ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର
କେନ୍ଦୁଝର, ୧୫ା୧୧ ଦୀପକ ମିଶ୍ର: ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର। କେନ୍ଦୁଝର ଜିଲାର ଆଦିବାସୀମାନେ ବିଶେଷ କରି ଏହି ଆଚାର ଖାଇଥାନ୍ତି। ଜଙ୍ଗଲ ଅଞ୍ଚଳରେ ଥିବା ଶାଳ, ପଣସ ଗଛରେ ନାଲି ପିମ୍ପୁଡି ଜାତୀୟ ପୋକ ବ୍ୟାପକ ଦେଖାଯାଇଥାଏ। ଏହାକୁ କାଇ…
ଧୂଳିମୟ ଭିଆଇପି ରୋଡ୍
ଆନନ୍ଦପୁର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ୧୩ ନଂ. ଓ ୧୪ ନଂ. ଓ୍ବାର୍ଡକୁ ସଂଲଗ୍ନ ଭିଆଇପି ରୋଡ୍ ଧୂଳିମୟ ହୋଇପଡ଼ିଛି। ଯାନବାହନ ଯାତାୟାତ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଭାରିଯାନ ଯାତାୟାତ ସମୟରେ ସମ୍ପୃକ୍ତ ରାସ୍ତାଟିରେ ଧୂଳି ଓ…
କୁଟୀର ଶିଳ୍ପରେ ପରିଣତ ହୋଇଛି ଦେଶୀମଦ
ପାଟଣା,୧୪ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ତିଆରି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି। ପାଟଣା ଓ ସାହାରପଡ଼ା ବ୍ଲକ୍ର ବିଭିନ୍ନ ଗ୍ରାମରେ ଥିବା ନଦୀ କୂଳ, ପୋଖରୀ ହୁଡ଼ା ଓ ଜଙ୍ଗଲ ମଧ୍ୟରେ…
୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ
କେନ୍ଦୁଝର,୧୪ା୧୧(ସ୍ବ.ପ୍ର.): ବିଳମ୍ବରେ ସ୍କୁଲ ଆସିବାକୁ ନେଇ ୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ ହୋଇଛି। କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶନିବାର ୨ ସ୍କୁଲ୍ ପରଦର୍ଶନ ସମୟରେ ଶିକ୍ଷକଙ୍କ ଅନୁପସ୍ଥିତି ଦେଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଖବର…
ଶିଶୁ ସାମ୍ବାଦିକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ
ପାଟଣା,୧୩ା୧୧: ୟୁନିସେଫ୍, ଧରିତ୍ରୀ ଓ ପିକକ୍ ସଙ୍ଗଠନ ଆନୁକୂଲ୍ୟରେ ଶିଶୁ ସାମ୍ବାଦିକମାନଙ୍କ ପାଇଁ ଦୁଇଦିନିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଟଣା ଥାନା ଅନ୍ତର୍ଗତ କପୁଣ୍ଡିସ୍ଥିତ ଜୀବନଜୀବିକା ତାଲିମ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହେଉଛି। ପିକକ୍ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଟଣା…
ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ଏତଲା
ପାଟଣା,୧୩ା୧୧(ସ୍ବ.ପ୍ର.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରିଙ୍କ ଦାୟିତ୍ୱହୀନ ତଥା ଅଶାଳୀନ ମନ୍ତବ୍ୟ ବିରୋଧରେ ପାଟଣା ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ବ୍ଲକ ଭାଜପା ରାଜ୍ୟ ଅନୁସୂଚିତ ଜନଜାତି ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା…
