ଛୁଆ ହାତୀର ମୃତଦେହ ଠାବ
ବଡ଼ବିଲ/କେନ୍ଦୁଝର,୯ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧୀନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରିଛି। ମୃତ ହାତୀଛୁଆଟି ଅଣ୍ଡିରା ଓ ଏହାର ବୟସ ୨ରୁ ୩ବର୍ଷ ହେବ ବୋଲି ବନ ବିଭାଗ…
ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା
କେନ୍ଦୁଝର, ୯ା୭ (ସ୍ବ.ପ୍ର.)-ଛତୁ ଶାକାହାରୀମାନଙ୍କ ପ୍ରିୟଖାଦ୍ୟ। ସମସ୍ତେ ଛତୁ ଖାଇବାକୁ ଭଲ ପାଇଥାନ୍ତି। ଯଦିଓ ଆଜିକାଲି ବର୍ଷ ତମାମ ଛତୁ କୃତ୍ରିମ ଉପାୟରେ ଚାଷ କରି ଉପତ୍ାଦନ କରାଯାଉଛି ତେବେ ପ୍ରାକୃତିକ ପରିବେଶରେ ଉଠୁଥିବା ଛତୁର ଚାହିଦା ଅଧିକ ଓ ସ୍ବାଦ…
ବାପା-ଝିଅ ପବିତ୍ର ସମ୍ପର୍କରେ କଳଙ୍କ: ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରି ଗିରଫ ବାପା
ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ବାପା ୭ ବର୍ଷର ଶିଶୁ କନ୍ୟାକୁ ସୋମବାର ବଳାତ୍କାର କରିଛନ୍ତି। ଏ ନେଇ ତାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ଏହିଘଟଣାରେ…
ବୋଲେରୋ ପୋଡିଦେଲେ ଦୁର୍ବୃତ୍ତ
ବଡବିଲ, ୮।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚଡି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡିଦେଇଥିବା ଜଣାପଡିଛି। ଏହି ବୋଲେରୋ ହେଉଛି ପିଏଚଡି ଅଞ୍ଚଳରେ ରହୁଥିବା ଶୁୁକଦେବ ଖଣ୍ଡିତଙ୍କର। ଏ ନେଇ ଶୁୁକଦେବ…
କାର୍ରେ ପ୍ରେସ୍ ଲେଖି ବୁଲୁଥିଲେ ଜଙ୍ଗଲରେ: ଟେକିନେଲେ ଗ୍ରାମବାସୀ
କେନ୍ଦୁଝର,୭।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କରଦାଙ୍ଗୀ ଜଙ୍ଗଲରେ ମଙ୍ଗଳବାର ୬ ଜଣ ବ୍ୟକ୍ତି କାରରେ ପ୍ରେସ ଲେଖି ସନ୍ଦେହ ଜନକ ଭାବେ ବୁଲୁଥିଲେ। ହାତୀ ଶିକାରୀ ସନ୍ଦେହରେ ଗ୍ରାମବାସୀ ସେମାନଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ…
ବିଜ୍ଞାନ ଛାତ୍ରଙ୍କ ପରିବାଚାଷ
କେନ୍ଦୁଝର, ୭।୭(ସ୍ବ.ପ୍ର.)-ପାଠ ସହିତ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମାନସିଂ ସୋରେନ ା ତାଙ୍କ ଘର ଘଷିପୁରା ବ୍ଲକରେ। କିନ୍ତୁ ପିଲା ଦିନରୁ ସଦର ବ୍ଲକ ରାଜବନ୍ଧରେ ପିଉସି ପୁଅ ଭାଇଙ୍କ ଘରେ ରହି ପାଠ ପଢୁଛନ୍ତି। ମାଟ୍ରିକ ପାସ କରିବା…
କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ, ଘଷିପୁରା, ହରିଚନ୍ଦନପୁର, ପାଟଣା, ହାଟଡିହି ଓ ସଦର ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ…
୪ ଲେନ୍ ଏନ୍ଏଚ୍ ପାଇଁ ଗଛ କଟା
କେନ୍ଦୁଝର,୫ା୭(ଡି.ଏନ୍.ଏ.)-ଜାତୀୟ ରାଜପଥ ନଂ.୨୦ ଏବଂ ୪୯ ଚାରିଲେନ୍ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବହୁ ପୁରାତନ ଗଛ କଟାଯାଇଛି। ହେଲେ ବୃକ୍ଷରୋପଣକୁ ଅଣଦେଖା କରାଯାଉ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ଦେଇ ଯାଇଥିବା ଏହି ଦୁଇ…
କ୍ଷୁଦ୍ର ଚଳଚ୍ଚିତ୍ରରେ ସଚେତନତାର ବାର୍ତ୍ତା
କେନ୍ଦୁଝର, ୫।୭ (ସ୍ବ.ପ୍ର.)- ଗୁରୁ ଦାସ, ଜିଲାରେ ଏକ ପରିଚିତ ନାମ। ଜଣେ ଓଡ଼ିଶୀ ନୃତ୍ୟଗୁରୁ ଓ ଅଭିନେତା ଭାବେ ତାଙ୍କର ରହିଛି ସୁନାମ। ତେବେ କରୋନା କଟକଣା ହିଁ ତାଙ୍କୁ ଏକ ସୁଯୋଗ ଆଣିଦେଇଛି । ଅର୍ଥାତ୍ ଏଇ ସମୟରେ…
କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଲା
କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଛି। ଆକ୍ରାନ୍ତ ଜଣଙ୍କ ହାଟଡିହି ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ…
ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ: ଘରଭାଙ୍ଗି ଖାଇଗଲେ ଧାନଚଉଳ
କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ପଡାଙ୍ଗ ଗାଁ ଗୁହାଳପାଳ ସାହିରେ ହାତୀପଲଙ୍କ ଉପଦ୍ରବ। ଉକ୍ତ ଗାଁରେ ଥିବା ସିକନ୍ଦର ହେମରମଙ୍କ ଘରକୁ ହାତୀପଲ ଭାଙ୍ଗିରୁଜି ଦେବା ସହ ତାଙ୍କର ଧାନଚାଉଳ ମଧ୍ୟ ଖାଇଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ…
ବଡ଼ଭଉଣୀ ସହ ମୋବାଇଲ ପାଇଁ ଝଗଡା କରି ଜୀବନ ହାରିଲେ ସାନଭାଇ
ପାଟଣା,୨।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଏକ ଅଭାନୀୟ ଘଟଣା ଘଟିଛି। ଗୁରୁବାର ଜଣେ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା କୁସୁମୀ ଗ୍ରାମର…

