କେନ୍ଦୁଝର

ବଜ୍ରପାତରେ ୧୬ ଛେଳିଙ୍କ ଜୀବନ ଗଲା

କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ଚମ୍ପେଇ ପଞ୍ଚାୟତର ସାରକୁଦର ଗାଁରେ ଶନିବାର ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ ବଜ୍ରପାତରେ ୧୬ ଛେଳିଙ୍କ ମୃତ୍ୟୁ ଘଟିଛି। ଛେଳିମାନେ ପାଖ ଜଙ୍ଗଲରେ ଚରୁଥିବା ବେଳେ ହଠାତ୍‌ ବଜ୍ରପାତ…

ଏସ୍‌ପି ଅଫିସ ପରିସରରେ ମା’ଙ୍କ ଆତ୍ମାହୁତି ଉଦ୍ୟମ

କେନ୍ଦୁଝର,୧୮।୬(ସ୍ବ.ପ୍ର.): ଅପହୃତ ନାବାଳିକା ଝିଅକୁ ଉଦ୍ଧାର କରିବାରେ ପୋଲିସ ବିଳମ୍ବ କରୁଛି। ଏହାର ପ୍ରତିବାଦରେ ନାବାଳିକାଙ୍କ ମା’ ଶୁକ୍ରବାର ମଧ୍ୟାହ୍ନରେ କେନ୍ଦୁଝର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୋଲିସ ସେଠାରେ ପହଞ୍ଚି ତାଙ୍କୁ…

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୧୭ା୬(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ବରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ ୧୪୪ ଧାରା ଜାରି କରି କାର୍ଯ୍ୟାଳୟକୁ ଅଚଳ କରିବାର ହୀନ ପ୍ରଚେଷ୍ଟା,ରାହୁଲ ଗାନ୍ଧୀଙ୍କୁ ମିଥ୍ୟା…

‘ମୋତେ ଏସ୍‌ପିଙ୍କୁ ଭେଟିବାକୁ ଦିଅ’

କେନ୍ଦୁଝର,୧୭ା୬(ସ୍ବ.ପ୍ର.): ସ୍ଥାନୀୟ ଏସ୍‌ପି ଅଫିସ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ ସମୟରେ ପୋଲିସ କାବୁ କରିଛି। ନିଜର ନାବାଳିକା ଝିଅକୁ ଅପହରଣ କରିନେଇଥିବା ଯୁବକଙ୍କୁ ଧରିବା ଏବଂ ଝିଅକୁ ଫେରାଇ ଆଣିବା ପାଇଁ ନିବେଦନ କରି ଆସୁଥିବା ସ୍ଥାନୀୟ ମଣ୍ଡୁଆ…

ବିକଳ୍ପ ବ୍ୟବସ୍ଥା କରିବା ପାଇଁ କମ୍ପାନୀକୁ ତାଗିଦ୍‌

କେନ୍ଦୁଝର,୧୭ା୬(ସ୍ବ.ପ୍ର.) ଭାରିଯାନ ଚଳାଚଳ ଯୋଗୁ କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜାମୁଡିହା-ବିସ୍ତାପାଳ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ୧.୪୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୀର୍ଘ ୨.୬୦୭ କି.ମି ବିଶିଷ୍ଟ ଏହି ରାସ୍ତା ଏବେ ଅସୁରକ୍ଷିତ ହୋଇ…

ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ

କେନ୍ଦୁଝର,୧୭ା୬ କୋଭିଡ୍‌ ପାଇଁ ବଡ଼ଦାଣ୍ଡକୁ ଆସି ନ ଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଚଳିତ ବର୍ଷ ରଥରେ ବସିବେ। ଦେବସ୍ନାନ ନୀତି ପରେ ଶ୍ରୀଜୀଉମାନେ ଏବେ ଅଣସର ଘରେ ଅଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଦୃତ ଗତିରେ…

ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଓଡ଼ିଆ ଇଞ୍ଜିନିୟର

ପାଟଣା,୧୭ା୬(ସ୍ବ.ପ୍ର.):ଛତିଶଗଡ଼ର ଜାହାଙ୍ଗିର ଚମ୍ପା ଜିଲା ପିହରିଡ଼ ଗ୍ରାମରେ ୮୦ ଫୁଟ ଗଭୀର ବୋରୱେଲରେ ଫସି ରହିଥିବା ଦିବ୍ୟାଙ୍ଗ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର। ସେ ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଧୀନ…

ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍‌

କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଚାୟତ ଜାମୁଡିହାଠାରୁ ବିସ୍ତାପାଳ ପର୍ଯ୍ୟନ୍ତ ପ୍ରାୟ ୧.୪୨ କୋଟି ଟଙ୍କା ବ୍ୟୟରେ ଦୀର୍ଘ…

ସୀତାବିଞ୍ଜିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କିକୋଟ,୧୬।୬(ଡି.ଏନ.ଏ) – କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ ହାଉସ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସୀତାବିଞ୍ଜିଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ମେଳା ଆରମ୍ଭ ହୋଇଯାଇଛି। ସୀତାବିଞ୍ଜି ସର୍ବଭାରତୀୟ ସ୍ତରରେ ଏକ ପୌରାଣିକ ଶକ୍ତିପୀଠ ଅଟେ। ଏଠାରେ ପ୍ରତିବର୍ଷ ରଜ…

ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ କରି ପାଠ ପଢିବାର ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ା କିନ୍ତୁ ଖାଲି ଥିବା…

ଗାଧୋଇଲା ବେଳେ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ,୧୫।୬(ଡି.ଏନ୍‌.ଏ.): କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ । ସୂଚନାଯୋଗ୍ୟ, ରାଉଳିଆ ଗାଁର ମଞ୍ଜୁଲତା ସାମଲ କଣ୍ଠିଆ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା…

କୁକୁଡ଼ା ଫାର୍ମରେ ଚିଆଁ ଛାଡ଼ିବାକୁ ନେଇ ଗାଁରେ ଉତ୍ତେଜନା

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ଏକ ମେଗା ବ୍ରୟେଲର ଫାର୍ମରେ ବୁଧବାର ସକାଳୁ ଫାର୍ମ ମାଲିକ ନିତ୍ୟାନନ୍ଦ ମାହନ୍ତ ଚିଆଁ ଛାଡିବାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଏହାକୁ ବିରୋଧ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?