ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ
କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରଥଯାତ୍ରା ହେବନାହିଁ। ଅର୍ଥାତ କେନ୍ଦୁଝରର ବଡଦାଣ୍ଡରେ...
କେନ୍ଦୁଝରରେ ୨ କରୋନା ପଜିଟିଭ୍ ଚିହ୍ନଟ: ଶତକ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦୁଝର,୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ପୁଣି ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଜଣେ ଘଷିପୁରା ଓ ଅନ୍ୟ ଜଣେ ହାଟଡିହିର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାରାଣ୍ଟାଇନ୍ରେ ଥିଲେ। ତାଙ୍କୁ କେନ୍ଦୁଝର କୋଭିଡ୍-୧୯ ହସ୍ପିଟାଲକୁ...
ଟଙ୍କା ପାଇଁ ୩୦ କି.ମି ଘୁଷୁରି ଘୁଷୁରି ଗଲେ ଭିନ୍ନକ୍ଷମ
କେନ୍ଦୁଝର,୨୧ା୬(ସ୍ବ.ପ୍ର.)-ଆଜିର ଡିଜିଟାଲ ଯୁଗରେ ଏବେ ମଧ୍ୟ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଟଙ୍କା ଉଠାଣ ଓ ଜମା କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି...
ପୋତି ହୋଇପଡୁଛି କେନାଲ: ଚାଷ ଜମିକୁ ମାଡ଼ୁନି ପାଣି
ଚମ୍ପୁଆ, ୨୦ା୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଏନଏସି ଅନ୍ତର୍ଗତ ୨ ନଂ. ୱାର୍ଡ ପାଞ୍ଚପୋଖରିଆଠାରେ କେନାଲ ପୋତି ହୋଇପଡିଥିବାରୁ ଚାଷଜମିକୁ ପାଣି ମାଡିପାରୁନାହିଁ। ଏପରିକି ପାଣି ରହୁଥିବା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉ ନ ଥିବାରୁ ବର୍ଷାଜଳ ଠିକ୍ ଭାବେ...
ପଦ୍ମପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍ ସେଣ୍ଟର ପରିସର ୭୨ ଘଣ୍ଟା କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା
କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ୍ ସେଣ୍ଟରରେ ଶନିବାର ଜଣେ ୩୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର କାଉଁରକଳା ପଞ୍ଚାୟତ ବଉଳମାଳ ଗ୍ରାମରେ ବୋଲି ଜଣାପଡ଼ିଛି। ଏହି...
ମହଙ୍ଗା ପଡ଼ିଲା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର: ବନ୍ଧା ହେଲେ ବାପ ପୁଅ
ଯୋଡା,୨୦।୬(ଡି.ଏନ.ଏ)-କେନ୍ଦୁଝର ଜିଲା ଯୋଡା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାପ ପୁଅ। ପୋଲିସ କହିଛି, ଶୁକ୍ରବାର ଯୋଡା ସହରରେ ଥାନା ଅଧିକାରୀ ରାଇସେନ୍ ମୁର୍ମୁ ମାସ୍କ ଚେକିଂ କରୁଥିଲେ। ଏହି ସମୟରେ ଯୋଡା ଅଞ୍ଚଳର ଯୁବକ...
ପାଟଣା ୧, ସାହାରପଡା ବ୍ଲକରୁ ୩ ନୂଆ କରୋନା ପଜିଟିଭ ଚିହ୍ନଟ: ମାଛଗଡ଼ ପଞ୍ଚାୟତ ୭୨ ଘଣ୍ଟା ଶର୍ଟଡାଉନ ଘୋଷଣା
ପାଟଣା,୨୦।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଚିହ୍ନଟ ଜଣକ ଚେମେଣା ପଞ୍ଚାୟତର ଦିଲ୍ଲୀ ଫେରନ୍ତା ୩୫ ବର୍ଷୀୟ ବ୍ୟକ୍ତି ବୋଲି ଶୁକ୍ରବାର...
ଗୁରୁବେଡାରେ ୨ ହାତୀ ମୃତ୍ୟୁ ଘଟଣା: ୩ ଅଭିଯୁକ୍ତ ଗିରଫ, ମିଳୁନି ହାତୀ ଦାନ୍ତ
ବଡ଼ବିଲ/ଯୋଡ଼ା,୧୯।୬(ଡି.ଏନ୍.ଏ/ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ଫରେଷ୍ଟ ରେଞ୍ଜର ଗୁରୁବେଡା ବୈତରଣୀ(ଖ)ସଂରକ୍ଷିତ ଜଙ୍ଗଲରେ୨ ହାତୀଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ୩ ଅଭିଯୁକ୍ତ ବନବିଭାଗ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ବିନବିଭାଗ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁବେଡା ଭୋଳବେ ଗ୍ରାମର...
୧୧ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସଦର ବ୍ଲକ ଜେଇ
କେନ୍ଦୁଝର,୧୯ା୬(ସ୍ବ.ପ୍ର.): ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ୍ ଶୁକ୍ରବାର ସଦର ବ୍ଲକ ଜେଇ ପ୍ରମୋଦ କୁମାର ପଣ୍ଡାଙ୍କୁ ଟଙ୍କା ସହ ଧରିଛନ୍ତି। କାଉଁରିକଳା ପଞ୍ଚାୟତ ଜଣେ ଓ୍ବାର୍ଡମେମ୍ବରଙ୍କଠାରୁ ଏକ କାମର ବିଲ୍ କରାଇ ଦେବା ପାଇଁ ୧୧ହଜାର ଟଙ୍କା...
ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ
କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ ରଥଯାତ୍ରା ଉପରେ ନିଷ୍ପତି ପରେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା...
କେନ୍ଦୁଝରରେ ପୁଣି ୫ କରୋନା ରୋଗୀ
କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସମସ୍ତ ରୋଗୀ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରୁ ବଡ଼ବିଲରେ ଦୁଇ ଜଣ, ଝୁମ୍ପୁରାରେ ଦୁଇ...
ଅଜଗର ମାରି କାନ୍ଧରେ ପକାଇ ବୁଲିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ବନବିଭାଗ
ବଡବିଲ,୧୭।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ଥାନା କଣ୍ଡରା ଗ୍ରାମର ଜଣେ ଯୁବକ ଏକ ଅଜଗର ସାପକୁ ମାରି କାନ୍ଧରେ ପକାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ଯୁବକଙ୍କୁ ବନବିଭାଗ କର୍ମଚାରୀ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ...
Archives