ତୀର ମାରି ଗର୍ଭିଣୀ ହାତୀକୁ ମାରିବା ଘଟଣା: ଫରେଷ୍ଟର ନିଲମ୍ବିତ,ରେଞ୍ଜ ଅଧିକାରୀ; ଫରେଷ୍ଟ ଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ
କେନ୍ଦୁଝର,୧୨ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ତାଳପଦା ସେକ୍ସନ ଅଧିନସ୍ଥ ଏସ୍ଏନ୍ପୁରଗୋଡ଼ା ବିଟ୍ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ଏକ ଗର୍ଭିଣୀ ହାତୀକୁ ତୀର ବିନ୍ଧି ମାରିଦେବା ଘଟଣାରେ କେନ୍ଦୁଝର ଡିଏଫ୍ଓ ଏଚ୍.ଡି.ଧନରାଜ ଉକ୍ତ ସେକ୍ସନର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ…
ବଣୁଆ ହାତୀ ଉପଦ୍ରବ: ଖାଇଲେ ଏକର ଏକର ଧାନ, ଭାଙ୍ଗିଲେ ଘର
ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୫ ଦିନ ହେବ ୨୪ ଟିକିଆ ବଣୁଆ ହାତୀପଲଙ୍କ ଦୌରାତ୍ମ୍ୟ ବଢ଼ି ଚାଲିିଛି। ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ମଲ୍ଲିପଶି ବିଟ୍ ମୂଷାଖରୀ ଗାଁ କାଶିଆ ସାହିରେ ୩ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି।…
ଜନବସତି ନିକଟରେ ଖଣି ଷ୍ଟକ୍ୟାର୍ଡକୁ ବିରୋଧ
କେନ୍ଦୁଝର,୧୨।୧୧(ସ୍ବ.ପ୍ର.): ପଲ୍ଲୀସଭା ନ କରି, ବିନା ପ୍ରଦୂଷଣ ଅନୁମୋତିରେ ବାଂଶପାଳ ବ୍ଲକ୍ ତଳକଇଁସାରୀ ଗ୍ରାମରେ ଲୁହାପଥର ଷ୍ଟକ୍ୟାର୍ଡ ନିର୍ମାଣ ହେଉଛି। ଉକ୍ତ ସ୍ଥାନରୁ ଗଛ କଟାଯିବା ସହ ପଥର ତଡ଼ା ଯାଉଛି। ଏଥିସହ ଷ୍ଟକ୍ୟାର୍ଡ ହେବା ଫଳରେ ଅଞ୍ଚଳରେ ଚାଷ କ୍ଷତିଗ୍ରସ୍ତ…
ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ, ବାଇକ୍ ଆରୋହୀ ମୃତ
କେନ୍ଦୁଝର,୧୦ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ମହାଦେଇଯୋଡା ପଞ୍ଚାୟତ ଟିକରପଡା…
ଜନବସତିରେ ମାତାଲ ହାତୀଙ୍କ ଉତ୍ପାତ
ପାଟଣା,୧୦ା୧୧(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ରେଞ୍ଜ୍ରେ ବୁଲୁଥିବା ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଜନବସତିମୁହଁା ହୋଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନରେ ହାତୀ ମାତାଲ ହୋଇ କାଜୁ ଜଙ୍ଗଲରେ ପଡ଼ିଥିବା ବେଳେ ରାତିରେ ବିଷ୍ଣୁପୁର ଗାଁରେ ପଶି ଉତ୍ପାତ କରିଛନ୍ତି। ଏକ କଦଳୀ ବଗିଚାକୁ…
ଗୋଟେ ପଟେ ହାତୀ ଆତଙ୍କ, ଆଉ ଗୋଟେ ପଟେ ଜଳକ୍ରୀଡ଼ା ଦେଖିବାକୁ ଲୋକେ ଉତ୍ସାହିତ
କେନ୍ଦୁଝର,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ଲୋକଙ୍କ ଧନଜୀବନର ସୁରକ୍ଷା କରିବାରେ ବିଫଳ ହେଉଛି। ଅନ୍ୟପକ୍ଷରେ ହାତୀ ଉପଦ୍ରବ ବଢୁଥିବାରୁ ଲୋକମାନେ ଭୟ ଆତଙ୍କ ମଧ୍ୟରେ ରହୁଥିବା ବେଳେ ତେଣେ ହାତୀପଲ ଦେଖିବାକୁ ଲୋକଙ୍କ…
Archives


