ସାନଘାଗରା ନିକଟରେ ୧୬ ଟିକିଆ ହାତୀପଲ
କେନ୍ଦୁଝର,୮ା୪ (ସ୍ବ.ପ୍ର.) ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତକୁ ପର୍ଯ୍ୟଟକଙ୍କ ଆଗମନ ବଢୁଛି। ଜଳପ୍ରପାତ ବୁଲିବା ସହ ପ୍ରାକୃତିକ ପରିବେଶ ଓ ବୋଟିଂର ମଜା ଉଠାଉଛନ୍ତି। ତେବେ କିଛି ଦିନ ହେଲା ଜଳପ୍ରପାତ ନିକଟ ଜଙ୍ଗଲରେ ୧୬ ଟିକିଆ ହାତୀ ପଲ ରହୁଥିବାରୁ…
ଶିକ୍ଷକଙ୍କ ଗୋ ସେବା ନିଶା
କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା ବ୍ଲକ ଡେଣୁଆ ଗ୍ରାମର ଡମ୍ବରୁଧର ମହାନ୍ତ। ମୁରୁସୁଆଁ ନୋଡାଲ ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ…
୫୦ଫୁଟ୍ ତଳକୁ ଓଲଟିଲା ଜିପ୍
କେନ୍ଦୁଝର,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଅଞ୍ଚଳରୁ ନୟାକୋଟ ଥାନା ଅଧୀନ ବାଂଶପାଳ ସାପ୍ତାହିକ ହାଟକୁ ଗୁରୁବାର ଯାତ୍ରୀ ନେଇ ଯାଉଥିବା ଏକ ସବାରୀ ଜିପ(ଓଆର୍-୦୯ଏଲ୍/୬୨୩୩) ଗୁଣ୍ଡୁଳା ଘାଟିରେ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ…
ବିନା ପ୍ରଶିକ୍ଷଣରେ ସଫଳ ଚିତ୍ରଶିଳ୍ପୀ
ପାଟଣା, ୭ା୪: କୁହାଯାଏ ବିଭୁଦତ୍ତ ପ୍ରତିଭା ଓ ନିଷ୍ଠା ଅନେକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖେ। ଆଉ ପରେ ସଫଳତାର ଶୀର୍ଷ ସୋପାନରେ ଉପନୀତ କରିଥାଏ। କୌଣସି ପ୍ରଶିକ୍ଷଣ କିମ୍ବା ଚିତ୍ର କଳା ପ୍ରତିଷ୍ଠାନରେ ଅଧ୍ୟୟନ ନ କରି କିମ୍ବା ସେନେଇ…
ନିୟମିତ ଶିକ୍ଷକ ମାନ୍ୟତା ଦାବି
କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଆଜି ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିକ୍ଷକମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ୨୦୧୫ ମସିହାରୁ ଶିକ୍ଷା ସହାୟକ/ସହାୟିକା…
୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ
ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରାସାହି ପଞ୍ଚାୟତର ସୁନିଆ ଓରଫ ଟିରୁ ଚାମ୍ପିଆ। ସୂଚନାଯୋଗ୍ୟ, ରବିବାର…
କାଳବୈଶାଖୀରେ ଗଛପଡ଼ି ଚାଲିଗଲା ମହିଳାଙ୍କ ଜୀବନ
କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ମାରଦା ଗ୍ରାମରେ ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଏକ ଗଛ ଉପୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ତାଙ୍କ ନାମ ରସବତୀ ଦେହୁରୀ (୫୦)। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିଲା। ଖବର…
ଧାନ ବିକ୍ରିରୁ ବଞ୍ଚିତ ୯୭୪ ଚାଷୀ
ଚମ୍ପୁଆ, ୬।୪(ଡି.ଏନ୍.ଏ.) – କେନ୍ଦୁଝର ଜିଲା ଚମ୍ପୁଆ ଓ ଭଣ୍ଡା ଲ୍ୟାମ୍ପର ୯୭୪ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ୨୦୨୧-୨୨ର ଖରିଫ ଋତୁରେ ଟୋକନ୍ ପାଇ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି। ସୂଚନା ଅନୁସାରେ, ଚମ୍ପୁଆ ଲ୍ୟାମ୍ପ…
ଘରୁ ଆସି ଆଉ ଫେରିଲେନି କୁଳମଣି
ପାଟଣା ୪।୪(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ଦାଶରଥିପୁର -ବଳିଆପଶିବାଙ୍କ ରାସ୍ତାରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରୁଡ଼ିପଶି ଗ୍ରାମର କୁଳମଣି ନାଏକ(୨୫)। ସୂଚନାଯୋଗ୍ୟ, କୁଳମଣି ଖିରେଇଟାଙ୍ଗିରୀରୁ ଘରକୁ ଫେରୁଥିବା…
ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ
କେନ୍ଦୁଝର,୩।୪(ଡି.ଏନ୍.ଏ.) ଗ୍ରୀଷ୍ମ ଆରମ୍ଭରୁ ହିଁ କେନ୍ଦୁଝରଗଡ଼ ପୌରପାଳିକାର ୨୧ ୱାର୍ଡରେ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବିଗତ ଦିନରେ ରାସ୍ତା ପ୍ରଶସ୍ତିକରଣ ଯୋଗୁ ରାସ୍ତାକଡ଼ରେ ଥିବା ନଳକୂପଗୁଡ଼ିକୁ ଉଠାଇ ନିଆଯାଇଛି। ଫଳରେ…
ନିର୍ବାଚନ ହେବ,ଫଳ ଘୋଷଣା ହେବନି: ହାଇକୋର୍ଟ
ହାଟଡିହୀ,୩।୪(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ୧୧ା୩ା୨୨ରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥି ମଧ୍ୟରୁ ୨୮ ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢା ଓ ମରୈଗଁା ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା…
ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ
ହାଟଡିହୀ,୨ା୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢ଼ା, ମରୈଗାଁ ପଞ୍ଚାୟତରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କିନ୍ତୁ ହାବଳେଶ୍ୱର ପଞ୍ଚାୟତ…
Archives


