କେନ୍ଦୁଝର

ନାବାଳିକାଙ୍କୁ ଦନ୍ତା କଚାଡ଼ି ମାରିବା ଘଟଣା: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ, ତହସିଲଦାରଙ୍କୁ ଅଟକ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଏକ ଗୋଠଛଡା ଦନ୍ତା ଜଣେ ୧୧ବର୍ଷୀୟା ଝିଅକୁ କଚାଡ଼ି ମାରିଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ...

ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ, କାର ଜବତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଏକ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଫୋନ ପେ ଆପ୍‌ ମାଧ୍ୟମରେ ଟଙ୍କା ଗାଏବ ଘଟଣାର ପୋଲିସ ପର୍ଦ୍ଦାଫାଶ କରଛି। ଏହି ଠକେଇ ଘଟଣାରେ ଅଭିଯୁକ୍ତ ବାବୁଲ ମହାନ୍ତକୁ ଶୁକ୍ରବାର...

ନିଅଁ। ରେ ଚାଲିଲେ ମାନସିକଧାରୀ ଭକ୍ତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରର ଭୂୟାଁ ବସ୍ତର କୋଠି ଶାଳରେ ସବୁବର୍ଷ ପରି ଚଳିତବର୍ଷ ଠାକୁରାଣୀ ମା’ଙ୍କ ଓଷା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ପୌଷ ମାସରେ ହେଉଥିବା ମା’ ଠାକୁରାଣୀଙ୍କ ଏହି ଓଷାରେ...

ପୁରୁଣା ବୃତ୍ତି: ଅଲୋଡ଼ା ହୋଇ ବି ପୋଷୁଛି ପେଟ

କେନ୍ଦୁଝର, ୧୧ା୧ (ସ୍ବ.ପ୍ର.) ଆଗରୁ ଗ୍ରାମାଞ୍ଚଳରେ ଥିଲା କମାର ଶାଳ । ଲୋକେ ଛୁରି, ପନିକି, କଟୁରି, ଦା, କୋଦାଳ, ଟାଙ୍ଗିଆ ଆଦି କମାର ଶାଳରେ ପ୍ରସ୍ତୁତ କରିବା ସହ ଧାର କରିବା କାମ କରୁଥିଲେ। ଏବେ ଆଧୁନିକ ସଭ୍ୟତାରେ...

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ ଜଣେ ଯୁବକଙ୍କୁ ୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫...

ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ସ୍ଥାନ ନିରୂପଣକୁ ବିରୋଧ: ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- କେନ୍ଦୁଝର ପାୈରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରିବା ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି ା ଏ ନେଇ ଶୁକ୍ରବାର ସ୍ଥାନୀୟ ଲୋକେ ନିର୍ବାହୀ ଅଧିକାରୀ ନିରଞ୍ଜନ...

ବଲାଣି ସେଲ୍‌ ଖଣିରେ ଦୁର୍ଘଟଣା: କ୍ରଶରରେ ଚାପି ହୋଇ ଶ୍ରମିକଙ୍କ ୩ ଆଙ୍ଗୁଠି କଟିଲା

ବଡ଼ବିଲ, ୧୦।୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିଃ(ସେଲ) ଖଣିରେ ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିଛି। କ୍ରଶର ପ୍ଲାଣ୍ଟରେ କାମ କରୁଥିବାବେଳେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କ ହାତର ୩ଟି...

୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା ହାତୀ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତାହାତୀର ଆତଙ୍କରାଜ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଦନ୍ତାହାତୀଟି ପାଟଣା ରେଞ୍ଜର ବଡ଼ବିଲ, ଜମୁନାଳିଆ, ତାଳସରୁଆ, ହଳଦୀବଟା, ନୂଆଗାଁ ଓ ଦୁବେଇପେଣ୍ଠ ଆଦି ଗ୍ରାମରେ...

ମହାଦେଇଯୋଡ଼ା ରାଣୀ ଜମି ହଡ଼ପ ଉଦ୍ୟମ: ଜବରଦଖଲ ଉଚ୍ଛେଦ କଲେ ଗ୍ରାମବାସୀ

ରାଇସୁଆଁ,୯।୧(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ମହାଦେଇଯୋଡ଼ା ଗ୍ରାମରେ ପୂର୍ବ ପୁରୁଷରୁ ଥିବା ୩ଶହ ଏକର ରାଣୀ ଜମିକୁ ଗ୍ରାମର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏବଂ ବାହାରର କିଛି ବ୍ୟକ୍ତି ମିଶି ହଡ଼ପ ଉଦ୍ୟମ କରୁଥିବାବେଳେ ବିବାଦୀୟ...

ଟୁସୁ ପର୍ବରେ ଶତାଧିକ ଗାଁ ଉତ୍ସବମୁଖର

କେନ୍ଦୁଝର, ୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କୁଡୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଶତାଧିକ ଗାଁ ପ୍ରସିଦ୍ଧ ଟୁସୁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆସନ୍ତା ମକର ସଂକ୍ରାନ୍ତିରେ ପର୍ବ ଉଦ୍‌ଯାପିତ ହେବ। ଉକ୍ତ ସମ୍ପ୍ରଦାୟର ଲୋକେ, ବିଶେଷ କରି ମହିଳା...

ଲୁହାପଥର ବୋଝେଇ ୨ଟ୍ରକ ଜବତ: ୧୫ ହଜାର ଟଙ୍କା, ୩ ମୋବାଇଲ ସହ ୩ ଗିରଫ

ବଡବିଲ, ୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ପୋଲିସ ବୁଧବାର ସକାଳେ ଏହି ଥାନା ଅଞ୍ଚଳ ଦେଇ ଚୋରାଚାଲାଣ ହେଉଥିବା ସାଇଜ ଲୁହାପଥର ବୋଝେଇ ୨ଟି ଟ୍ରକକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପୋଲିସ ସେମାନଙ୍କ...

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା ସହ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri