ଚୋରା ମହୁଲ ବୋଝେଇ ଟ୍ରକ ଜବତ
କେନ୍ଦୁଝର, ୧୦ା୬ (ସ୍ବ.ପ୍ର.)-କେନ୍ଦୁଝର ଅବକାରୀ ସ୍କ୍ବାଡ ମଙ୍ଗଳବାର ଏକ ଚୋରା ମହୁଲ ବେଝେଇ ଟ୍ରକ ଜବତ କରିଛି। ଅବକାରୀ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଟ୍ରକରେ ଲୋଡ ହୋଇଥିବା ୪ଶହ ବସ୍ତା(ଆନୁମାନିକ ୧୬୦ କ୍ୱିଣ୍ଟାଲ) ମହୁଲ ଯାହାର…
ବଜ୍ରପାତରେ କ୍ଷତିଗ୍ରସ୍ତ ହେଲା ମନ୍ଦିର ଦଧିନଉତି
ଚମ୍ପୁଆ,୯ା୬ (ଡି.ଏନ.ଏ.)- ଚଳିତ ବର୍ଷ ବଜ୍ରପାତ ଯୋଗୁ ନାହିଁ ନ ଥିବା କ୍ଷୟକ୍ଷତି ଘଟିବାରେ ଲାଗିଛି। କେତେବେଳେ ଜନଜୀବନ ନଷ୍ଟ ହେଉଛି ତ କେତେବେଳେ ଗୃହ ପାଳିତ ପଶୁଙ୍କ ଜୀବନ ଚାଲିଯାଉଛି। ନିୟମିତ ବ୍ୟବଧାନରେ ଅପରାହ୍ନରେ ବର୍ଷା ସହ ଏହି ବଜ୍ରପାତ…
ଛାତ୍ରୀନିବାସରୁ ଫ୍ୟାନ୍ ଚୋରି, ୬ ଗିରଫ
ପାଟଣା,୯।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ମୁଖ୍ୟାଳୟ ସ୍ଥିତ କୁନ୍ତଳା କୁମାରୀ ଆଦିବାସୀ ବାଳିକା ହଷ୍ଟେଲରୁ ଜୁନ୍ ୨ ତାରିଖ ରାତିରେ ୧୦ଟି ଫ୍ୟାନ୍ ଚୋରି ହୋଇଥିବାର ମାଟ୍ରନ ଫୁଲମଣି ମହାନ୍ତ ପାଟଣା ଥାନାରେ ଅଭିଯୋଗ କରିଥିଲେ। କରୋନା ପାଇଁ ଲକ୍ଡାଉନ…
କେନ୍ଦୁଝର ଜିଲାରେ ଆଉ ୨ ପଜିଟିଭ୍ ଚିହ୍ନଟ
କେନ୍ଦୁଝର,୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୨ଜଣ କରୋନା ପଜିଟିଭ୍ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦୁଇ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟଙ୍କ ମଧ୍ୟରୁ ସହରପଡା ବ୍ଲକ…
ସାହାରପଡ଼ା ବ୍ଲକର ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ
ପାଟଣା,୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତର ଜଣେ ୫୫ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ସାହାରପଡ଼ା…
ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ
କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ ଜଙ୍ଗଲରୁ ଫଳମୂଳ, ମଞ୍ଜି ଆଦି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ା ସେଥିରୁ…
ସୋଲାର ସିଷ୍ଟମ ଅଚଳ, ପାଣି ପାଇଁ ହଇରାଣ
କେନ୍ଦୁଝର, ୯।୬(ସ୍ବ.ପ୍ର.) – ଯୋଡ଼ା ବ୍ଲକ ଅନ୍ତର୍ଗତ ଖଣି ଖାଦାନ ବହୁଳ ବଲାଣି ପଞ୍ଚାୟତ ଅନ୍ତର୍ଗତ ଜୁର୍ମିତା ତଳସାହିରେ ସୋଲାର ସିଷ୍ଟମ ଅଚଳ ଯୋଗୁ ବର୍ଷେ ହେଲା ଲୋକମାନେ ଜଳ ସଙ୍କଟରେ ଅଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପଦକ୍ଷେପ…
କୁନି ଝୁମର ଶିଳ୍ପୀ ମୋହିତଙ୍କୁ ନେଇ ଚର୍ଚ୍ଚା
ଚମ୍ପୁଆ, ୯।୬(ଡି.ଏନ.ଏ.)-ସାମ୍ପ୍ରତିକ ପରିସ୍ଥିତିରେ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ବେଶ ଖରାକ ଯୋଗାଉଛି ଝୁମର ସଙ୍ଗୀତ। କୁରୁମାଲି ଭାଷାରେ ଏହି ସଙ୍ଗୀତ କୁଡୁମି ସମ୍ପ୍ରଦାୟର ପ୍ରମୁଖତା ବହନ କରୁଥିବା ବେଳେ ସମ୍ପ୍ରଦାୟ ବାହାରେ ମଧ୍ୟ ଏହାର ଆଦୃତ୍ତି ବଢିବାରେ ଲାଗିଛି। ସ୍ଥାନୀୟ…
ବୃକ୍ଷରୋପଣକୁ ନେଇ ଅସନ୍ତୋଷ : ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡବାସୀ
ଚମ୍ପୁଆ, ୮ା୬(ଡି.ଏନ.ଏ)-ୱାର୍ଡର ଜବକାର୍ଡଧାରୀମାନେ କାମ ପାଉ ନ ଥିବା ବେଳେ ଅନ୍ୟ ୱାର୍ଡର ଶ୍ରମିକଙ୍କୁ କାମରେ ନିୟୋଜନକୁ ନେଇ ଚମ୍ପୁଆ ଏନଏସିର ୨ନଂ ୱାର୍ଡବାସୀମାନେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ କରୋନା ପାଇଁ ଲକଡାଉନ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର…
ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର
ଆନନ୍ଦପୁର,୮। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ହୁଡି ନିକଟ ଝରଣା କୂଳରେ ବଜ୍ରପାତରେ ଦିଲୀପ ଚକ୍ର ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ। ସୋମବାର ଅପରାହ୍ନରେ କାଠକଟା ଅଞ୍ଚଳ ବୁଲିବାକୁ…
୪ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ନବ ନିର୍ମାଣ କୃଷକ ସଂଗଠନ
କେନ୍ଦୁଝର,୮ା୬(ସ୍ବ.ପ୍ର.): ଚଳିତ ଖରିଫ୍ ଋତୁରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚାଷୀମାନେ ବିଭିନ୍ନ ସରକାରୀ ସଂସ୍ଥା ମାଧ୍ୟମରେ ଧାନ ବିକ୍ରି କରିଥିଲେ। ବହୁ ଚାଷୀଙ୍କର ଟୋକନ ଆସିଥିଲେ ମଧ୍ୟ ସରକାର ତାଙ୍କ ଧାନ କିଣି ନ ଥିଲେ। ଏପରିକି ମାସ ମାସ ବିତି…
ବୈତରଣୀ ନଦୀ ପୋଲରୁ ବୋଲେରୋ ବୋଝେଇ ଶାଳ ଚୌକାଠ ଜବତ: ୨ ଗିରଫ
ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ପୋଲ ନିକଟରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ସୋମବାର ଭୋରରୁ ପାଟଣା ବନ ବିଭାଗ ଜବତ କରିଛି। ଚୋରା କାଠ ବେପାରରେ ସମ୍ପୃକ୍ତ ୨…

