କେନ୍ଦୁଝର

ଆଜି ଜନ୍ମ ମାଟି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

କେନ୍ଦୁଝର,୨୩।୬: ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିବେ। ଏଥିପାଇଁ ପ୍ରସ୍ତୁତି ହୋଇସାରିଛି। କେନ୍ଦୁଝର ସହର ମଣ୍ଡୁଆ ସ୍ଥିତ ତାଙ୍କ…

ଅଧିକାରୀଙ୍କୁ ନାଳକୁ ଠେଲିଦେଲେ

ଯୋଡ଼ା,୨୩ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଦେଓଝରରେ ଥିବା ଏକ କମ୍ପାନୀର ତୈଳଯୁକ୍ତ ଜଳ ନିକଟବର୍ତ୍ତୀ ଗ୍ରାମରେ ଥିବା ନାଳରେ ମିଶିବାକୁ ନେଇ କିଛିଦିନ ହେବ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ଶନିବାର ସଂସ୍ଥାର କେତେଜଣ ଅଧିକାରୀଙ୍କୁ ନାଳ ପାଣି…

ଏକମାତ୍ର ପୁଅର ୨ କିଡ୍‌ନୀ ଖରାପ

ପାଟଣା,୨୩ା୬(ବୀର କିଶୋର ଦାଶ): ସାଙ୍ଗସାଥୀଙ୍କ ମେଳରେ ଖେଳିବା, ବୁଲିବା କଥା; କଅଁଳ ବୟସରେ ଦୁରାରୋଗ୍ୟରେ ପୀଡ଼ିତ ହୋଇ ଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ଚୀନାମାଳିପଶି କେତାଙ୍ଗ ଗ୍ରାମରେ ଦେଖିବାକୁ…

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୨୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଓ ଗୋହାଲଡିହି ରେଲୱେ ଷ୍ଟେଶନକୁ ପ୍ରବେଶ କରୁଥିବା ମୁଖ୍ୟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି ପାଇଁ ଅଭିଯୋଗ କରିଆସୁଥିଲେ ହେଁ କୌଣସି…

ଘସିପୁରାରେ ବଢୁଛିି ବାଲି ଚୋରାଚାଲାଣ

ରାମଚନ୍ଦ୍ରପୁର,୨୩।୬(ଗଣେଶ୍ୱର ସା): କେନ୍ଦୁଝର ଜିଲା ଘସିପୁରା ତହସିଲ ଅଞ୍ଚଳରେ ବାଲି ଚୋରାଚାଲାଣ ବଢ଼ୁଛି। ବିଶେଷ କରି ତହସିଲ ଅନ୍ତର୍ଗତ ସାଇଁକୁଳ ସର୍କଲ ଅଧୀନରେ ଥିବା ବୈତରଣୀ ନଦୀର ବାତୋ ଘାଟରୁ ବେଧଡ଼କ ବାଲି ଉଠାଯାଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏ…

ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର

ଯୋଡ଼ା,୨୨ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡା ସହର ମଧ୍ୟଭାଗରେ ଥିବା ୱାର୍ଡ ନଂ. ୪ ଝୁମ୍ପୁଡ଼ି ହାଟିଂରେ ଭଙ୍ଗା ଦଦରା ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି। ଅଭିଯୋଗ ପରେ ମଧ୍ୟ ଗୃହର ମରାମତି କରାଯାଉନାହିଁ। ଫଳରେ ବିପଦସଙ୍କୁଳ ଅଙ୍ଗନୱାଡ଼ିକୁ ଶିଶୁମାନଙ୍କୁ ଛାଡ଼ିବା…

କେନ୍ଦୁଝରର ନିଆରା ସ୍ନାନ ପୂର୍ଣ୍ଣିମା: ଅଁଳା-ତୁଳସୀ ପତ୍ରରେ ସଜେଇ ହୁଅନ୍ତି ଶ୍ରୀ ଜୀଉ, ପିନ୍ଧନ୍ତି ତାଳ ମୁକୁଟ

କେନ୍ଦୁଝର,୨୧।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ। ତାଙ୍କର ରଥକୁ ସର୍ବୋଚ୍ଚ ରଥ ଭାବେ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଚାରିଶହ ବର୍ଷରୁ ଉଦ୍ଧର୍‌ବ ଏଠାକାର ଶ୍ରୀଜୀଉଙ୍କ ମନ୍ଦିରକୁ ଦ୍ୱିତୀୟ ବୃହତ ବିଷ୍ଣୁ ମନ୍ଦିର ବୋଲି କୁହାଯାଇଥାଏ। ଏଠାରେ…

ଜନ୍ମମାଟିରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୨୦ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯଦିଓ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଥୁଡି ସମ୍ପ୍ରଦାୟର ୩ ବିଧାୟକ

ପାଟଣା,୨୧।୬(ବୀର କିଶୋର ଦାଶ): ଭୁବନେଶ୍ୱର ଷ୍ଟେଟ ଗେଷ୍ଟ ହାଉସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାଜପାର ନବନିର୍ବାଚିତ ୩ ବାଥୁଡି ସମ୍ପ୍ରଦାୟର ବିଧାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ…

୨ ଜିଲାକୁ ଯୋଡୁଛି ବାଉଁଶପୋଲ

ଚମ୍ପୁଆ,୨୧ା୬(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବାଉଁଶପୋଲ ୨ ଜିଲାକୁ ଯୋଡ଼ୁଛି। ପୋଲ ଉପରେ ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତ କରୁଛନ୍ତି। ୨ ଜିଲାକୁ ଗମନାଗମନ…

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଗଲା ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରାଇସୁଆଁ ଅଭିମୁଖେ ଯାଉଥିବା ଏକ ବାଇକ ଉପରେ ଏନଏଚ ୨୦ରେ ଟ୍ରକ ଚଢ଼ିଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ଫଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ମୃତକ…

‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’

ପାଟଣା,୧୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମର ଜଣେ ୨୩ ବର୍ଷୀୟ ବିବାହିତ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ବୀର କିଶୋର ମହାନ୍ତଙ୍କ ସ୍ତ୍ରୀ ଲୀଳାବତୀ। ସୂଚନାଯୋଗ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?