ଖୋର୍ଦ୍ଧା

କାଜୁ ଜଙ୍ଗଲ ନଷ୍ଟ ନେଇ ଥାନାରେ ଏତଲା

ଜଟଣୀ,୬।୮(ଡି.ଏନ୍‌.ଏ): ଜଟଣୀ ବ୍ଲକର ଛଣଘର କୁଶମାଟି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରକଳ୍ପ ମାଧ୍ୟମରେ ନୂତନ କାଜୁ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ଚାରା ରୋପଣ କରାଯିବା ସହ ଖୁଣ୍ଟ ପୋତାଯାଇ ତାର ବାଡ଼ ଘେରାଯାଇଥିଲା। ତେବେ ବିରୋଧୀ ଗୋଷ୍ଠୀ ଏହି ଗଛ…

ଖୋର୍ଦ୍ଧାରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୬।୮: ଆସନ୍ତା ୯ତାରିଖରୁ ଖୋର୍ଦ୍ଧା ଜିଲାରେ (ବିଏମ୍‌ସିକୁ ବାଦ୍‌ ଦେଇ) ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ଖୋଲିବ। କୋଭିଡ୍‌ କଟକଣା କୋହଳ ପରେ ଦୀର୍ଘ ୩ମାସର ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରୁ କଟକଣା ହଟିଛି।…

ବିପଦସଙ୍କୁଳ କୋଠାରେ ୨ ସମବାୟ ବ୍ୟାଙ୍କ

ଖୋର୍ଦ୍ଧା ଅଫିସ,୬ା୮: କୃଷି ଓ ଚାଷୀଙ୍କ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଓ ସବ୍‌ସିଡି ଯୋଗାଇଦେବାକୁ ବିଭିନ୍ନ ଜିଲାରେ ସମବାୟ ବ୍ୟାଙ୍କ ରହିଛି। ତେବେ କେତେକ ସମବାୟ ବ୍ୟାଙ୍କ ବିପଦସଙ୍କୁଳ କୋଠାରେ ଚାଲିଛି। ଖୋର୍ଦ୍ଧା…

ପାଇକ ସଂଗ୍ରହାଳୟ ଏବେ ଭୂତକୋଠି

ଖୋର୍ଦ୍ଧା ଅଫିସ,୬ା୮: ଗୋଟିଏ ଜାତି ତା’ର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହେଲେ ସେହି ଜାତିର ସମୃଦ୍ଧି ନଷ୍ଟ ହେବା ସହ ଅଧଃପତନ ଘଟିଥାଏ ବୋଲି କୁହାଯାଏ। ଯେଉଁ ପାଇକ…

ମୁଣ୍ଡିଆ ପାହାଡ ପଛପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ: କେହି ମାରି ଫୋପାଡ଼ି ଥିବା ସନ୍ଦେହ

ଖୋର୍ଦ୍ଧା ଅଫିସ,୫।୮: ଖୋର୍ଦ୍ଧା ଜିଲା ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ ଏକ ମନ୍ଦିର ପଛପଟୁ ସଦର ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ତାପଙ୍ଗ ଗ୍ରାମ ବାଘଟାଙ୍ଗି ସାହିର ରାଉଳ ନାୟକ(୫୫)। ସାଇଣ୍ଟିଫିକ୍‌ ଟିମ ସହ…

ସହାୟତା ଅପେକ୍ଷାରେ ଅଙ୍କିତା

ଜଟଣୀ,୨।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗଜପତି ନଗରରେ ରହୁଥିବା ଅମୂଲ୍ୟ ସାହୁଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ(୧୨)। ଖେଳକୁଦ ଓ ପାଠପଢ଼ା ବସୟରେ ଅଙ୍କିତା ଆପଲାଷ୍ଟିକ ଆନିମିଆ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଚିକିତ୍ସାରେ…

ଜଳ ପାଲଟିଛି ଜହର

ଖୋର୍ଦ୍ଧା ଅଫିସ,୨।୮: କୁହାଯାଏ ଜଳ ହିଁ ଜୀବନ। ଦୈନନ୍ଦିନ ଜୀବନରେ ଜଳର ଅତି ଆବଶ୍ୟକତା ରହିଛି। ଜଳ ବିନା ଜୀବଜଗତ ବଞ୍ଚିବା କଷ୍ଟକର। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋରିକ ନୂଆଗାଁରେ ଜଳ ପାଲଟିଛି ଜହର। ଏହି ଗ୍ରାମରେ ସ୍ବଜଳ…

୩ରେ ଖୋଲିବ ନନ୍ଦନକାନନ

ବାରଙ୍ଗ,୨ା୮(ଡି.ଏନ୍‌.ଏ.): ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୩ ତାରିଖ(ମଙ୍ଗଳବାର)ରେ ଖୋଲିବ। ଏନେଇ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକମାନେ ସଫାରି, ବ୍ୟାଟେରୀଚାଳିତ ଗାଡ଼ିରେ ବୁଲିବା, ବୋଟିଂର ସୁବିଧା ଏବେ ପାଇପାରିବେ…

ସବୁଠି ଆବର୍ଜନା: ଘାରିଛି ଡେଙ୍ଗୁ ଭୟ

ଜଟଣୀ,୧।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ଅଳିଆ ସଫା ନ ହେବାରୁ ଡ୍ରେନ୍‌ଗୁଡ଼ିକରେ ଆବର୍ଜନା ପଡ଼ି ରହି ପୋତି ହୋଇଗଲାଣି। ଘରୁ ବାହାରୁଥିବା ଅପରିଷ୍କାର ପାଣି…

ଓଡ଼ିଶା ମାଟିରେ ଫଳୁଛି ସେଓ: ପ୍ରେରଣା ସାଜିଛନ୍ତି ଅରୁଣ

ଖୋର୍ଦ୍ଧା ଅଫିସ,୧।୮: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ, ଏବେ ଓଡ଼ିଶା ମାଟିରେ ଫଳୁଛି ସେଓ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଆରିକମା ଗାଁର ଅରୁଣ କୁମାର ନାୟକ ଅନ୍‌ଲାଇନରେ ସେଓ ଚାରାକିଣି ନିଜ ବାରିରେ ଲଗାଇଥିଲେ। ଏବେ ସେଥିରେ ଭଳିକି…

ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍‌ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଟାଉନ ଥାନା ପୋଲିସ ବୁଧବାର…

ଅଙ୍ଗନୱାଡି ଖାଦ୍ୟ ବାଟମାରଣା

ଖୋର୍ଦ୍ଧା ଅଫିସ,୨୮ା୭:ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନ ସହ ପିଲାଙ୍କୁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପ୍ରଦାନ ସକାଶେ ସରକାର ଅଙ୍ଗନୱାଡି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ଲାଗି ବିଭିନ୍ନ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଛତୁଆ, ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?