କେନ୍ଦୁଝର

ରଙ୍ଗୋଲିରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ଚିତ୍ରକାର ନିଶିକାନ୍ତ

କେନ୍ଦୁଝର,୧୫ା୬(ସ୍ବ.ପ୍ର.): ପ୍ରବାସୀମାନଙ୍କୁ ସହାୟତା କରିଥିବାରୁ ରଙ୍ଗୋଲିରେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିତ୍ରକାର ନିଶିକାନ୍ତ ବେହେରା। ନିଶିକାନ୍ତଙ୍କ ଘର କେନ୍ଦୁଝର ସଦର ବ୍ଲକ ଟିକରପଡ଼ା ଗ୍ରାମରେ। କମ୍‌ ବୟସରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ସେ ଏକ ସ୍ବତନ୍ତ୍ର ସ୍ଥାନ…

ରଜ ମଉଜରେ ଖାଁ ଖାଁ ସୀତାବିଞ୍ଜ

ଢେଙ୍କିକୋଟ, ୧୫।୬(ଡି.ଏନ.ଏ.)-କେନ୍ଦୁଝର ଜିଲାର ଗଣପର୍ବ ହେଉଛି ରଜପର୍ବ। ମାତ୍ର ଚଳିତବର୍ଷ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ରଜପର୍ବ ପାଳନରେ କଟକଣା କରାଯାଇଛି। ଜିଲାରେ ଫିକା ପଡ଼ିଛି ରଜ ମଉଜ। ନା ଅଛି ଦୋଳି, ନା ସଜବାଜ। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ…

ଚୋରା କାଠ ଜବତ

ପାଟଣା, ୧୪।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲର କାଳିଘାଇ ନିକଟରୁ ଶନିବାର ବିଳମ୍ବିତ ରାତିରେ ୨୫ଟି ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଳିଘାଇ ବନ ସୁରକ୍ଷା କମିଟି ପକ୍ଷରୁ କାଠ ଗୁଡିକୁ ଜବତ କରାଯାଇଛି। ଏଥି…

୨ ହାତୀଙ୍କ ମୃତଦେହ ଠାବ: କାଟି ନେଲେ ଦାନ୍ତ ଓ ଶୁଣ୍ଢ

ଯୋଡା/କେନ୍ଦୁଝର,୧୪।୬(ଡି.ଏନ.ଏ.)(ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ସେକ୍ସନ ଅଧିନସ୍ଥ ବୈତରଣୀ ରିଜର୍ଭ ଫରେଷ୍ଟରେ ରବିବାର ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ମୃତହାତୀଙ୍କ ମଧ୍ୟରେ ଗୋଟିଏ ମାଈ ଓ ଅନ୍ୟଟି ଦନ୍ତାହାତୀ ବୋଲି ଜଣାପଡିଛି। ଖବରପାଇ ଯୋଡା ବନପାଳ ପିଅନ…

ରେଳ ଚାଳକ ପାଳିବେ କଳା ଦିବସ

କେନ୍ଦୁଝର,୧୪।୬(ସ୍ବ.ପ୍ର./ଡି.ଏନ.ଏ.)-ଭାରତୀୟ ରେଳର ରେଳ ଚାଳକ ଓ ସହ ଚାଳକ ମାନେ ନିଜ ଓ ନିଜ ପରିବାରକୁ ପଛରେ ପକାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ତାଲା ବନ୍ଦ ସମୟରେ ରେଳ ଚାଳକ ମାନେ ମାଲ ଗାଡି ଶ୍ରମିକ ସ୍ପେଶାଲ, ପାର୍ସଲ ସ୍ପେଶାଲ…

ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ

ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏ ନେଇ କେସ୍‌ ନଂ. ୭୯/୨୦ରେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ସହ ରଜ ପାଳିଲେ ସରପଞ୍ଚ

ହାଟଡିହୀ,୧୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ସରପଞ୍ଚ ଅନସୂୟା ସେଠୀ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ୨୫ ଅନ୍ତେବାସୀଙ୍କ ସହ ସାମାଜିକ ଦୂରତା ରକ୍ଷା କରି ରଜ ପାଳନ କରିଛନ୍ତି। ଅନ୍ତେବାସୀଙ୍କୁ ସରପଞ୍ଚ ମିଠା, ପିଠା ଓ ରଜପାନ ଦେଇ ଆପ୍ୟାୟିତ କରିଥିଲେ।…

କେନ୍ଦୁଝର ଜିଲାରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ପହଁଚିଛି। ଚିହ୍ନଟ ୧୧ ଆକ୍ରାନ୍ତ ସଙ୍ଗରୋଧ ଗୃହରେ ଥିଲେ। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ ୬…

କେନ୍ଦୁଝରର ଗଣପର୍ବ ରଜ: ରଜବତୀଙ୍କ ପୂଜା ମୁଖ୍ୟ ଆକର୍ଷଣ

କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗାଁଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷ କରି କେନ୍ଦୁଝର…

ଧୂଳିଧୂଆଁରେ ଅତିଷ୍ଠ ଜୁରୁଡି ଅଞ୍ଚଳବାସୀ

ଯୋଡ଼ା, ୧୪। ୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ…

ଧୂଳିଧୂଆଁରେ ଅତିଷ୍ଠ ଅଞ୍ଚଳବାସୀ

ଯୋଡ଼ା, ୧୩।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ଏଠାରେ ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ ପରିବହନ…

କାଳିଆବେଡ଼ା ଗ୍ରାମକୁ ପଶିଆସିଲେ ହାତୀପଲ: ଉଜାଡ଼ିଲେ ଫସଲ, ଗ୍ରାମବାସୀ ଭୟଭୀତ

କେନ୍ଦୁଝର,୧୩ା୬(ସ୍ବ.ପ୍ର.) : ସଦର ରେଞ୍ଜର କାଳିଆବେଡ଼ା ଗାଁକୁ ଶନିବାର ସକାଳେ ବଣୁଆ ହାତୀପଲ ପଶି ଆସିବା ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଆଜି ସକାଳୁ ଘଟଗାଁ ଦେଓବନ୍ଧ ଅଞ୍ଚଳରୁ ଏକ ଆଠ ଟିକିଆ ହାତୀପଲ ସଦର ରେଞ୍ଜକୁ ପଶି ଆସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?