁଣି ରାସ୍ତାର ଉଭୟ ପାର୍ଶ୍ୱରେ…
ପୋଲିସ ଚାପରେ ସ୍କୁଲ ଖୋଲିଲା, ପିଲା ଆସିଲେନି
ନିରାକାରପୁର,୨୭।୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ପଞ୍ଚାୟତରେ ଥିବା ବୋଡଙ୍ଗରାପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ ଦଫା ଦାବି ନେଇ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ଫାଟକରେ ୩ଥର ତାଲା ପକାଇଥିଲେ। ଏହାପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ…
କୁକୁର ଏକାଦଶାହ ପାଳିଲେ ମାଲିକ
ଖୋର୍ଦ୍ଧା ଅଫିସ,୨୭ା୧୦: ସମାଜର ମଣିଷ ଜାତିରେ କେହି ମୃତ ହେଲେ ଦଶାହ, ଏକାଦଶାହ ହୋଇଥାଏ। ଏଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମୃତବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଉଦ୍ଦେଶ୍ୟରେ ରନ୍ଧା ହୋଇ ଖାଦ୍ୟ ଅର୍ପଣ କରାଯାଇଥାଏ। ହେଲେ ଏକ…
ପଥରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି
ଖୋର୍ଦ୍ଧା ଅଫିସ,୨୭ା୧୦: ଭକ୍ତର ଆରାଧନାରେ ଖୁସି ହୋଇ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇଥାନ୍ତି। ଏଭଳି ଏକ ଅଲୌକିକ ଘଟଣା ବୋଲଗଡ଼ ବ୍ଲକର ବାଙ୍କେଇ ନିକଟ ହାଟବସ୍ତ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଶ୍ରୀସ୍ବପ୍ନେଶ୍ୱର ମନ୍ଦିର ପରିସର ଚଉଁରା ମୂଳେ…
Archives


